fbpx
BJD
BJD SKY
BJD SKY
Browsing Category

ବିଦେଶ

POK ର ଜନତାଙ୍କ ହାତରେ ତ୍ରିରଙ୍ଗା, ଭାରତ ସହ ମିଶିବା ପାଇଁ ଦାବୀ ଜୋରଦାର

ନୂଆଦିଲ୍ଲୀ: ପାକିସ୍ତାନ କବ୍‌ଜାରେ ଥିବା ଜାମ୍ମୁ କାଶ୍ମୀର(POK)ରେ ଲୋକମାନେ ନିଜ ନିଜର ଅଧିକାରକୁ ନେଇ ଆନ୍ଦୋଳନ ଜାରି ରଖିଛନ୍ତି । POKର ନାଗରିକ ପାକିସ୍ତାନ ପୋଲିସ ଓ ପାକିସ୍ତାନ ପ୍ରଶାସନର କ୍ରୁରତା ବିରୁଦ୍ଧରେ…

‘ଆମେରିକା ଇତିହାସରେ ଏତେ ବଡ ମୁର୍ଖ ମୁଁ ଦେଖି ନ ଥିଲି’, ପୂର୍ବତନ ରାଷ୍ଟ୍ରପତି ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ କଲେ ଏପରି ଆକ୍ଷେପ

ୱାଶିଂଟନ୍‌:ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପରସ୍ପରକୁ ଆକ୍ରମଣ ଓ ପ୍ରତିଆକ୍ରମଣ ଥମିବାର ନାଁ ଧରୁନାହିଁ । ପର୍ଣ୍ଣ ଷ୍ଟାର ସହ ଅବୈଧ ସଂପର୍କକୁ ନେଇ କୋର୍ଟରେ…

ସୂର୍ଯ୍ୟରେ ଘଟିଲା ୨ଟି ବିସ୍ଫୋରଣ: ନାଲି ହୋଇଗଲା ଆକାଶ, NASA ଜାରି କଲା ଏହି ଆଶ୍ଚର୍ଯ୍ୟଜନକ ଫଟୋ

ନୂଆଦିଲ୍ଲୀ: ମହାକାଶ ଏପରି ଏକ ରହସ୍ୟମୟୀ ଦୁନିଆ ଯାହା ବିଷୟରେ ଯେତେ ଜାଣିଲେ ସୁଦ୍ଧା କମ ଲାଗିଥାଏ । ତେବେ ଏହାରି ମଧ୍ୟରେ ନାସା ଶୁକ୍ରବାର ଦିନ ଆଉ ଏକ ଫଟୋ ଜାରି କରିଛି, ଯାହା ବିଷୟରେ ଅପଣ ଜାଣି ଆଶ୍ଚର୍ଯ୍ୟ…

ଜରୁରୀକାଳୀନ ଆବଶ୍ୟକତା ପାଇଁ ଖୋଲା ରହିବ ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ, ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ: ନ୍ୟୁୟର୍କର ଭାରତୀୟ କନସୁଲେଟ୍ ଜରୁରୀକାଳୀନ ଆବଶ୍ୟକତା ପାଇଁ ଛୁଟିଦିନରେ ମଧ୍ୟ ଖୋଲା ରହିବାକୁ ଘୋଷଣା କରିଛି । ୧୦ ମଇରୁ ଛୁଟିଦିନରେ ଏହା ଅପରାହ୍ନ ୨ ଟାରୁ ୪ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏକ ହେଲ୍ପଲାଇନ…

ଆଫଗାନିସ୍ତାନରେ ଅଚାନକ୍ ଆସିଥିବା ଭୟଙ୍କର ବନ୍ୟାରେ ସବୁକିଛି ଧ୍ୱଂସ: ଗୋଟିଏ ରାତିରେ ଅତି କମରେ ୨୦୦ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅଚାନକ୍ ଆସିଥିବା ଭୟଙ୍କର ବନ୍ୟାରେ ହଜାର ହଜାର ଜୀବନ ଯାଇଛି । କେବଳ ଗୋଟିଏ ଅଞ୍ଚଳରେ ଏହି ବନ୍ୟାରେ ଅତି କମରେ ୨୦୦ ଜଣଙ୍କର ମୃତ୍ୟୁ ଘଟିଛି । ବନ୍ୟା ଜଳ ହଜାର ହଜାର ଘର ନଷ୍ଟ କରିଦେଇଛି…

କିଏ ହେବ ଇରାନର ସୁପ୍ରିମ ଲିଡର, ପରବର୍ତ୍ତୀ ଉତ୍ତରାଧିକାରୀକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା

ଓଡିଶା ଭାସ୍କର: ଇରାନର ସବୁଠାରୁ ବଡ ଓ ଶକ୍ତିଶାଳୀ ହେଉଛି ‘ସୁପ୍ରିମ ଲିଡର’ ପଦବୀ । ବର୍ତ୍ତମାନ ଇରାନ ସୁପ୍ରିମ ଲିଡର ଅୟତୁଲ୍ଲା ଅଲ୍ଲି ଖାମିନେଇଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିିବା ପରେ ପରବର୍ତ୍ତୀ ଉତ୍ତରାଧିକାରୀ କିଏ…

କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ଖୁସି ପ୍ରକାଶ କଲା ପାକିସ୍ତାନ; ଜାଣନ୍ତୁ କ’ଣ କହିଲେ ଏହି ନେତା

ନୂଆଦିଲ୍ଲୀ: ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ନେଇ ଆଜି କେବଳ ଭାରତରେ ନୁହେଁ ବିଦେଶରେ ବି ଚର୍ଚ୍ଚା ହେଉଛି । ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶୁକ୍ରବାର…

ପ୍ରଥମ ଥର ପାଇଁ ଟି-୨୦ ଅନ୍ତର୍ଜାତୀୟରେ ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆୟର୍ଲାଣ୍ଡ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ପ୍ରଥମ ଥର ପାଇଁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଇତିହାସ ରଚିଛି। ଡବ୍ଲିନରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ପାକିସ୍ତାନକୁ…

(Video): ମୁଁ ଆତ୍ମହତ୍ୟା କରୁନାହିଁ, ମୋତେ କୌଣସି କ୍ଷତି ହେଲେ …, କାହିଁକି Pfizer ହ୍ୱିସିଲବ୍ଲୋଅର ଏପରି କହିଲେ ?

ଲଣ୍ଡନ: ଗତ ସପ୍ତାହ ବୋଇଂର ୨ୟ ହ୍ୱିସିଲବ୍ଲୋଅର(Boeing whistleblower)ଙ୍କ ଦେହାନ୍ତ ପରେ Pfizer whistleblower ମେଲିସା ମେକଏଟି(Melissa McAtee) ଏକ ଭିଡିଓ ଜାରି କରି କହିଛନ୍ତି, ‘ତାଙ୍କୁ କୌଣସି ପ୍ରକାର…

ଆଜି ଆସିପାରେ ବିପଜ୍ଜନକ Solar Storm; ନେଟୱାର୍କ, ଜିପିଏସ୍ ସାଟେଲାଇଟ୍ ଏବଂ ପାୱାର୍ ଗ୍ରୀଡ୍ ହୋଇପାରେ ଠପ୍

ନୂଆଦିଲ୍ଲୀ: ଶୁକ୍ରବାର ଦିନ ମହାକାଶରେ ବହୁତ ଶକ୍ତିଶାଳୀ ସୌର ଝଡ଼ ଆସିବାର ସମ୍ଭାବନା ରହିଛି । ଖବର ଅନୁଯାୟୀ, ଯଦି ଏହି ଝଡ ଆସେ, ତେବେ ଏହା ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଘଟିବ । ଆମେରିକାର ନ୍ୟାସନାଲ ଓସେନିକ୍…