fbpx
Browsing Category

ବିଦେଶ

ବ୍ରାଜିଲରେ ଭୟଙ୍କର ବିପର୍ଯ୍ୟୟ; ପ୍ରବଳ ବର୍ଷା ଯୋଗୁଁ ୩୭ମୃତ, ୭୪ନିଖୋଜ…ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ବ୍ରାଜିଲର ଦକ୍ଷିଣ ରାଜ୍ୟ ରିଓ ଗ୍ରାଣ୍ଡେ ଡୋ ସୁଲରେ ଶୁକ୍ରବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଥିବା ବେଳେ ୭୪ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ ଏହାକୁ ଇତିହାସର…

ପର୍ତ୍ତୁଗୀଜ୍ ଫ୍ଲାଗ୍ ଥିବା କାର୍ଗୋ ଜାହାଜର କ୍ରୁମାନଙ୍କୁ ମୁକ୍ତ କଲା ଇରାନ: ୧୬ ଜଣ ଭାରତୀୟ ମଧ୍ୟ ହେଲେ ମୁକ୍ତ

ନୂଆଦିଲ୍ଲୀ: ପର୍ତ୍ତୁଗୀଜ୍ ଫ୍ଲାଗ୍ ଥିବା କାର୍ଗୋ ଜାହାଜ ଏମଏସସି ଏରିଜର ସମସ୍ତ କ୍ରୁମାନଙ୍କୁୁ ମୁକ୍ତ କରିଛି ଇରାନ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାହାନ ଶୁକ୍ରବାର ଦିନ…

ପାକିସ୍ତାନରେ ସିନ୍ଧୁ ନଦୀରେ ଖସି ପଡ଼ିଥିଲା ବସ୍; ୨୦ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ପାକିସ୍ତାନରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍ ପାହାଡ଼ିଆ ଟ୍ରାକ୍ ରୁ ଖସି ଗଭୀର ଖାଲକୁ ଖସି ପଡ଼ିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ…

ହୃଦୟ ବିଦାରକ…ପରଲୋକରେ ୨୦ ବର୍ଷୀୟ ପ୍ରତିଭାଶାଳୀ କ୍ରିକେଟର: ମେ ୧ ତାରିଖରେ ନେଇଥିଲେ ୩ଟି ୱିକେଟ୍

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଜଣେ ୨୦ ବର୍ଷୀୟ ଯୁବ କ୍ରିକେଟରଙ୍କର ପରଲୋକ ଘଟିଛି । ଯେଉଁ ବୟସରେ ଜଣେ…

ଆଲମିରା ଭାବି ଯାହାକୁ ଖୋଲିଥିଲେ ତାହା ଥିଲା ଏକ ଭୟାନକ କାଳକୋଠରୀ, ରିଅଲ୍ ଇଷ୍ଟେଟ୍ ଏଜେଣ୍ଟଙ୍କ ସହ ଘଟିଲା ଏପରି କିଛି

ନୂଆଦିଲ୍ଲୀ: ବହୁ ସମୟରେ ବର୍ଷ ବର୍ଷ ତଳର ପୁରୁଣା କୋଠା ବା ଘରୁ ଏପରି ଜିନିଷ ମିଳିଥାଏ ଯାହା ସମସ୍ତଙ୍କୁ ଚକିତ କରିଦେଇଥାଏ । ବହୁ ସମୟରେ ଏହା କୌଣସି ଐତିହାସିକ ଜିନିଷ ହୋଇଥାଏ ତ ଆଉ ଅନେକ ସମୟରେ ଏହା କିଛି ଭୟାନକ…

ହୃଦୟ ଉପରେ କ୍ରୋଧର ଏକ ବିଷାକ୍ତ ପ୍ରଭାବ ରହିଛି! ଏପରିକି କିଛି ସେକେଣ୍ଡର କ୍ରୋଧ ଆପଣଙ୍କ ହାର୍ଟକୁ ଡ୍ୟାମେଜ୍ କରିଦେଇପାରେ- ରିସର୍ଚ୍ଚ

ନୂଆଦିଲ୍ଲୀ: ଏକ ସୁସ୍ଥ ଜୀବନ ପାଇଁ ସବୁବେଳେ ଖୁସିରେ ରହିବା ନିହାତି ଜରୁରୀ ବୋଲି ଅନେକ ପରାମର୍ଶ ଦେଇଥାନ୍ତି । ତେବେ ଅନେକ ଲୋକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । କଥା କଥାରେ ଅନେକ ଲୋକ ଭୀଷଣ…

ଅଜବ ଟ୍ରାଫିକ ନିୟମ! ଗାଡ଼ିରେ ଧୂଳି ଜମିଲେ ଚାଳକ ଦେବେ ୧୧ ହଜାର ଜରିମାନା

ନୂଆଦିଲ୍ଲୀ: ଅନେକ ସମୟରେ ଗାଡ଼ି ଚାଳକଙ୍କ ପାଇଁ ନୂଆ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥାଏ । ସିଲ୍ଟ ବେଲ୍ଟ ନ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ଚଳାଇବା, ରଙ୍ଗ୍ ରୁଟରେ ଗାଡ଼ି ଚଳାଇବା, ଓଭରସ୍ପିଡରେ ଗାଡ଼ି ଚଳାଇବା, ବିକଟାଳ…

ଅସମ୍ଭବ କାର୍ଯ୍ୟ କରିଦେଖାଇଲେ ପ୍ରତ୍ନତତ୍ତ୍ୱବିତ୍; ୭୫ହଜାର ବର୍ଷ ପୂର୍ବ ମୃତ ମହିଳାଙ୍କ ଚେହେରାର କଲେ ପୁନଃନିର୍ମାଣ

ନୂଆଦିଲ୍ଲୀ: ବ୍ରିଟିଶ ପ୍ରତ୍ନତତ୍ତ୍ୱବିତ୍ ଦଳ ଗୁରୁବାର ଜଣେ ୭୫ ହଜାର ବର୍ଷ ତଳର ନିଏଣ୍ଡରଥାଲ ମହିଳାଙ୍କ ପୁନଃନିର୍ମିତ ଚେହେରା ପ୍ରକାଶ କରିଛନ୍ତି। ଯେତେବେଳେ ଗବେଷକମାନେ ଏହି ପ୍ରଜାତିକୁ ବ୍ରୁଟିସ୍ ଏବଂ ଅପରିଷ୍କାର…

ପାକିସ୍ତାନ ସରକାରଙ୍କ ବଡ଼ ନିଷ୍ପତ୍ତି, ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ନ କରିଥିବା ବ୍ୟକ୍ତିଙ୍କ ବ୍ଲକ୍ ହେବ ସିମ୍ କାର୍ଡ଼

ଇସଲାମାବାଦ: ବର୍ତ୍ତମାନ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ଅର୍ଥିକ ସଂକଟ ଦେଇ ଗତି କରୁଛି । ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ଶେହବାଜ୍ ଶରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ଟ୍ୟାକ୍ସ ଡିଫଲ୍ଟରର୍ସଙ୍କୁ ନେଇ କଠୋରତା…

ବ୍ରିଟେନ ଓ ଆମେରିକାରେ ଗୁଗଲ ସର୍ଚ୍ଚ ଇଞ୍ଜିନ ସମସ୍ୟା; ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ

ନୂଆଦିଲ୍ଲୀ: ବ୍ରିଟେନ ଓ ଆମେରିକାରେ ଗୁଗଲ ସର୍ଚ୍ଚ ଇଞ୍ଜିନ ସମସ୍ୟା, ୫୦୨ଟି ତ୍ରୁଟି ଦେଖୁଛନ୍ତି ୟୁଜର୍ସ । ୟୁଜର୍ସଙ୍କ କହିବା ଅନୁଯାୟୀ, ଗୁଗଲ ସର୍ଚ୍ଚ ଇଞ୍ଜିନ କାମ କରୁନାହିଁ । ସେମାନେ ଗୁଗୁଲ ସହିତ ଗୁଗୁଲର…