Browsing Category

ବିଦେଶ

୧୯୫୦ରେ ଭାରତକୁ ମିଳିଥିଲା ସ୍ଥାୟୀ ସଦସ୍ୟତା ଅଫର: ମାତ୍ର ନେହରୁ ତାହାକୁ ଗ୍ରହଣ କରିନଥିଲେ, କ’ଣ ରହିଥିଲା କାରଣ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଏବେ ସ୍ଥାୟୀ ସଦସ୍ୟ ଭାବେ ଆମେରିକା, ଋଷିଆ, ଚୀନ, ଫ୍ରାନ୍ସ ଓ ଇଂଲଣ୍ଡ ପରି ୫ଟି ରାଷ୍ଟ୍ର ରହିଛନ୍ତି । ଏଥିସହିତ ୧୦ ନିର୍ବାଚିତ ଅସ୍ଥାୟୀ ସଦସ୍ୟ ରହିଥିବା ବେଳେ…

(Video) ଲଞ୍ଚ ହେଲା ଭାରତ-ମଧ୍ୟ ପୂର୍ବ-ୟୁରୋପ କନେକ୍ଟିଭିଟି କରିଡର: ପ୍ରଧାନମନ୍ତ୍ରୀ ଦେଲେ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଭାରତକୁ ଏକ ବଡ଼ ଉପହାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କନେକ୍ଟିଭିଟିକୁ ଗୁରୁତ୍ୱାରୋପ କରୁଥିବା ବେଳେ ଭାରତ-ୟୁରୋପ ମଧ୍ୟରେ ଆରମ୍ଭ କରିଛନ୍ତି ରେଳସେବା । 'ୱାନ୍…

ବିଶ୍ୱରେ ପ୍ରଥମ ଘଟଣା: ବୈଜ୍ଞାନିକମାନେ ଘୁଷୁରୀ ଭ୍ରୁଣ ମଧ୍ୟରେ ବିକଶିତ କଲେ ମଣିଷ କିଡନୀ

ନୂଆଦିଲ୍ଲୀ: ମଣିଷ ଶରୀର ପାଇଁ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବା ବେଳେ ଏହା ମଇଳା ପଦାର୍ଥକୁ ବାହାର କରିବା ସହ ରକ୍ତକୁ ପରିଷ୍କାର କରିଥାଏ । ତେବେ ଯଦି କାହାର କିଡନୀ ଖରାପ ହୋଇଯାଏ, ସେ କ୍ଷେତ୍ରରେ କିଡନୀ…

G-20 Summitରେ 3-F ଫର୍ମୁଲାକୁ ମୋଦୀଙ୍କ ଗୁରୁତ୍ୱ: ଜାଣନ୍ତୁ ‘3F’ରେ କେଉଁ ଜିନିଷକୁ ସ୍ଥାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶର ବିକାଶକୁ ନେଇ ଆଲୋଚନା ଜାରି ରହିଛି । ବର୍ତ୍ତମାନ ଦ୍ୱିତୀୟ ସେଶନରେ 'ୱାନ ଫ୍ୟାମିଲି'କୁ ନେଇ ଆଲୋଚନା ହେଉଥିବା ବେଳେ ବିଭିନ୍ନ କ୍ଷେତ୍ର ଏବଂ ବିଭିନ୍ନ…

G-20 ସମ୍ମିଳନୀରେ ଭାରତର ବଡ଼ ସଫଳତା: ‘ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ର’କୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆଜିଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀରେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ‘ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ର’କୁ ମଞ୍ଜୁରୀ ମିଳିଛି । ସମସ୍ତଙ୍କର କଠିନ ପରିଶ୍ରମ ଓ…

ଏସିଆ କପ ପରେ ଦ୍ୱିତୀୟ ଥର ବିବାହ କରିବେ ଶାହୀନ ଆଫ୍ରିଦି! ପଢନ୍ତୁ ପୂରା ଖବର

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ପରେ ପାକିସ୍ତାନର ବୋଲର ଶାହୀନ୍ ଆଫ୍ରିଦି ପୁଣି ଥରେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି। ଶାହୀନ୍ ପାକିସ୍ତାନର ପୂର୍ବତନ କ୍ରିକେଟ୍ ଦଳର ଅଧିନାୟକ ସହିଦ ଆଫ୍ରିଦିଙ୍କ ଝିଅ ଅନଶାଙ୍କୁ…

ଗୋଟେ ପଟେ ଜି୨୦ ଜରିଆରେ ବିଶ୍ୱ ଦେଖୁଛି ଭାରତର ଶକ୍ତି, ଅନ୍ୟପଟେ ପାକିସ୍ତାନରେ ବଢୁଛି ଭାରତ ସହ ସାମିଲ ହେବାକୁ ଦାବୀ

ନୂଆଦିଲ୍ଲୀ:ପାକିସ୍ତାନ ସହ ଆଉ ରହିବାକୁ ଚାହୁଁ ନାହାନ୍ତି ଗିଲଗିଟ୍ ବାଲଟିସ୍ତାନର ଜନତା । ସେମାନଙ୍କ ଅଭିଯୋଗ ପାକିସ୍ତାନ ସେମାନଙ୍କ ଜୀବନକୁ ନର୍କରେ ପରିଣତ କରିଦେଇଛି । ସେମାନଙ୍କ ପାଖରେ ରୋଜଗାରର କୌଣସି ମାଧ୍ୟମ…

Apple କମ୍ପାନୀର କ୍ଷତି ଘଟାଇଲା ଚୀନ୍, ଦେଖୁ ଦେଖୁ ଉଡ଼ିଗଲା ୨୦ ହଜାର କୋଟି ଡଲାର

ନୂଆଦିଲ୍ଲୀ: ଆଇଫୋନ୍ ନିର୍ମାତା ଆପଲ୍, ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଚୀନ୍ ଦ୍ୱାରା ଆପଲ୍ କୁ ଏହି ଝଟକା ଦିଆଯାଇଛି, ଯାହାର ନିଷ୍ପତ୍ତି ହେତୁ ଆପଲ୍ ମୂଲ୍ୟରେ ବହୁତ ହ୍ରାସ ଘଟିଛି। ସମ୍ପ୍ରତି ଏହା ଘଟିଛି ଯେ,…

ଜି-୨୦ ସମ୍ମିଳନୀରେ ଭାରତର ତ୍ରୁଟି ଦେଖାଇଲେ ପାଶ୍ଚାତ୍ୟ ଗଣମାଧ୍ୟମ, ଆମେରିକାକୁ ଆଇନା ଦେଖାଇଲା ଋଷ

ନୂଆଦିଲ୍ଲୀ: ଶନିବାର ସମଗ୍ର ବିଶ୍ୱର ନଜର ଭାରତ ଉପରେ ରହିଛି, କାରଣ ପ୍ରଥମ ଥର ପାଇଁ ଭାରତ ଦୁନିଆର ସବୁଠୁ ବଡ଼ ଅର୍ଥିକ ସଂଗଠନ ଜି-୨୦ ଦେଶ ମାନଙ୍କର ବୈଠକ ଆୟୋଜିତ କରୁଛି । ସେପ୍ଟେମ୍ବର ୯-୧୦ରେ ଆୟୋଜିତ ହେଉଥିବା ଏହି…

୬୩୨ରେ ପହଞ୍ଚିଲାଣି ମୃତ୍ୟୁସଂଖ୍ୟା, ଜାତିସଂଘ କହିଲା ବିଗତ ଏକ ଶତାବ୍ଦୀ ମଧ୍ୟରେ ଏହା ଥିଲା ଆଫ୍ରିକାରେ ସବୁଠାରୁ ବଡ ଭୂକମ୍ପ

ନୂଆଦିଲ୍ଲୀ: ମରକ୍କୋରେ ଶୁକ୍ରବାର ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୬୩୨ରେ ପହଞ୍ଚିଲାଣି । ଏହା ସହିତ ୩୨୯ ଜଣ ଆହତ ହୋଇଥିବା ବେଳେ ୫୦ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଏଠାରେ ସୂଚାଇ…