Browsing Category

ବିଦେଶ

ବିଶ୍ଵାସ ନହେଲେ ବି ସତ; ସାଢ଼େ ତିନି ବର୍ଷ ପରେ ଫେରିଲା ହଜିଥିବା କଇଁଛ

ଓଡ଼ିଶା ଭାସ୍କର: ସାଢ଼େ ତିନି ବର୍ଷ ତଳେ ନିଖୋଜ ହୋଇଥିବା ଏକ କଇଁଛକୁ ଫେରିପାଇଲେ ମାଲିକ। କଥାଟା ବିଶ୍ଵାସ ନହେଲେ ସତ । ଏମିତି ଏକ ହୃଦୟସ୍ପର୍ଶୀ କାହାଣୀକୁ ଫେସ୍ ବୁକ୍ ରେ ସେୟାର କରିଛନ୍ତି ଏକ ପଶୁ ଆଶ୍ରୟସ୍ଥଳୀର…

ଏସିଆନ ପାରା ଗେମ୍ସ; ମହିଳା ଲଙ୍ଗ ଜମ୍ପ ଟି-୪୭ରେ ସ୍ୱର୍ଣ୍ଣ ପଦକ ଜିତିଲେ ନିମିଷା ସୁରେଶ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଏସୀୟ ପାରା ଗେମ୍ସ ୨୦୨୩ରେ ଚଳିତ ବର୍ଷ ଭାରତ ପାଇଁ ପଦକ ବର୍ଷା କରୁଛନ୍ତି ଭାରତୀୟ ଖେଳାଳି । ମହିଳା ଲଙ୍ଗଜମ୍ପ ଟି-୪୭ ଫାଇନାଲରେ ସ୍ୱର୍ଣ୍ଣ ପଦକ ସହ ଭାରତ ୧୫ତମ ସ୍ୱର୍ଣ୍ଣ ପଦକ ହାସଲ…

ଇସ୍ରାଏଲରେ ୧୩ ମହିଳା ଯୋଦ୍ଧାଙ୍କୁ ନେଇ ହେଉଛି ଚର୍ଚ୍ଚା, ୧୦୦ରୁ ଅଧିକ ହମାସ ଆତଙ୍କବାଦୀଙ୍କୁ ହତ୍ୟା କରି ସହରକୁ କଲେ ମୁକ୍ତ

ନୂଆଦିଲ୍ଲୀ: ଇସ୍ରାଏଲରେ ୪ ଲକ୍ଷରୁ ଅଧିକ ଯୁବକ ଯୁବତୀ ହମାସ ବିରୁଦ୍ଧରେ ଅସ୍ତ୍ର ଉଠାଇଛନ୍ତି । ଏହାରି ମଧ୍ୟରେ ୧୩ ଜଣ ମହିଳାଙ୍କ ଏକ ସେନା ଗ୍ରୁପକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏହି ମହିଳା ଯୋଦ୍ଧାମାନେ ୧୦୦ରୁ ଅଧିକ…

ନିଜକୁ ଏଲିଅନ୍ ବୋଲି ଦାବୀ କରୁଛନ୍ତିି ଯୁବତୀ, କହିଛନ୍ତି ମୋତେ ମଣିଷ ପରି ଜୀଇଁବା ପସନ୍ଦ ନୁହେଁ

ଆମ ଏହି ଦୁନିଆରେ ବହୁ ଅଜବ ଚରିତ୍ର ଦେଖିବାକୁ ମିଳନ୍ତି । କେହି ନିଜର ଅଜବ ବେଶ ପୋଷାକ ଲାଗି ଚର୍ଚ୍ଚାରେ ରହିଥାଏ ତ ଆଉ କେହି ଶରୀରରେ ବିଭିନ୍ନ ପ୍ରକାର ଟାଟୁ ଆଙ୍କି । ଏହି ପ୍ରକାର ବ୍ରିଟେନ ବ୍ରାଡଫୋର୍ଡର ଜଣେ ମହିଳା…

ମଟନ ବଦଳରେ ବିକ୍ରୀ ହେଉଥିଲା ବିଲେଇ ମାଂସ, ଖବର ପାଇ ପୋଲିସ ଉଦ୍ଧାର କଲା ୧୦୦୦ ବିଲେଇ

ନୂଆଦିଲ୍ଲୀ: ମାଂସ ବିକ୍ରୀ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ବହୁ ଘୋଟାଲାର ଖବର ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଚୀନ୍‌ରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ସହଜରେ ବିଶ୍ୱାସ ହେବ ନାହିଁ । ଏଠାରେ ୧୦୦୦ରୁ…

ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଜାଣନ୍ତୁ ଏହାକୁ ନେଇ କଣ କହିଲା ଭାରତ….

ଓଡିଶା ଭାସ୍କର; ଯେତେ ସମାଲୋଚନାର ଶିକାର ହେଉଥିଲେ ବି ପଡୋଶୀ ପାକିସ୍ତାନ ମନରୁ କଶ୍ମୀରର ଲୋଭ ଆଦୌ ଯାଉ ନାହିଁ । ସବୁବେଳେ କଶ୍ମୀରକୁ ନିଜର କରିବାକୁ ପାକିସ୍ତାନ ଦିବା ସ୍ୱପ୍ନ ଦେଖୁଛି । ଯାହାକୁ ନେଇ ବାରମ୍ବାର…

IDF ଜାରି କଲା ଫୋନ୍ ରେକର୍ଡିଂ, ହତ୍ୟା ପରେ ଇହୁଦୀ ମହିଳାଙ୍କ ଫୋନ୍‌ରୁ ନିଜ ପିତାମାତାଙ୍କୁ ଗର୍ବର ସହ କଲ୍ କଲା ହମାସ ଆତଙ୍କବାଦୀ

ନୂଆଦିଲ୍ଲୀ:ଏବେ ଟ୍ୱିଟର(X)ରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ପକ୍ଷରୁ ଏକ ଫୋନ୍ ରେକର୍ଡିଂ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ହମାସ୍ ଆତଙ୍କବାଦୀ ଓ ତାର ପିତାମାତାଙ୍କ ସହ ବାର୍ତ୍ତାଳାପ ଶୁଣିବାକୁ ମିଳୁଛି ।…

ଧର୍ମଘଟରେ ସାମିଲ ହେଲେ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ, ମହିଳାଙ୍କୁ କମ୍ ଦରମା ଓ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ମହିଳାଙ୍କ ନେତୃତ୍ୱ

ନୂଆଦିଲ୍ଲୀ: ଆଇସଲ୍ୟାଣ୍ଡରେ ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍ ଦରମା ଓ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ଏବେ ଆନ୍ଦୋଳନ ଜାରି ରହିଛି । ସବୁଠାରୁ ବଡ କଥା ହେଉଛି ଆଇସ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କାଟ୍ରିନ୍…

ଏସିଆନ୍ ପାରା ଗେମ୍ସ: ପୁରୁଷ ଡିସ୍କସ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଆଣିଲେ ନୀରଜ ଯାଦବ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଏସିଆନ୍ ପାରା ଗେମ୍ସ୨୦୨୩ରେ ପୁରୁଷ ଡିସ୍କସ୍ ଥ୍ରୋ-ଏଫ୍୫୪/୫୫/୫୬ ଇଭେଣ୍ଟରେ ନୀରଜ ଯାଦବଙ୍କୁ ସ୍ୱର୍ଣ୍ଣ ପଦକ । ଯୋଗେଶ କାଥୁନିଆ ରୌପ୍ୟ ଓ ମୁଥୁରାଜା କାଂସ୍ୟ ପଦକ ଜିତିଛନ୍ତି । ଏସୀୟ…

ଭାରତ ସମେତ ଅନ୍ୟ ୬ଟି ଦେଶର ଲୋକଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବ ଶ୍ରୀଲଙ୍କା

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର)ଭାରତ ଏବଂ ଅନ୍ୟ ୬ଟି ଦେଶର ଲୋକଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବ ଶ୍ରୀଲଙ୍କା । ଶ୍ରୀଲଙ୍କା କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ଏହି ନୀତିକୁ ଅନୁମୋଦନ କରିଥିବା କହିଛନ୍ତି…