Browsing Category

ବିଦେଶ

ଆମେରିକାରେ ଆହୁରି ମହଙ୍ଗା ଋଣରୁ ନିସ୍ତାର ନାହିଁ, ଦରଦାମ୍ କମାଇବାକୁ ପୁଣି ବଢିପାରେ ସୁଧହାର: ଫେଡେରାଲ ରିଜର୍ଭ ଅଧ୍ୟକ୍ଷ 

ନୂଆଦିଲ୍ଲୀ: ଆମେରିକାରେ ସୁଧହାର ବୃଦ୍ଧି ଆଗାମୀ ଦିନରେ ବୃଦ୍ଧି ଜାରି ରହିବ । ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରୋମ ପାୱେଲ କହିଛନ୍ତି ଯେ, ଦେଶରେ ଦରଦାମ୍‌କୁ ନିୟନ୍ତ୍ରଣରେ ଆଣିବା ପାଇଁ ଆଗକୁ ସୁଧହାର ବଢାଇବାକୁ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ବଢ଼ାଇଲା ଚିନ୍ତା: ମଇଳା ପାଣିରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ ନିଜର ମାୟାଜାଲରେ କବଳିତ କରି ରଖିଥିବା କରୋନା ଭାଇରସକୁ ନେଇ ଏବେ ବି ବିଶେଷଜ୍ଞମାନେ ଗବେଷଣା ଜାରି ରଖିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଅଚାନକ ଚୀନରେ…

ମେଡିକାଲ ସାଇନ୍ସର ଚମତ୍କାର: ଗୋଟିଏ ଗର୍ଭାଶୟରେ ମାଆ ହେବେ ଦୁଇ ଭଉଣୀ, ସର୍ଜରୀ ପାଇଁ ଖର୍ଚ୍ଚ ହେଲା ୨୬ ଲକ୍ଷ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଚିକିତ୍ସା ବିଜ୍ଞାନ ବହୁତ ଆଗରେ ପହଞ୍ଚିଲାଣି । ଡାକ୍ତରମାନେ ବିରଳ ସର୍ଜରୀ ମାଧ୍ୟମରେ ଅନେକ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହେଉଛନ୍ତି । ତେବେ ଏହା ମଧ୍ୟରେ ଦେଖିବାକୁ…

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ: ‘Grand Cross of the Order of Honour’ରେ ସମ୍ମାନିତ କଲା ଗ୍ରୀସ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଗ୍ରୀସ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ମୋଦୀଙ୍କୁ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି । ମୋଦୀଙ୍କୁ…

ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ଚଳାଇବା ଉପରେ ରୋକ୍ ଲଗାଇଲେ ବିଚାରପତି

ନୂଆଦିଲ୍ଲୀ: ୨୦୨୦ ମସିହାରେ ଜର୍ଜିଆର ନିର୍ବାଚନକୁ ପ୍ରଭାବିତ କରିବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଆତ୍ମସମର୍ପଣ କରିଛନ୍ତି । ଅବଶ୍ୟ ଖବର ମିଳିଛି କି, ୨ ଲକ୍ଷ ଆମେରିକୀୟ…

ଡୋନାଲ୍ଡ ଟ୍ରମ୍ପଙ୍କୁ ବେଲ୍: ଆତ୍ମସମର୍ପଣ ପରେ ଜାମିନରେ ଆସିଲେ ପୂର୍ବତନ ରାଷ୍ଟ୍ରପତି

ନ୍ରୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ ମିଳିଛି ଆଶ୍ୱସ୍ତି । ଆଇନ ନିକଟରେ ଆତ୍ମସମର୍ପଣ ପରେ ବେଲରେ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ସମୟରେ ହେରଫେର କରିବା ମାମଲାରେ ତାଙ୍କ…

ୟୁଜର୍ସଙ୍କୁ ଆପଲ କମ୍ପାନୀର ଚେତାବନୀ: ଫୋନକୁ କମ୍ବଳ, ତକିଆ ତଳେ ରଖନ୍ତୁ ନାହିଁ, ଭଲ ଭେଣ୍ଟିଲେସନ ସ୍ଥାନରେ ଫୋନକୁ ଚାର୍ଜରେ ବସାନ୍ତୁ

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ ବିସ୍ଫୋରଣ ଘଟଣା ବଢ଼ିବାରେ ଲାଗିଛି । ମୋବାଇଲ ଫୋନର ସଠିକ୍ ବ୍ୟବହାର କରାନଯିବା ଫଳରେ ଅନେକଙ୍କର ଜୀବନ ମଧ୍ୟ ଚାଲିଯାଉଛି । ତେବେ ଅନେକ ଲୋକମାନେ ଶୋଇବା ସମୟରେ ମୋବାଇଲ ବ୍ୟବହାର…

ବ୍ରିକ୍ସରେ ସାମିଲ ହେଲେ ଆଉ ୬ ଗୋଟି ଦେଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ସାଦର ସ୍ୱାଗତ

ଜୋହାନ୍ସବର୍ଗ: ବ୍ରିକ୍ସ ଦେଶ ସମୂହ ଆଉ ୬ ଗୋଟି ଦେଶକୁ ଏଥିରେ ସାମିଲ ହେବାକୁ ଆମନ୍ତ୍ରିିତ କରିଛି । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହେଉଥିବା ବ୍ରିକ୍ସ ଦେଶ ସମୂହର ତିନି ଦିବସୀୟ ସମ୍ମିଳନୀରେ ବ୍ରାଜିଲ,…

(Video) ଚନ୍ଦ୍ରାବତରଣ ପରେ ମମତାଙ୍କ ‘ରାକେଶ ରୋସନ୍’ ବୟାନ ଭାଇରାଲ: ଇନ୍ଦିରା ଗାନ୍ଧୀ କହିଲେ…

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରାବତରଣ ପରେ ସବୁଆଡ଼େ କୁସିର ମାହୋଲ ଖେଳିଯାଇଛି । ବିଭିନ୍ନ ମହଲରୁ ଭାରତ ଏବଂ ଇସ୍ରୋ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । ଏହାମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଭାରତର…

ୱାଗନର ମୁଖ୍ୟ ପ୍ରିଗୋଝିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ?

ନୂଆଦିଲ୍ଲୀ: ଏକ ଘରୋଇ ବିମାନ ଦୁର୍ଘଟଣାରେ ମସ୍କୋର ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ପ୍ଲେନ କ୍ରାସରେ ଋଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା…