Browsing Category

ବିଦେଶ

ସ୍କୁଲ ଉପରେ ଆର୍ମି ହେଲିକପ୍ଟରର ଏୟାର ଷ୍ଟ୍ରାଇକ୍: ୭ ଶିଶୁ ସହିତ ୧୩ ମୃତ, ଅନେକ ଗୁରୁତର

ମିଆଁମାର: ମିଆଁମାରର ଏକ ସ୍କୁଲ ଏବଂ ଗାଁ ଉପରେ ସେନାର ହେଲିକପ୍ଟର ଆକ୍ରମଣ କରିଛି । ଏହି ଆକ୍ରମଣରେ ୭ ପିଲାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସ୍କୁଲ ପ୍ରଶାସକ ଏବଂ ଜଣେ…

ଚୀନ୍ କରାଇବ ମହାକାଶ ଯାତ୍ରା ! ଜାଣନ୍ତୁ କେତେ ହେବ ଭଡ଼ା…

ନୂଆଦିଲ୍ଳୀ: ଲୋକମାନେ, ପାହାଡ଼, ଗ୍ଲେସିୟର, ଐତିହାସିକ ସ୍ଥାନ ସହ ଏଭଳି ଅନେକ ରୋମାଞ୍ଚକର ସ୍ଥାନକୁ ନିଶ୍ଚୟ ଯାଇଥାନ୍ତି । କିନ୍ତୁ ଏବେ ଆପଣ ପୃଥିବୀ ବାହାରର ଦୁନିଆ ଦେଖିପାରିବେ । ଆଜ୍ଞା ହଁ, ଚୀନ୍ ୨୦୨୫ ସୁଦ୍ଧା…

୨୫ ବର୍ଷ ପରେ ଚୀନରେ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନରେ ବଡ଼ ହ୍ରାସ: ଭାରତରେ ବଢ଼ିଲା ଦୁଇଗୁଣା ଉତ୍ପାଦନ

ନୂଆଦିଲ୍ଲୀ: ସେମୀକଣ୍ଡକ୍ଟର ଚିପ୍ ର ବ୍ୟବସାୟରେ ଏବେ ଚୀନ୍ ର ଆଧିପତ୍ୟ ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି । ଗୋଟିଏ ପଟେ ଯେତେବେଳେ ଚୀନରେ ଚିପ୍ ନିର୍ମାଣ ଦ୍ରୃତ ଭାବରେ ହ୍ରାସ ପାଉଛି ଅନ୍ୟ ପଟେ ଭାରତ ଏବଂ ଆମେରିକା…

ଟି-୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏ ପର୍ଯ୍ୟନ୍ତ ଏହି କାରନାମା କରି ପାରି ନାହାନ୍ତି ରୋହିତ ଶର୍ମା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ମଙ୍ଗଳବାରଠୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ଟି-୨୦ ବିଶ୍ଵ କପ୍ ଦୃଷ୍ଟିରୁ ଉଭୟ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। ତେବେ…

ଆମେରିକାରେ କରୋନା ମହାମାରୀର ହେଲା ଅନ୍ତ: ରାଷ୍ଟ୍ରପତି ଜୋ ବାଇଡେନ

ନୂଆଦିଲ୍ଲୀ: ବିଶ୍ୱ ଏବେ ବି କରୋନା କବଳରେ ଥିବା ବେଳେ ଆମେରିକାରୁ ଆସିଛି ବଡ଼ ଖବର । ଦେଶରେ କରୋନାର ପ୍ରକୋପ ସମାପ୍ତ ହୋଇଛନ୍ତି ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ । ସେ କହିଛନ୍ତି ଯେ, ‘କୋଭିଡ…

ଭୂକମ୍ପରେ ଥରିଲା ତାଇୱାନ: ଗଳି ପଡ଼ିଲା ବ୍ରିଜ୍, ଟ୍ରାକରୁ ଖସିଲା ଟ୍ରେନ

ତାଇପେଇ, : ଦୀର୍ଘ ୩୯ ବର୍ଷ ପରେ ଶନିବାର ବିଳମ୍ବିତ ରାତ୍ରିରେ ତାଇୱାନରେ ଏକ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରହିଥିବା ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି…

କୋଷ୍ଟାରିକାରେ ବଡ଼ ଦୁର୍ଘଟଣା: ଘାଇରେ ବସ୍ ଖସିବାରୁ ଚାଲିଗଲା ୯ ଜୀବନ, ୩୪ ଗୁରୁତର

ନୂଆଦିଲ୍ଲୀ: ମଧ୍ୟ ଆମେରିକୀୟ ଦେଶ କୋଷ୍ଟାରିକାର ଇଣ୍ଟର- ଆମେରିକୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ୭୫ ମିଟର ଉଚ୍ଚରୁ ଘାଇରେ ଖସିପଡ଼ିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ଫଳରେ ବସରେ ଥିବା ୯ ଜରଙ୍କର ମୃତ୍ୟୁ…

ମହିଳାଙ୍କ ପେଟରୁ ବାହାରିଲା ୫୫ ବ୍ୟାଟେରୀ: ଚକିତ ହୋଇପଡ଼ିଲେ ଡାକ୍ତର…

ନୂଆଦିଲ୍ଲୀ: ଅନେକ ସମୟରେ ଡାକ୍ତରମାନେ ରୋଗୀଙ୍କ ପେଟରୁ ବିଭିନ୍ନ ବସ୍ତୁ ବାହାର କରିଥିବା କଥା ଶୁଣିଛନ୍ତି। ଏଭଳି ଅନେକ ସମୟରେ ଖବର ମଧ୍ୟ ଆସିଛି। ଏହାରି ମଧ୍ୟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଡାକ୍ତର…

ଚୀନରେ ବଡ଼ ଧରଣର ଦୁର୍ଘଟଣା: ଲୁହା ଖଣି ଭିତରେ ପସିଲା ପାଣି, ୧୪ ଶ୍ରମିକ ମୃତ

ଚୀନରେ ଲୁହା ଖଣିରେ ପାଣି ଭରିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୂଯାୟୀ, ତାଙ୍ଗଶାନ ସହରର ସରକାର ଏହାକୁ ନେଇ ଏକ…

ସମୁଦ୍ର ଭିତରେ ମିଳିଲା ବିଶାଳକାୟ ଜଙ୍ଗଲ: ଆକାରରେ ଭାରତର କ୍ଷେତ୍ରଫଳରୁ ଦୁଇଗୁଣା

ନୂଆଦିଲ୍ଲୀ: ଆମାଜନ, ବୋର୍ଣ୍ଣିଓ, କଙ୍ଗୋ, ଡେନଟ୍ରି । ଭୁପୃଷ୍ଠରେ ଥିବା ଏହା ଦୁନିଆର ସବୁଠୁ ବଡ଼ ଏବଂ ପ୍ରସିଦ୍ଧ ଜଙ୍ଗଲ  । କିନ୍ତୁ ଆପଣଙ୍କୁ ପାଣି ତଳେ ଥିବା କେତେ ଜଙ୍ଗଲ ବିଷୟରେ ଜଣା ଅଛି । ସମୁଦ୍ର ଭିତରେ ବଡ଼ ବଡ଼…