Browsing Category

ବିଦେଶ

ମଇଁଷି ସହ ଇଣ୍ଟରଭ୍ୟୁ, ପାକିସ୍ତାନୀ ରିପୋର୍ଟରଙ୍କ କାରନାମାରେ ହସିବେ ଆପଣ

ନୂଆଦିଲ୍ଲୀ: ପାକିସ୍ତାନୀ ମିଡିଆର କାରନାମା ବିଷୟରେ କାହାକୁ ଅଛପା ନାହିଁ । ନିଜର ଅଦ୍ଭୁତ କାରନାମା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ ପାକିସ୍ତାନ ମିଡିଆ । ଏବେ ପୁଣି ଥରେ ଏକ ଭିଡିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି…

ଜାପାନୀ ପତାକାକୁ ନେଇ ତେଜିଲା ବିବାଦ, ଚୀନ୍‌ ଓ କୋରିଆ କଲେ ପ୍ରତିବାଦ

ଓଡ଼ିଶା ଭାସ୍କର ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ଜାପାନର ଜାତୀୟ ପତାକାକୁ ନେଇ ସୃଷ୍ଟି ହୋଇଛି ଝଡ଼।   ଜାପାନ ପ୍ରସ୍ତୁତ ପତାକାକୁ ଚୀନ୍‌ ସମେତ କେତେକ ଏସୀୟ ଦେଶ ବିରୋଧ କରିଛନ୍ତି। ଉଦୟକାଳୀନ ସୂର୍ଯ୍ୟଙ୍କୁ ଜାପାନ…

ମଝି ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କୁ ଧରି ଆସୁଥିବା ଜାହାଜ, ୪୫ ଜଣ ଫେରୁଥିଲେ

ଇସ୍ତାନବୁଲ୍ : ତୁର୍କିରେ ପ୍ରବାସୀଙ୍କୁ ଧରି ଫେରୁଥିବା ଜାହାଜ ବୁଡ଼ିଯାଇଥିବା ଖବର ସାମନାକୁ ଆସିଛି । ଏହି ଜାହାଜରେ ୪୫ ଜଣ ରହିଥିବା ଜଣାପଡ଼ିଛି । ସମସ୍ତେ ବର୍ତ୍ତମାନ ନିଖୋଜ ଅଛନ୍ତି । ତୁର୍କି ସେନାଙ୍କର ଜାହାଜ ଓ…

ବିନା ବିଜୁଳିରେ କାମ କରୁଛି ଏହି ଫ୍ରିଜ୍, ୧ ବର୍ଷ ଯାଏ ଖାଇବା ରହିବ ଥଣ୍ଡା; ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଓଡ଼ିଶା ଭାସ୍କର ବ୍ୟୁରୋ: ବଜାରରେ ବର୍ତ୍ତମାନ ଅନେକ ପ୍ରକାରର ଫ୍ରିଜ୍ ଉପଲବ୍ଧ ହେଲାଣି । ସିଙ୍ଗଲ ଏବଂ ଡବଲ୍ ଡୋଜ୍ ବ୍ୟତୀତ ବହୁ ଫିଚର୍ ସହିତ ଫ୍ରିଜ୍ ବଜାରରେ ବିକ୍ରି ହେଉଛି । ସେଥିମଧ୍ୟରୁ ଅନେକ ଫ୍ରିଜ୍ ଆମକୁ ଭଲ…

ଖେଳ ଗାଁରେ ୧୦୦ ପାର୍ କଲା ସଂକ୍ରମିତଙ୍କ ସଂଖ୍ୟା, ୧୯ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ କରୋନା ସଂକ୍ରମଣ ମାମଲା ୧୦୦ ରୁ ଅଧିକ ହୋଇଯାଇଛି । ଇତି ମଧ୍ୟରେ ଶୁକ୍ରବାର ୧୯ଟି ନୂଆ ମାମଲା ସାମନାକୁ ଆସିଛି । ଏନେଇ ଆୟୋଜକ ମାନଙ୍କ ଦ୍ୱାରା ସୂଚନା ଦିଆଯାଇଛି । ରୋଡ୍…

ପତ୍ନୀ ନାଁରେ ନେଲେ ଟିକେଟ୍, ବୁର୍ଖା ପିନ୍ଧି ସଂକ୍ରମିତ ସ୍ୱାମୀ କଲେ ବିମାନ ଯାତ୍ରା; ଏହି ଭୁଲ୍ ପାଇଁ ଧରାପଡ଼ିଲେ

ନୂଆଦିଲ୍ଲୀ: ଜଣେ କରୋନା ଭାଇରସ୍ ସଂକ୍ରମିତ ବୁର୍ଖା ପିନ୍ଧି ନିଜ ପତ୍ନୀଙ୍କ ନାମ ନେଇ ବିମାନରେ ଚଢ଼ିଗଲା । ବିମାନ ଅଧିକାରୀ ମାନଙ୍କୁ ଚକମା ଦେବାକୁ ଯାଇ ନିଜର ମୁହଁ ଘୋଡ଼ାଇ ଦେଇଥିଲା । ଏହା ସହିତ ନକଲି ଆରଟିପିସିଆର୍…

ପାକିସ୍ତାନରେ ଆତଙ୍କୀ ଆକ୍ରମଣକୁ ଡରୁଛନ୍ତି ଚୀନ୍ କର୍ମଚାରୀ: ହାତରେ AK-୪୭ ଧରି କରୁଛନ୍ତି କାମ

ଇସଲାମାବାଦ: ପାକିସ୍ତାନରେ ହୋଇଥିବା ଆତଙ୍କୀ ଆକ୍ରମଣ ଯୋଗୁଁ ଚୀନ୍ ନାଗରିକମାନେ ଏତେ ପରିମାଣରେ ଭୟଭୀତ ଅଛନ୍ତି ଯେ ଏବେ ସେମାନେ ନିଜ ସୁରକ୍ଷା ପାଇଁ ଅସ୍ତ୍ର ଉଠାଇଛନ୍ତି । ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ…

ରେଲୱେରେ ଷ୍ଟେସନମାଷ୍ଟର ପାଇଁ ବାହାରିଲା ନିଯୁକ୍ତି, ଏହି ଲିଙ୍କରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଷ୍ଟେସନ ମାଷ୍ଟର ପଦବୀ ପାଇଁ ନିଯୁକ୍ତି ବାହାର କରିଛି ଭାରତୀୟ ରେଳବାଇ । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ କରିବାକୁ ଆଉ କମ୍ ସମୟ ବାକି ରହିଛି । ପଶ୍ଚିମ କେନ୍ଦ୍ରୀୟ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୧. ୪୧ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୧ ଲକ୍ଷ ୪୧ ହଜାର ୮୮୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ କୋଟି ୨୭ ଲକ୍ଷ ୮୩…

ଶନିବାର ପୃଥିବୀକୁ ଶନିଦଶା! ୨୮୮୦୦ କିମି ବେଗରେ ମାଡ଼ିଆସୁଛି ଉଲକା ପିଣ୍ଡ

ନୂଆଦିଲ୍ଲୀ: ପୃଥିବୀ ଆଡକୁ ମାଡି ଆସୁଛି ଆଉ ଏକ ଉଲକାପିଣ୍ଡ । ଷ୍ଟାଡିୟମ ଆକାରର ଏହି ଉଲକାପିଣ୍ଡଟି ଆସନ୍ତା ଶନିବାର ପୃଥିବୀକୁ ଅତିକ୍ରମ କରିବ । ୨୦୦୮ଗୋ୨୦ ନାମକ ଏହି ଉଲକାପିଣ୍ଡଟି ପୃଥିବୀକୁ ଅତିକ୍ରମ କରିଯିବ । ଏହି…