Browsing Category
ବିଦେଶ
ଭାରତ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ଇମ୍ରାନ ଖାନଙ୍କ ସରକାର ! ଏହା ରହିଛି କାରଣ
ନୂଆଦିଲ୍ଲୀ: ଭାରତ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ପାକିସ୍ତାନ। ଆକାଶଛୁଆଁ ଦରବୃଦ୍ଧିକୁ ନେଇ ଭାରତ ସହିତ ଜାରି କଟକଣା ଉପରେ ପୁଣି ଥରେ ଚିନ୍ତା କରିବାକୁ ବିବଶ ଇମ୍ରାନ ସରକାର। ବାଣିଜ୍ୟ ଏବଂ ନିବେଶ ଉପରେ…
ଏହି ପାର୍କକୁ ଯିବାକୁ ହେଲେ କାଢ଼ିବାକୁ ପଡ଼େ ସବୁ ପୋଷାକ, ନ୍ୟୁଡ୍ ହୋଇ ବୁଲନ୍ତି ଲୋକେ; ଜାଣନ୍ତୁ କେଉଁଠାରେ ଅଛି ଏହି ସ୍ଥାନ
ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ସକାଳେ ରନିଂ କିମ୍ବା ଜଗିଂ କରିବା ପାଇଁ ଓ ଫାଙ୍କା ସମୟରେ ନିରଳାରେ ବସିବା ପାଇଁ ପାର୍କ ଆଦିକୁ ଯାଇଥାନ୍ତି । ସେହିପରି ଛୋଟ ପିଲାମାନେ ଖେଳିବାକୁ ପାର୍କକୁ ଯାଇଥାନ୍ତି । ଜଗିଂ କିମ୍ବା…
ମହିଳା YouTuberଙ୍କ ପ୍ରାଇଭେଟ୍ ଭିଡ଼ିଓ ଲିକ୍, ଏବେ ଦେଶ ଛାଡ଼ି…
ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଆଡଲ୍ଟ ଫିଲ୍ମ ଅଭିନେତ୍ରୀ ଏରିସା କ୍ୱାଙ୍ଗ ହୋମଗ୍ରନଙ୍କ ଏକ ସେକ୍ସ ଟେପ୍ ଲିକ୍ ହେବା ପରେ ସେ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ସେ ବର୍ତ୍ତମାନ ନେଦରଲ୍ୟାଣ୍ଡରେ ଆଶ୍ରୟ ନେଇଛନ୍ତି ।…
ଯଦି ରୁଷ-ୟୁକ୍ରେନ ଯୁଦ୍ଧ ହୁଏ, ତେବେ ବିଶ୍ୱ ବଜାରରେ କ’ଣ ସବୁ କ୍ଷତି ଘଟିବ, ଜାଣନ୍ତୁ ବିସ୍ତୃତରେ
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱବାସୀଙ୍କ ନଜର ରୁଷ ଉପରେ ରହିଛି । ୟୁକ୍ରେନ ଉପରେ ଯେ କୌଣସି ସମୟରେ ରୁଷ ଆକ୍ରମଣ କରିପାରେ ବୋଲି ସମସ୍ତେ ଆଶଙ୍କା କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଯୁଦ୍ଧ ହୁଏ,…
ୟୁକ୍ରେନ ଉପରେ ଆକ୍ରମଣ ନେଇ ପୁଟିନ୍ ଦେଲେ ଆଦେଶ, ଆମେରିକୀ ଗୁପ୍ତଚର ବିଭାଗର ସୂଚନା
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଯୁଦ୍ଧକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି । ୟୁକ୍ରେନର ରାଷ୍ଟ୍ରପତି କଥାବାର୍ତ୍ତା ମାଧ୍ୟମରେ ମାମଲାକୁ ରଫାଦଫା କରିବା ନେଇ ଋଷକୁ ପ୍ରସ୍ତାବ ପଠାଇଛନ୍ତି ।…
ୟୁକ୍ରେନରେ ରହୁଥିବା ଭାରତୀୟ ଛାତ୍ରଙ୍କୁ ଭାରତ ଫେରିବାକୁ ପରାମର୍ଶ: ଆଡଭାଇଜରୀ ଜାରି କଲା ଭାରତୀୟ ଏମ୍ବେସୀ
ନୂଆଦିଲ୍ଲୀ: ୟୁକେନ ରାଜଧାନୀ କୀଭ୍ ରେ ଭାରତୀୟ ଦୂତାବାସ ତରଫରୁ ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । କୁହାଯାଇଛି ଯେ ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିିତିକୁ ଦେଖି ସବୁ ଭାରତୀୟ ଛାତ୍ର…
UK ରିଲିଜ୍ କଲା ୟୁକ୍ରେନ ଉପରେ ଆକ୍ରମଣର ମ୍ୟାପ୍, ଦେଖନ୍ତୁ କେଉଁ କେଉଁ ସ୍ଥାନରେ ମୁତୟନ ହୋଇଛି ଋଷ ସେନା
ଲଣ୍ଡନ: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଋଷ-ୟୁକ୍ରେନ ସଙ୍କଟକୁ ନେଇ ବଡ଼ ଖୁଲାସା କରାଯାଇଚି । ଏହି ପରିପ୍ରେକ୍ଷୀରେ ଏକ ମ୍ୟାପ୍ ରିଲିଜ୍ କରାଯାଇଛି । ଏହି ମ୍ୟାପ୍ ରେ କୁହାଯାଇଛି ଯେ, ଋଷ କେଉଁ କେଉଁ…
ୟୁକ୍ରେନ ସଙ୍କଟକୁ ନେଇ ବାଇଡେନ୍ ଡାକିଲେ ସୁରକ୍ଷା ପରିଷଦ ବୈଠକ, ଯେକୌଣସି ମୁହୂର୍ତ୍ତରେ ଋଷ କରିପାରେ ଆକ୍ରମଣ
ୱାଶିଂଟନ୍: ରବିବାର ଦିନ ୟୁକ୍ରେନ୍ ସଙ୍କଟକୁ ନେଇ ଆମେରିକୀ ରାଷ୍ଟ୍ରପତି ଜୋ ବାଇଡେନ୍ ଜାତୀୟ ସୁରକ୍ଷା ପରିଷଦ ବୈଠକ ଡାକିଛନ୍ତି । ହ୍ୱାଇଟ୍ ହାଉସ୍ ର ପ୍ରେସ୍ ସଚିବ ଜେନ୍ ସାକୀ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ୍…
ପ୍ରକାଶ ପାଇଲା ଦୁନିଆର ବେଷ୍ଟ-୧୦ କମ୍ପାନୀ ତାଲିକା: ପ୍ରଥମ ଥର ପାଇଁ Facebook କୁ ମିଳିଲାନି ସ୍ଥାନ
ନୂଆଦିଲ୍ଲୀ: ନିକଟରେ ବିଶ୍ୱର ଶ୍ରେଷ୍ଠ ୧୦ଟି କମ୍ପାନୀର ତାଲିକା ପ୍ରକାଶ କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଲିଷ୍ଟର ଫେସବୁକର ସ୍ଥାନ ନାହିଁ । ବ୍ଲୁମବର୍ଗର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ,…
ୟୁରୋପରେ ସାମୁଦ୍ରିକ ଝଡ ୟୁନିସର ତାଣ୍ଡବ: ଏବେ ସୁଦ୍ଧା ନେଲାଣି ୨୦ଜଣଙ୍କ ପ୍ରାଣ
ଲଣ୍ଡନ: ୟୁରୋପରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ ୟୁନିସ । ବିଟ୍ରେନ ସମେତ ୟୁରୋପରେ ଅନେକ ଦେଶରେ ଏହି ଝଡ ପ୍ରଭାବରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୧୨୨ କିଲୋମିଟର ବେଗରେ ପବନ ବୋହୁଛି । ମଧ୍ୟ ଆଣ୍ଟଲାଟିକାରେ ଆରମ୍ଭ…