Browsing Category
ବିଦେଶ
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୬୨ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୬୨ ହଜାର ୩୮୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୨୯ ଲକ୍ଷ ୬୨…
୧ ଘଣ୍ଟା ମୋବାଇଲରେ ଗେମ୍ ଖେଳି ୧.୩ ଲକ୍ଷ ଟଙ୍କା ଉଡାଇ ଦେଲା ନାବାଳକ ପୁଅ, କାର୍ ବିକ୍ରି ବିଲ୍ ପୈଠ କଲେ ବାପା
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଇଂଲଣ୍ଡର ଜଣେ ୭ ବର୍ଷୀୟ ବାଳକ ମାତ୍ର ୧ ଘଣ୍ଟା ମୋବାଇଲରେ ଗେମ୍ ଖେଳି ୧,୮୦୦ ଡଲାର ଅର୍ଥାତ ୧.୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିପାଇଁ ତାଙ୍କ ବାପା ନିଜ କାର୍ ବିକ୍ରି କରି…
ଅଶ୍ଲୀଳ କଣ୍ଟେଣ୍ଟ ପ୍ରତ୍ୟାହାର ନକଲେ କାର୍ଯ୍ୟାନୁଷ୍ଠାନ; ଟ୍ୱିଟ୍ଟରକୁ ମହିଳା କମିଶନଙ୍କ ଚେତାବନୀ
ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ଟ୍ୱିଟ୍ଟର ନିମନ୍ତେ ଏକ ପତ୍ର ଲେଖିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ରହିଥିବା ସମସ୍ତ ଅଶ୍ଲୀଳ ଶୀର୍ଷକ ହଟାନଗଲେ…
ଖୁସି ଖବର : DELTA ଭାରିଆଣ୍ଟ ବିପକ୍ଷରେ ପ୍ରଭାବଶାଳୀ କୋଭାକ୍ସିନ୍
ହାଇଦ୍ରାବାଦ: ପ୍ରଥମ ଭାରତୀୟ କରୋନା ଟିକା କୋଭାକ୍ସିନକୁ ନେଇ ଆଉ ଏକ ଖୁସି ଖବର । କରୋନା ଭାଇରସର ପରିବର୍ତ୍ତିତ ରୂପ DELTA ଭାରିଆଣ୍ଟ ବିପକ୍ଷରେ ଲଢିବାରେ ଏହି ସ୍ୱଦେଶୀ ଟିକା ସଫଳ ବୋଲି ରିପୋର୍ଟ ପ୍ରକାଶ ପାଇଛି ।…
ବିନା ହାର୍ଟରେ ୫୫୫ ଦିନ ଜୀବିତ ରହିଲେ ଏହି ବ୍ୟକ୍ତି; ଜାଣନ୍ତୁ କେମିତି
ନୂଆଦିଲ୍ଲୀ : ହୃଦୟ ବିନା ବଞ୍ଚିବା ଅସମ୍ଭବ। ଜୀବନ ପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ମଧ୍ୟରୁ ହୃଦୟ ଗୋଟିଏ। ଏହା ବିନା ମଣିଷ ବଞ୍ଚିବା କଳ୍ପନା କରାଯାଇ ପାରିବ ନାହିଁ। ମାତ୍ର ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୫୩ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୫୩ ହଜାର ୮୪୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୨୫ ଲକ୍ଷ ୮୦…
ଅଶ୍ଲୀଳ ଶୀର୍ଷକ ପାଇଁ ଅଡୁଆରେ ଟ୍ୱିଟ୍ଟର ଇଣ୍ଡିଆ: ଦିଲ୍ଲୀ ପୋଲିସର ମାମଲା ରୁଜୁ
ନୂଆଦିଲ୍ଲୀ : ଟ୍ୱିଟ୍ଟର ଇଣ୍ଡିଆକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉଁନାହିଁ । ମଙ୍ଗଳବାର ଦିଲ୍ଲୀ ପୋଲିସର ସାଇବର ସେଲ ପକ୍ଷରୁ ଅଶ୍ଲୀଳ ଶୀର୍ଷକ(ଚାଇଲ୍ଡ ପର୍ଣ୍ଣୋଗ୍ରାଫି) ପାଇଁ ଏହି ମାମଲା ରୁଜୁ…
୧୧ ବର୍ଷ ବୟସରେ ସନ୍ତାନ ଜନ୍ମ କଲେ ବାଳିକା
ଲଣ୍ଡନ: ବ୍ରିଟେନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୧୧ ବର୍ଷୀୟା ବାଳିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଘଟଣାକୁ ନେଇ ବାଳିକାଙ୍କ ପରିବାର ବର୍ଗ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ୩୦…
ମହିଳାଙ୍କୁ ମିଳିବ ଏକାଧିକ ସ୍ୱାମୀ ରଖିବାର ସୁଯୋଗ!; ଜାଣନ୍ତୁ କେଉଁଠି
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ସାମ୍ୟବାଦ ସମ୍ବିଧାନ ରହିଥିବା ଦକ୍ଷିଣ ଆଫ୍ରିକାରେ ମହିଳା ମାନଙ୍କୁ ଏକାଧିକ ସ୍ୱାମୀଙ୍କ ସହିତ ରହିବାର ଅନୁମତି ପ୍ରଦାନ ଉପରେ ଆଲୋଚନା ହେଉଛି । ଦକ୍ଷିଣ ଆଫ୍ରିକା ଏପରି ଏକ ରାଷ୍ଟ୍ର…
କୁପ୍ରଥାର ସପକ୍ଷବାଦୀ ପାକିସ୍ତାନରେ ପ୍ରତିବର୍ଷ ୧୦୦୦ ମହିଳା ହୁଅନ୍ତି ଅନର୍ କିଲିଂର ଶିକାର
ନୂଆଦିଲ୍ଲୀ: ପାକିସ୍ତାନରେ ଇଜ୍ଜତ ବଞ୍ଚାଇବା ନାମରେ ଝିଅମାନଙ୍କ ଜୀବନ ଦେବା ଭଳି କୁପ୍ରଥା ବର୍ତ୍ତମାନ ସମୟରେ ବୃଦ୍ଧି ପାଇବାରେ ଲାଗିଛି । କୌଣସି ଝିଅ ଯଦି ନିଜ ଇଚ୍ଛାରେ ପୁଅ ପସନ୍ଦ କରି ବିବାହ କରିବାକୁ ଚାହିଲେ…