fbpx
Browsing Category

ବିଦେଶ

ଆମେରିକା କିଣିବ Doomsday ବିମାନ: ପରମାଣୁ ଆକ୍ରମଣ ହେଲେ ବି ବିମାନ ଉପରେ ପଡ଼ିବନି ପ୍ରଭାବ

ନୂଆଦିଲ୍ଲୀ: ଆମେରିକାର ବାୟୁସେନା ବିମାନ ତିଆରି କରୁଥିବା କମ୍ପାନୀ ସିଏରା ନେୱାଡା ନିଗମକୁ ଇ -୪ ବିି ବିମାନ ବଦଳରେ ନୂଆ ବିମାନ ନିର୍ମାଣ ପାଇଁ କଣ୍ଟ୍ରାକ୍ଟ ଦେଇଛି । ଏହି କଣ୍ଟ୍ରାକ୍ଟର ମୂଲ୍ୟ ୧୩ ବିଲିୟନ ଡଲାର ।…

ମଙ୍ଗଳ ଗ୍ରହରେ ରହିଛନ୍ତି ଲକ୍ଷ ଲକ୍ଷ ବୁଢିଆଣୀ! ESAର ଫଟୋରେ ସାରା ବିଶ୍ୱ ଆଶ୍ଚର୍ଯ୍ୟ ଚକିତ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ବୁଢିଆଣୀ ନଜର ଆସିଛନ୍ତି । ତାହା ପୁଣି ଲକ୍ଷ ଲକ୍ଷ ସଂଖ୍ୟାରେ । ଏହି ଫଟୋ ଦେଖିବା ପରେ ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ଚକିତ ହୋଇଉଠିଛନ୍ତି । ଏହି ଫଟୋ ଉତ୍ତୋଳନ କରିଛି ୟୁରୋପିଆନ୍…

ଭାରତ ଗସ୍ତ ସ୍ଥଗିତ କରି ଚୀନ୍ କାହିଁକି ଗଲେ ଏଲନ୍ ମସ୍କ? ଜାଣନ୍ତୁ କ’ଣ ରହିଛି କାରଣ

ବେଜିଂ: ଭାରତ ଯାତ୍ରା ରଦ୍ଦ କରି ଅରବପତି ବିଜନେସ୍‌ମ୍ୟାନ୍ ତଥା ଟେସଲାର ମାଲିକ ଏଲନ୍ ମସ୍କ ଚୀନ୍‌ରେ ପହଞ୍ଚିଛନ୍ତି । ତେବେ ମସ୍କଙ୍କ ଏହି ଚୀନ୍ ଗସ୍ତ ସମସ୍ତଙ୍କୁ ଚକିତ କରିଛି । କାରଣ ସେ ଅଚାନକ ବେଜିଂ ପହଞ୍ଚିଛନ୍ତି…

ବ୍ରହ୍ମାଣ୍ଡରେ ଅଲୌକିକ ଜୀବନ ରହିଛି କି? ଜେମ୍ସ ୱେବ ଟେଲିସ୍କୋପର ଆବିଷ୍କାର ଏଲିଅନ ଅନୁସନ୍ଧାନକୁ ପ୍ରୋତ୍ସାହିତ କରୁଛି

ନୂଆଦିଲ୍ଲୀ: ମହାକାଶକୁ ବର୍ତ୍ତମାନ ସୁଦ୍ଧା ପଠାଯାଇଥିବା ସବୁଠାରୁ ବଡ଼ ଟେଲିସ୍କୋପ, ଜେମ୍ସ ୱେବ ସ୍ପେସ ଟେଲିସ୍କୋପ (ଜେଡବ୍ଲ୍ୟୁଏସଟି) ଗତ ୨୦୨୧ ମସିହାରେ ନାସା ଦ୍ୱାରା ଲଞ୍ଚ କରାଯାଇଥିଲା । ସେବଠାରୁ ଆମେ ମନୁଷ୍ୟର…

ଇଶାକ ଡାର ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ନିଯୁକ୍ତ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ଦେଶର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଡେପୁଟି ପ୍ରାଇମ୍ ମିନିଷ୍ଟର ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଶେହଜାଦ ଶରିଫଙ୍କ କ୍ୟାବିନେଟ ତରଫରୁ…

ତୀରନ୍ଦାଜି ବିଶ୍ୱକପ୍: ଦୀପିକା କୁମାରୀ ଜିତିଲେ ରୌପ୍ୟ ପଦକ, ଭାରତ ଜିତିଲା ରେକର୍ଡ ୫ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ( ଓଡ଼ିଶା ଭାସ୍କର ) ସାଂଘାଇରେ ଖେଳାଯାଉଥିବା ତୀରନ୍ଦାଜି ବିଶ୍ୱକପରେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଦୀପିକା କୁମାରୀ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆର ତୀରନ୍ଦାଜ…

ଗୁଜରାଟ ଉପକୂଳରୁ ୬୦୦ କୋଟି ଟଙ୍କାର ଡ୍ରଗ୍ସ ସହ ଧରାପଡ଼ିଲେ ୧୪ ପାକିସ୍ତାନୀ ନାଗରିକ

ଓଡ଼ିଶା ଭାସ୍କର: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଗୁଜରାଟ ଏଟିଏସର ମିଳିତ ଅପରେସନରେ ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଉପକୂଳରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରୁ ପ୍ରାୟ ୯୦ କେଜି…

ସମଲିଙ୍ଗୀ ସମ୍ପର୍କକୁ ନେଇ କଠୋର ହେଲା ଇରାକ ସଂସଦ, ୧୫ ବର୍ଷ ପର୍ଯ୍ୟନ୍ତ ହୋଇପାରେ ଜେଲ ଦଣ୍ଡ

ବାଗଦାଦ: ଶନିବାର ଇରାକ ସଂସଦରେ ସମଲିଙ୍ଗୀ ସମ୍ପର୍କକୁ ନେଇ  ଏକ ଆଇନ ପ୍ରଣୟନ କରିଛି । ଇରାକରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚିତ କରାଯାଇ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଘୋଷଣା କରାଯାଇଛି । ଧାର୍ମିକ…

୨୦ ଜଣ ସୈନିକଙ୍କ ମୃତ୍ୟୁ, ଶତାଧିକ ଆହତ: କାମ୍ବୋଡ଼ିଆ ମିଲିଟାରୀ ବେସରେ ବଡ଼ଧରଣର ବିସ୍ଫୋରଣ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । କାମ୍ବୋଡ଼ିଆରେ ଘଟିଯାଇଛି ଏକ ବଡ଼ଧରଣର ଅଘଟଣ । ମିଲିଟାରୀ ବେସରେ ବିସ୍ଫୋରଣ ଘଟି ୨୦ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଶତାଧିକ ସୈନିକ ଆହତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି…

’ମୋ ସହିତ ରୁହ, ଆଉ ପିଲା ଜନ୍ମ କର’, ମୁଦି ପିନ୍ଧାଇ ଯୁବତୀଙ୍କୁ ଏପରି ପ୍ରପୋଜ୍ କରିଥିଲେ ହମାସ୍ ଆତଙ୍କବାଦୀ

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ ଯୁଦ୍ଧ ମଧ୍ୟରେ ଜଣେ ଇସ୍ରାଏଲ୍ ମହିଳା ତାଙ୍କ ସହ ଘଟିଥିବା ଏପରି କିଛି ଘଟଣା ସେୟାର କରିଛନ୍ତ ଯାହା ଶୁଣିଲେ ଆପଣଙ୍କ ଛାତି ଥରିି ଉଠିବ । ଟାଇମ୍ସ ଅଫ୍ ଇସ୍ରାଏଲ୍ ଅନୁଯାୟୀ ୧୮ ବର୍ଷୀୟା…