Browsing Category

ବିଦେଶ

ଆଉ ନାହାନ୍ତି ୨୧ ବର୍ଷୀୟା ଟିକଟକ ଷ୍ଟାର ଅଲୀ ଡୁଲିନ

ନୂଆଦିଲ୍ଲୀ: ଜଣାଶୁଣା ଟିକଟକ ଷ୍ଟାର ଅଲୀ ଡୁଲିନ ଆଉ ନାହାନ୍ତି । ମାତ୍ର ୨୧ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି । ଅଲୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଫ୍ୟାନ୍ସଙ୍କ ମଧ୍ୟରେ ‘ସ୍ପାଇସ’…

ଭାରତ-ୟୁଏଇ ସମ୍ପର୍କ ବହୁତ ଖାସ୍, ଯାହା ପରିବର୍ତ୍ତିତ ଦୁନିଆର ଗଠନ ପାଇଁ ଦେବ ଆକାର : ଏସ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଦିନ ଇଣ୍ଡିଆ ଗ୍ଲୋବାଲ ଫୋରମ ୟୁଏଇ ୨୦୨୨ର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହି ସମୟରେ ଏସ ଜୟଶଙ୍କର କହିଛନ୍ତି ଯେ, ଯଦି ଆମେ ବିଶ୍ୱର ଏହି ଭାଗରେ…

ଭାରତୀୟ ମହିଳା ଅଧିକ ଚିନ୍ତାଗ୍ରସ୍ତ : ସର୍ଭେରୁ ବଡ଼ ଖୁଲାସା

ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱରେ ଦ୍ରୁତ ପରିବର୍ତ୍ତନ ଆସିଛି । ଲୋକଙ୍କ ଚାପ, କ୍ରୋଧ ଓ ଚିନ୍ତାର ସ୍ତର ବଢ଼ଚାଲିଛି । ଏବେ ଲୋକେ ପୂର୍ବାପେକ୍ଷା ଅଧିକ ଉଦାସ ଓ ଦୁଃଖୀ ରହୁଛନ୍ତି । ପୁରୁଷଙ୍କ ଅପେକ୍ଷା ମହିଳା ବେଶି ଏହାର…

କାବୁଲର ଏକ ହୋଟେଲରେ ବଡଧରଣର ବିସ୍ଫୋରଣ, ଆତଙ୍କବାଦୀମାନେ ହୋଟେଲରେ ପ୍ରବେଶ କରିଲେ..

କାବୁଲ:ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବଳ ବିସ୍ଫୋରଣ ଘଟିଛି ଏବଂ ଏହା ସହିତ ବିସ୍ଫୋରଣ ସ୍ଥାନରେ ଗୁଳି ବିନିମୟ ମଧ୍ୟ ଶୁଣିବାକୁ ମିଳିଛି। ଏକ ଗେଷ୍ଟ ହାଉସ୍ ନିକଟରେ ଏହି ବିସ୍ଫୋରଣ ଘଟିଛି ଯାହା ଚାଇନାର…

ସାପମାନେ ବି କରିଥାନ୍ତି ‘ସୁଇସାଇଡ୍’: ସାମ୍ନାକୁ ଆସିଲା ରିସର୍ଚ୍ଚ ରିପୋର୍ଟ

ଆମ ପୃଥିବୀ ପୃଷ୍ଠରେ ଅନେକ ପ୍ରକାରର ଜୀବଜନ୍ତୁ, ସରିସୃପ, ବୃକ୍ଷଲତା ରହିଛନ୍ତି । ତେବେ ଅନେକ ସମୟରେ ବୃକ୍ଷଲତା ଓ ସରିପୃପଙ୍କୁ ନେଇ ନୂଆ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଆପଣମାନେ ଜାଣନ୍ତି ସାପମାନେ…

ଅଳିଆରୁ ମିଳିଥିବା ଜିନ୍ସକୁ ନେଇ ପାଗଳ ହେଲେ ଲୋକ: ୯୪ ଲକ୍ଷରେ ହେଲା ବିକ୍ରି !

ନୂଆଦିଲ୍ଲୀ: ଏକ ଜାହାଜର ଧ୍ୱଂସାବଶେଷରୁ ମିଳିଥିବା ଜିନ୍ସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଧ୍ୱଂସାବଶେଷରୁ ମିଳିଥିବା ଜିନ୍ସକୁ ନେଇ ଲୋକଙ୍କ ମଧ୍ୟରେ ପାଗଳାମୀ ଦେଖିବାକୁ ମିଳିଛି । ଏପରିକି ଏହାକୁ ନେବା ପାଇଁ ନିଲାମ…

ରୋମରେ ଗୁଳିମାଡ଼, ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗ ସମେତ ତିନି ମହିଳାଙ୍କ ମୃତ୍ୟୁ

ରୋମ: ରବିବାର ସଂଧ୍ୟାରେ ଏକ ବନ୍ଧୁକଧାରୀଙ୍କ ଦ୍ୱାରା ଗୁଳିଚାଳନା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ରୋମର ଏକ ଆପାର୍ଟମେଣ୍ଟ ବ୍ଲକର ବାସିନ୍ଦା ମାନେ ବୈଠକ ବସାଇଥିଲେ । ସେଠାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

ତେଲ ମୂଲ୍ୟ ଦୂର କରିବାରେ ଭାରତକୁ ସାହାଯ୍ୟ କରିବାକୁ ଋଷ ଆଗ୍ରହୀ

ନୂଆଦିଲ୍ଲୀ: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପାଶ୍ଚାତ୍ୟ ଦେଶଗୁଡିକ ଦ୍ୱାରା ଲାଗୁ ହୋଇଥିବା କଟକଣା ମଧ୍ୟରେ ତେଲ ଦରକୁ ହ୍ରାସ ଦୂର କରିବାରେ ଋଷ ଭାରତକୁ ସହାୟତା ପ୍ରଦାନ କରିଛି। ୟୁରୋପୀୟ ୟୁନିଅନ୍ ଏବଂ…

Twitter Down: ପେଜ୍ ଲୋଡିଂ ସମସ୍ୟାର ସାମ୍ନା କରୁଛନ୍ତି ୟୁଜର୍ସ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ସେବା ପ୍ରଭାବିତ ହେଉଥିବା ଦେଖାଯାଉଛି । ଗତକାଲି ଗୁଗଲର ଜିମେଲ ସର୍ଭିସ ଡାଉନ ହୋଇଥିବା ବେଳେ ଲକ୍ଷ ଲକ୍ଷ ୟୁଜର୍ସ ଏହାକୁ ବ୍ୟବହାର କରିପାରି…

ୟୁକ୍ରେନ୍ ପାୱାର ଗ୍ରୀଡ ଉପରେ ଆକ୍ରମଣ କଲା ଋଷ, ଅନ୍ଧାରରେ ୧୫ ଲକ୍ଷ ଲୋକେ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଗତ୯ ମାସ ଧରି ଯୁଦ୍ଧ ଜାରି ରହିଛି । ଏଥିରେ ୟୁକ୍ରେନ୍‌ର ଅନେକ ସହର ଧ୍ୱଂସ ହୋଇଯାଇଛି । ଏବେ ୟୁକ୍ରେନ୍‌ର ଅନେକ ସହର ଉପରେ ଋଷ ଇରାନ୍‌ର ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରୁଛି ।…