Browsing Category

ବିଦେଶ

ଏୟାରଷ୍ଟ୍ରାଇକର ଜବାବ ଦେଲା ପାକିସ୍ତାନ: ଇରାନର ଆତଙ୍କବାଦୀଙ୍କ ଆଡ୍ଡା ଉପରେ କଲା ଆକ୍ରମଣ

ନୂଆଦିଲ୍ଲୀ: ଇରାନର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ଚୁପ୍ ବସିନାହିଁ । ଇରାନର କିଛି ଆତଙ୍କବାଦୀଙ୍କ ଆଡ୍ଡା ଉପରେ ପାକିସ୍ତାନ ଆକ୍ରମଣ କରିଥିବା ନେଇ ପାକିସ୍ତାନୀ ମିଡ଼ିଆରେ ଖବର ପ୍ରକାଶ ପାଇଛି । ତେବେ କେବେ ଓ କେଉଁ…

WHO’ର ଚିନ୍ତା ବଢ଼ିଲା: ସାମ୍ନାକୁ ଆସିଲା ଏକ ରହସ୍ୟମୟୀ ବିମାରୀ ‘Disease X’, କରୋନାଠାରୁ ଏହା ୨୦ ଗୁଣ ଅଧିକ ଘାତକ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ବିପଦ ସମ୍ପୂର୍ଣ୍ଣ ଭାବେ ହଟିନଥିବା ବେଳେ ପୁଣି ଏକ ସମସ୍ୟା ଆସି ଉଭାହୋଇଛି । ପୁଣି ଏକ ଭୟଙ୍କର ବିମାରୀକୁ ନେଇ ଆଶଙ୍କା ବଢ଼ିଛି । ବର୍ତ୍ତମାନ ସମୟରେ ‘ଡିଜିଜ ଏକ୍ସ’କୁ ନେଇ ସାରା…

ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୨୩ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଏକାଧିକ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ବିସ୍ଫୋରଣ କାହିଁକି ଘଟିଛି ତାହା…

ବିଶ୍ୱ ଚେସ୍ ରାଙ୍କିଙ୍ଗରେ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇଲେ ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ: କ୍ଲାସିକ୍ ବର୍ଗରେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲିରେନ୍ ଙ୍କୁ ପରାସ୍ତ କରି ଫିଡେ ମାନ୍ୟତାରେ ଅଭିଜ୍ଞ ବିଶ୍ବନାଥନ ଆନନ୍ଦଙ୍କୁ ପଛରେ ପକାଇ ଛନ୍ତି ଭାରତର ଚେସ୍ ଖେଳାଳି ଆର୍ ପ୍ରଜ୍ଞାନନ୍ଦ । ନେଦରଲାଣ୍ଡରେ…

ରାଷ୍ଟ୍ରପତିଙ୍କ ପୁଅକୁ ଜେଲ ପଠାଇଲେ ଅଦାଲତ: ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ମାମଲା…

ନୂଆଦିଲ୍ଲୀ: ନିୟମ ଏବଂ କାନୁନ ଆଗରେ ସମସ୍ତେ ସମାନ ହୋଇଥାନ୍ତି । ସେ ଜଣେ ସାଧାରଣ ଲୋକ ହୁଅନ୍ତୁ କିମ୍ବା କୌଣସି ବଡ଼ ପଦ-ପଦବୀରେ କାର୍ଯ୍ୟରତ ଅଧିକାରୀ ବା ତାଙ୍କ ସମ୍ପର୍କୀୟ । ପ୍ରତ୍ୟେକ ବ୍ୟକ୍ତି ପାଇଁ ଅପରାଧର…

୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାମସଙ୍ଗକୁ ପଛରେ ପକାଇଲା ଆପଲ 

ନୂଆଦିଲ୍ଲୀ: କରୋନା ମହାମାରୀ ପରଠାରୁ ସ୍ମାର୍ଟଫୋନ୍ ବଜାରରେ ମାନ୍ଦାବସ୍ଥା ଦେଖାଦେଇଥିଲା । ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାମସଙ୍ଗକୁ ପଛରେ ପକାଇ ସ୍ମାର୍ଟଫୋନ୍ ଦୁନିଆରେ ଏକ ନମ୍ବର ସ୍ଥାନ ହାସଲ କରିଛି ଆପଲ୍ ।…

ପ୍ରସବ ଯନ୍ତ୍ରଣା କମ୍ କରିବାକୁ ଲଗାତର ୫ ଘଣ୍ଟା ଗୀତ ଗାଇଲେ ମହିଳା, ସ୍ୱାମୀ ବଜାଇଲେ ଗୀତାର

ନୂଆଦିଲ୍ଲୀ: ମା’ ହେବା ମହିଳାଙ୍କ ଲାଗି ଏକ ବହୁତ ସୁନ୍ଦର ଅନୁଭବ । କିନ୍ତୁ ପ୍ରସବ ସମୟ ମହିଳାଙ୍କ ଲାଗି ବହୁତ ଯନ୍ତ୍ରଣାମୟ ହୋଇଥାଏ । ଏହି ସମୟର ଯନ୍ତ୍ରଣାକୁ କେବଳ ଜଣେ ମା’ ହିଁ ବର୍ଣ୍ଣନା କରିପାରିବ । ସିଏଟଲର…

ପାକିସ୍ତାନ ଉପରେ ଇରାନର ମିଜାଇଲ ଓ ଡ୍ରୋନ ଆକ୍ରମଣ, ୨ ଶିଶୁ ମୃତ

ନୂଆଦିଲ୍ଲୀ : ଇରାନ ମଙ୍ଗଳବାର ଦିନ ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ରହୁଥିବା ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ ଦ୍ୱାରା ଆକ୍ରମଣ କରିଛି। ଏହି ଆକ୍ରମଣକୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦୃଢ ନିନ୍ଦା…

ସାମ୍ନାକୁ ଆସିଲା ଏକ ସଙ୍ଗୀନ ମାମଲା, ଦୋକାନରୁ ମହଙ୍ଗା ପୋଷାକ ଚୋରି କଲେ ମହିଳା ସାଂସଦ

ନୂଆଦିଲ୍ଲୀ: ରାଜନୈତିକ ଓ ସାମାଜିକ ପଦପଦବୀରେ ବସିଥିବା ସମସ୍ତ ବ୍ୟକ୍ତିଙ୍କ ଠାରୁ ଲୋକମାନେ ଭଲ କାମ ଆଶା କରିଥାନ୍ତି । କିନ୍ତୁ ଜଣେ ସାଂସଦ ଯଦି ଚୋରୀ ପରି ଘୃଣ୍ୟ କାର୍ଯ୍ୟ କରିବେ ତେବେ ଆପଣଙ୍କୁ ଏହା ନିଶ୍ଚୟ…

Breaking…ପୁଣି ଥରହର ହେଲା ଟୋକିଓ ବିମାନବନ୍ଦର; ଦୁଇ ବିମାନ ହେଲେ ମୁହାଁମୁହିଁ ଧକ୍କା

ନୂଆଦିଲ୍ଲୀ: ଟୋକିଓ ବିମାନବନ୍ଦରରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହେବାର ଠିକ୍ ଦୁଇ ସପ୍ତାହ ପରେ ମଙ୍ଗଳବାର ଜାପାନରେ ମଧ୍ୟ ସମାନ ଘଟଣା ଘଟିଛି। ସରକାରୀ ଏନ୍ଏଚ୍କେ (ଜାପାନ ବ୍ରଡକାଷ୍ଟିଂ କର୍ପୋରେସନ୍) ଅନୁଯାୟୀ,…