fbpx
Browsing Category

ବିଦେଶ

(video)କେତେ ଯେ ଭୟଙ୍କର ହେଇପାରେ ପ୍ରକୃତି, ଭିଡ଼ିଓ ଦେଖିଲେ ଆପଣ ତାହା ଅନୁମାନ ଲଗେଇପାରିବେ

ଅଙ୍କାରା: ସୋମବାର ସକାଳେ ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିଆରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ପରେ ଅତି କମରେ ୧,୫୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଭୂକମ୍ପ ଯୋଗୁଁ ଏକ ବିରାଟ ଧ୍ୱଂସ ଘଟିଛି ଏବଂ…

ତୁର୍କୀ ଉପରେ ପ୍ରକୃତିର କୋପ ଦୃଷ୍ଟି: ଗୋଟିଏ ଦିନରେ ତୃତୀୟ ଥର ହେଲା ଭୂମିକମ୍ପ, ୧୮୦୦ ମୃତ୍ୟୁ ସଂଖ୍ୟା ପାର

ନୂଆଦିଲ୍ଲୀ: ତୁର୍କୀ ଉପରେ ପଡିଛି ପ୍ରକୃତିର କୋପ ଦୃଷ୍ଟି। ଗୋଟିଏ ଦିନରେ ତୃତୀୟ ଭୂମିକମ୍ପ ଯୋଗୁଁ ସୋମବାର ତୁର୍କୀରେ ଆତଙ୍କ ଖେଳିଯାଇଛି। ତୃତୀୟ ଥର ହୋଇଥିବା ଭୂମିକମ୍ପର ରିଚ୍ଟର ସ୍କେଲରେ ତୀବ୍ରତା ୬.୦ ରହିଛି। ଗତ…

ପ୍ରଳୟ ଏବଂ ପ୍ରଳୟ: ପୁଣି ଥରିଲା ତୁର୍କୀ, ପ୍ରଥମ ଭୁମିକମ୍ପରେ ଗଲାଣି ୧୨୦୦ରୁ ଉର୍ଦ୍ଧ ଜୀବନ

ତୁର୍କୀ: ଶତାଦ୍ଧୀର ସବୁଠାରୁ ଶକ୍ତିଶାଳୀ ଭୁମିକମ୍ପରେ ତୁର୍କୀ ଏବଂ ସିରିୟାରେ ୧,୨୦୦ ରୁ ଉର୍ଦ୍ଧ ଲୋକ ଜୀବନ ହରାଇଛନ୍ତି । ଯେଉଁଥିରେ ହଜାର ହଜାର ଘର ଭୁଷୁଡ଼ି ପଡିଥିବା ବେଳେ ଅନେକ ୫ ହଜାରୁ ଉର୍ଦ୍ଧ ଲୋକେ ନିଖୋଜ…

କଶ୍ମୀରରେ ପ୍ରତିଷ୍ଠା ହୋଇଥାନ୍ତା ଶାନ୍ତି! ୨୨ ବର୍ଷ ପୂର୍ବେ ଭାରତ-ପାକିସ୍ତାନ ମଧ୍ୟରେ କ’ଣ ଘଟିଥିଲା, ବାଜପେୟୀ-ମୁଶରଫ କରିବାକୁ ଯାଉଥିଲେ ଏକ…

ନୂଆଦିଲ୍ଲୀ: ଆଜି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ୭୯ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ତେବେ ଏହି ଅବସରରେ ମୁଶାରଫଙ୍କ କାର୍ଯ୍ୟକାଳରେ ଭାରତ ସହ ଜଡ଼ିତ କିଛି ପ୍ରସଙ୍ଗ ସ୍ମୃତି ଏବେ ଲେଉଟିବାରେ…

୧୦ ମିନିଟରେ ୪୬ ଗାଡ଼ି ମୁହାମୁହିଁ: ଚାଲିଗଲା ୧୬ ଜଣଙ୍କର ଜୀବନ, ୬୬ ଜଣଙ୍କ ଅବସ୍ଥା ଶୋଚନୀୟ

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାରେ ଯାତାୟତ କରିବା କୌଣସି ଯମଦଣ୍ଡଠାରୁ କମ୍ ନୁହେଁ । ଟିକିଏ ଅସାବଧାନ ହେଲେ ଦୁର୍ଘଟଣାରେ ପ୍ରାଣ ହରାଇବା ଓ ଆହତ ହେବା ଅବଶ୍ୟମ୍ଭାବୀ । ତେବେ ଏପରି ଏକ ଭୟଙ୍କର ରାସ୍ତା ଦୁର୍ଘଟଣାରେ…

ChatGPT କ୍ରାନ୍ତି ଦ୍ୱାରା ଚାକିରି ବିପଦରେ! ଧୀରେଧୀରେ ସମାପ୍ତ ହୋଇଯିବ ଚାକିରି, ଏପରି ଡର କାହିଁକି ଘାରିଛି?

ନୂଆଦିଲ୍ଲୀ: ସାରା ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରୟୋଗ ବଢ଼ିବାରେ ଲାଗିଛି ଓ ନୂଆ ଜିନିଷର ସନ୍ଧାନ ଦ୍ୱାରା ଅନେକ କାମ ସହଜରେ ହୋଇପାରୁଛି । ତେବେ ଏହା ମଧ୍ୟରେ ଚାଟଜିପିଟିର ଆଗମନକୁ ନେଇ ଧୂମ୍…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ଦେହାନ୍ତ, ଦୁବାଇ ଡାକ୍ତରଖାନାରେ ହେଇଥିଲେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପରଭେଜ ମୁଶରଫଙ୍କ ଦେହାନ୍ତ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଏହି ଖବରକୁ ସୂତ୍ରରୁ ପ୍ରକାଶ କରିଛି। ମୁଶରଫ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ଦୁବାଇର ଏକ…

ଚାଇନା ବେଲୁନ କୁ ଖସେଇଲା ଆମେରିକା, ଏହା ଉପରେ ଚାଇନାର ପ୍ରତିକ୍ରିୟା “Clearly Overreacting”

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଆମେରିକାରେ ଦେଖାଯାଇଥିବା ଚୀନ୍‌ର ଗୁପ୍ତଚର ବେଲୁନ୍‌କୁ ଆଜି ଗୁଳି କରି ଖସେଇ ଦିଆଯାଇଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟ କରାଯାଇଛି । ଏହି ବେଲୁନ୍ କୁ…

ମାଗଣାରେ ଭ୍ରମଣ କରନ୍ତୁ ହଂକଂ: ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବଡ଼ ଅଫର୍, ଫ୍ରି’ରେ ବଣ୍ଟାଯାଉଛି ୫ ଲକ୍ଷ ବିମାନ ଟିକେଟ୍

ନୂଆଦିଲ୍ଲୀ: ବିଦେଶ ଭ୍ରମଣ କରିବାକୁ କାହାକୁ ବା ଭଲ ନ ଲାଗେ । ତେବେ ମନ ଥିଲେ ମଧ୍ୟ ଅର୍ଥ ସାଜିଥାଏ ମୁଖ୍ୟ ବାଧକ । ନିକଟରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଆପଣମାନେ ମାଗଣାରେ ହଂକଂ ସହର…

(Video) ନିଶା ଛଡ଼ାଇବାର ନୂଆ ମେଡିସିନ୍: ମଦ୍ୟପ ସ୍ୱାମୀଙ୍କୁ ପାଣିରେ ବୁଡ଼ାଇଲେ-ଉଠାଇଲେ ମହିଳା

ନୂଆଦିଲ୍ଲୀ: ଆଜିର ସମୟରେ ମଦନିଶା ହେଉଛି ଏକ ଭୟଙ୍କର ନିଶା । ମଦ ନିଶା କାରଣରୁ ଅନେକ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନୀ ହେଉଛି । ଏଥିସହିତ ଅନେକ ସମୟରେ ମଦ୍ୟପ ଯୁବକ ଓ ଯୁବତୀମାନେ ସର୍ବସାଧାରଣରେ ହଙ୍ଗାମା…