Browsing Category

ବିଦେଶ

ଶତ୍ରୁର ଡ୍ରୋନକୁ ଧ୍ବଂସ କରିବାକୁ ଅସ୍ତ୍ର ତିଆରି କଲା ପାକିସ୍ତାନର ବନ୍ଧୁ, ଭାରତର ବଢିଲା ଟେନସନ

ନୂଆଦିଲ୍ଲୀ: ବଢିଲା ଭାରତର ଟେନସନ । ଶତ୍ରୁର ଡ୍ରୋନକୁ ଆକାଶରେ ଧ୍ବଂସ କରିବାକୁ ଅସ୍ତ୍ର ତିଆରି କଲା ପାକିସ୍ତାନର ବନ୍ଧୁ ଦେଶ ତୁର୍କୀ । ପାକିସ୍ତାନର ବନ୍ଧୁ ତୁର୍କୀ ଏପରି ଏକ ଉଦ୍ଭାବନ କରିଛି, ଯାହା ଏପର୍ଯ୍ୟନ୍ତ…

ଅଲମ୍ପିକ୍ ଗୋଲ୍ଡ ମେଡାଲିଷ୍ଟଙ୍କୁ ବିବାହ କରିବେ iPhone ମାଲିକଙ୍କ ଝିଅ, ଏଇ ସପ୍ତାହରେ ହେବ ମ୍ୟାରେଜ୍

ୱାଶିଂଟନ୍: କୋଟିପତି ବ୍ୟବସାୟୀ ତଥା ଆଇଫୋନ୍ ମାଲିକ ସ୍ୱର୍ଗତ ଷ୍ଟିଭ୍ ଜୋବ୍ସଙ୍କ ଝିଅ ଇଭ ଜୋବ୍ସ କରିବାକୁ ଯାଉଛନ୍ତି ବିବାହ । ଅଲମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ ହାରି ଚାର୍ଲ୍ସଙ୍କୁ ବିବାହ କରିବାକୁ ଯାଉଛନ୍ତି ଇଭ୍ ।…

ପୁଣି ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେଲା ପାକିସ୍ତାନ

କ୍ୱେଟା: ଅପରେସନ ସିନ୍ଦୂର ସମୟରେ ଭାରତ ପାକିସ୍ତାନ ଉପରେ କଡ଼ା ପ୍ରହାର କରିଥିଲା।  ଆଉ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନ ଏବେ ତାର ସାମରିକ ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଛି।  କିନ୍ତୁ ଏହାରି ଭିତରେ…

ଭାରତୀୟ ଦଳ ପାଇଁ କାଳ ସାଜିବ ବର୍ଷା! ଜାଣନ୍ତୁ କେମିତି ରହିବ ମାଞ୍ଚେଷ୍ଟର ଟେଷ୍ଟରେ ପାଗ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏହି ମ୍ୟାଚ୍ ମାଞ୍ଚେଷ୍ଟରର ଲୋକପ୍ରିୟ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ।…

ଅଗଷ୍ଟ ସୁଦ୍ଧା ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ: ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଜାପାନ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା । କେତେକ ମିଡିଆ ରିପୋର୍ଟ ଅନୁସାରେ, ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଅଗଷ୍ଟ ମାସ ସୁଦ୍ଧା ଇସ୍ତଫା ଦେବେ । ତେବେ ଇସ୍ତଫା…

ଜନ୍ମ ଦିନରେ ପତଳା ଦେଖାଯିବା ପାଇଁ କଲେ ମାରାତ୍ମକ ଡାଏଟ୍‌, ଘଟିଲା ଏମିତି… ଚାଲିଯାଇଥାନ୍ତା ଜୀବନ

ନୂଆଦିଲ୍ଲୀ: ଆଜିର ସମୟରେ ଏବେ ଯୁବପୀଢ଼ିଙ୍କୁ ଘାରିଛି ଜିରୋ ଫିଗରର ଚିନ୍ତା। ପତାଳା ହେବା ନିଶାରେ ଶରୀରକୁ ପହଞ୍ଚାଉଛନ୍ତି କ୍ଷତି। ଜଣେ ୧୬ ବର୍ଷର ଝିଅ ଜିରୋ ସାଇଜ ଫିଗର କରିବା ପାଇଁ କିଛି ଏଭଳି ଡାଏଟ ଆପଣେଇଛନ୍ତି…

ଇତିହାସ ରଚିଲା ଟିମ୍ ଇଣ୍ଡିଆ, କ୍ରାନ୍ତିଙ୍କ ଦମଦାର ବୋଲିଂରେ ଆଣ୍ଠେଇଲା ଇଂଲଣ୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ଇଂଲଣ୍ଡରେ ୫ଟିକିଆ ଟି୨୦ ସିରିଜକୁ ୩-୨ରେ ନିଜ ନାମରେ କରିଥିଲେ। ବର୍ତ୍ତମାନ ତିନୋଟି ମ୍ୟାଚର ଦିନିକିଆ ସିରିଜକୁ ମଧ୍ୟ ୨-୧ରେ ଜିତିବାରେ ସଫଳତା ହାସଲ କରିଛନ୍ତି। ଏହି…

ଏହି ଦେଶରେ ରହିଛି ସବୁଠାରୁ ଅଧିକ ପରିମାଣୁ ବଙ୍କର, ଏହାର ନବୀକରଣ ପାଇଁ ସରକାର ନେଉଛନ୍ତି ନୂଆ ପଦକ୍ଷେପ

କୁହାଯାଏ,  ଯଦି ଆପଣ ଶାନ୍ତି ଚାହାନ୍ତି, ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଉଚିତ। ଏହି ଉକ୍ତିଟି ୟୁରୋପୀୟ ଦେଶ ସ୍ୱିଜରଲାଣ୍ଡ କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରଯୁଜ୍ୟ। ଏହି ଦେଶ ସାରା ବିଶ୍ୱରେ ଏହାର ସୌନ୍ଦର୍ଯ୍ୟ ଏବଂ…

ଭୟଙ୍କର ବସ୍ ଦୁର୍ଘଟଣା: ପୁଲରେ ଧକ୍କା ହୋଇ ଉଡ଼ିଗଲା ଉପରି ଭାଗ, ରକ୍ତାକ୍ତ ହୋଇ ଦୌଡିଲେ ଲୋକ, Video ଭାଇରାଲ

ମ୍ୟାନଚେଷ୍ଟର: ବ୍ରିଟେନର ମ୍ୟାନଚେଷ୍ଟରରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଏକ ଡବଲ ଡେକର ବସ୍ ବାର୍ଟନ ଲେନ ଓ ଟ୍ରାଫୋର୍ଡ ରୋଡ ଜଙ୍କସନ ନିକଟରେ ଥିବା ବ୍ରିଜୱାଟର…

ଭାରତର ଅର୍ଥନୀତି ଉଜାଡ଼ି ଦେବାକୁ ଖୁଲମଖୁଲ୍ଲା ଧମକ ଦେଲା ଆମେରିକା, ରୁଷିଆରୁ ତେଲ କିଣିଲେ…

ୱାଶିଂଟନ୍: ପୁଣିଥରେ ଭାରତକୁ ଧମକ ଦେଲା ଆମେରିକା । ଏଥର ଟ୍ରମ୍ପ ନୁହଁନ୍ତି, ତାଙ୍କ ଖାସ୍ ସହଯୋଗୀ ଭାରତ ସମେତ ଚାଇନା ଏବଂ ବ୍ରାଜିଲକୁ ଦେଖାଇଛନ୍ତି ନାଲି ଆଖି । ଟ୍ରମ୍ପଙ୍କ ସହଯୋଗୀ ତଥା ସନେଟର ଲିଣ୍ଡସେ ଗ୍ରାହମ…