Browsing Category
ବିଦେଶ
ଫାଶୀଦଣ୍ଡାଦେଶ ପାଇଥିବା ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ: କତାର କୋର୍ଟ ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି । ତେବେ କତାରର ଏହି ଦଣ୍ଡାଦେଶ ବିରୋଧରେ ଭାରତ ସରକାର ପୂର୍ବରୁ ଅପିଲ କରିଥିବା ବେଳେ ଏବେ ଆଜି ଏକ ନୂଆ ତଥ୍ୟ ସାମ୍ନାକୁ…
(Video) ଆକାଶରେ ଏକାଠି ଉଡ଼ିଲେ ହଜାର ହଜାର ପକ୍ଷୀ, ସୁନ୍ଦର ଦୃଶ୍ୟ ଦେଖି ଲୋକେ ହେଲେ ଭାବବିହ୍ୱଳ
ନୂଆଦିଲ୍ଲୀ: ଅନେକ ଥର ପକ୍ଷୀମାନେ ଆକାଶରେ ଏପରି ଏକ ସୁନ୍ଦର ଦୃଶ୍ୟ ସୃଷ୍ଟି କରନ୍ତି, ଯାହାକୁ ଦେଖି ପ୍ରକୃତିର ସୌନ୍ଦର୍ଯ୍ୟକୁ ପ୍ରଶଂସା ନ କରି ରହି ହୁଏନି। ସସାରୀ, ସାର୍ଡିନିୟାର ୪୧ ବର୍ଷୀୟ ଡାକ୍ତର ରୋବର୍ଟ ବିଦାଉ…
‘Rizz’ ୱାର୍ଡ଼ ଅଫ୍ ଦି ଇୟର ୨୦୨୩, ଅକ୍ସଫର୍ଡ଼ ୟୁନିଭର୍ସିଟି ତରଫରୁ ଘୋଷଣା
ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ନୂଆ ନୂଆ ଶବ୍ଦର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ଲମ୍ବା ଶବ୍ଦ ପରିବର୍ତ୍ତେ ଛୋଟ ଶବ୍ଦ ବା ଇମୋଜି ବ୍ୟବହାର କରାଯାଉଛି । ଏଥିଧ୍ୟରେ ‘Rizz’ ଶବ୍ଦର ଲୋକପ୍ରିୟତା ବୃଦ୍ଧି ପାଇବାରେ…
ଆତଙ୍କବାଦୀଙ୍କୁ ମସଜିଦ ମନା: ଜାଣନ୍ତୁ ପାକିସ୍ତାନର ଏପରି ନିଷ୍ପତ୍ତି ନେବା ପଛର କାରଣ
ଇସଲାମାବାଦ: ପାକିସ୍ତାନରେ ଆତଙ୍କବାଦୀମାନେ ଆଉ ମସଜିଦରେ ନମାଜ ପଢ଼ି ପାରିବେ ନାହିଁ। ଆତଙ୍କବାଦୀଙ୍କୁ ଘରେ ହିଁ ସଲାତୁଲ-ଫଜ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ…
ସିଇଓ ଅଫ୍ ଦି ଇୟର ହେଲେ ସାମ୍ ଅଲ୍ଟମ୍ୟାନ୍, ପ୍ରଶଂସାରେ ପୋତି ପକାଇଲେ ବିଲ୍ ଗେଟସ୍
ନୂଆଦିଲ୍ଲୀ: ଟାଇମ୍ ମାଗାଜିନ୍ ପକ୍ଷରୁ OpenAIର ପ୍ରତିଷ୍ଠାତା ସାମ୍ ଅଲ୍ଟମ୍ୟାନଙ୍କୁ ସିଇଓ ଅଫ୍ ଦି ଇୟର ଭାବରେ ଚୟନ କରାଯାଇଛି । ଦେଖିବାକୁ ଗଲେ ଚଳିତ ବର୍ଷ ଚାଟ୍ ଜିପିଟି ଓ ସାମ୍ ଅଲ୍ଟମ୍ୟାନଙ୍କ ବର୍ଷ ହିଁ ରହିଛି…
(Video) ମହିଳାଙ୍କୁ ଅଧିକ ଛୁଆ ଜନ୍ମ କରିବାକୁ କହି କାନ୍ଦି ପକାଇଲେ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍
ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ୍-ଉନ୍ ତାଙ୍କରେ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ବହୁ ଚିନ୍ତିତ ଅଛନ୍ତି। ଦେଶର ଜନ୍ମ ହାରରେ ହ୍ରାସ ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି।…
BIG NEWS: ଦିଲ୍ଲୀ ସଂସଦ ଉପରେ ଆକ୍ରମଣ କରିବାକୁ ଖଲିସ୍ଥାନୀ ଆତଙ୍କବାଦୀର ଧମକ
ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣ କରିବାକୁ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁର ଧମକ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୨୦୦୧ ରେ ସଂସଦ ଉପରେ ହୋଇଥିବା ଆକ୍ରମଣର ବାର୍ଷିକୀ ପୂର୍ବରୁ ଅର୍ଥାତ ଡିସେମ୍ବର…
ମୃତକଙ୍କ ହାଲଚାଲ ବୁଝିପାରୁଛନ୍ତି ଏଠିକାର ଲୋକେ, ୧୦ ବର୍ଷର ବାଳିକାର ପ୍ରସ୍ତାବ କରିପାରିଛି ଏହା ସମ୍ଭବ
ନୂଆଦିଲ୍ଲୀ: ଖବରଟି ଆପଣଙ୍କୁ ଝଟକା ଦେବ ନିିଶ୍ଚୟ । କିନ୍ତୁ ଏହା ସଂପୂର୍ଣ୍ଣ ସତ ଖବର ଯାହାର କେବେ କେହି କଳ୍ପନା ବି କରିପାରିବେ ନାହିଁ । ବ୍ରିଟେନରେ ରହୁଥିବା ଏକ ୧୦ ବର୍ଷର ବାଳିକା ଲାଗି ଏହା ସମ୍ଭବ ହୋଇଛି ।…
(Video) ମହିଳାମାନଙ୍କ ସାମ୍ନାରେ ଭେଁ ଭେଁ ହୋଇ କାନ୍ଦିଲେ କିମ ଜୋଙ୍ଗ ଉନ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କୁ ଅତି କଠୋର ପ୍ରକାରର ଶାସକ ଭାବେ ବିବେଚନା କରାଯାଏ । କିନ୍ତୁ ତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ବିଶ୍ୱାସ କରିବା କଷ୍ଟସାଧ୍ୟ । ଭିଡିଓରେ ଏହି…
ଲସ୍କର ଆତଙ୍କବାଦୀକୁ କରାଚୀରେ ହତ୍ୟା: ଭାରତରେ ଏକାଧିକ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ
ନୂଆଦିଲ୍ଲୀ: ପୁଣି ଏକ ଭାରତର ଶତ୍ରୁ ନିପାତ ହୋଇଛି । ପାକିସ୍ତାନର କରାଚୀରେ ପୁଣି ଏକ ଲସ୍କର-ଏ-ତୋଏବାର ଆତଙ୍କବାଦୀକୁ ହତ୍ୟା କରାଯାଇଛି । ନିହତ ହୋଇଥିବା ଲସ୍କର ଆତଙ୍କବାଦୀ ଭାରତରେ ଏକାଧିକ ଆକ୍ରମଣ ପଛର…