fbpx
Browsing Category

ବିଦେଶ

ଆରସିବି କୁ ୮ ୱିକେଟରେ ହରାଇଲା ପଞ୍ଜାବ

ଶାରଜା : ଆଇପିଏଲ୍‌ (୧୬/୧୦):ଗୁରୁବାର ଦିନ ଖେଳାଯାଇଥିବା ୩୧ତମ ମ୍ୟାଚରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ୱିକେଟରେ ପରାସ୍ତ କରିଛି ପଞ୍ଜାବ । ଏହି ମ୍ୟାଚରେ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…

ଶନିବାରରୁ ଫ୍ରାନ୍ସରେ କର୍ଫ୍ୟୁ

ଫ୍ରାନ୍ସରେ କର୍ଫ୍ୟୁୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । କରୋନା ମହାମାରୀର ଦ୍ୱିତୀୟ ଲହରିକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି । ୪ ସପ୍ତାହ ଧରି ପ୍ୟାରିସ ସମେତ ୯ଟି ସହରରେ କର୍ଫ୍ୟୁ ଜାରି ରହିବ…

ଆଇପିଏଲ୍-: ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନସ୍

ଆବୁଧାବି: (ଆଇପିଏଲ୍) ୧୧ ।୧୦: ରବିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍ । ମୁମ୍ବାଇ ୧୬୩ ରନ୍ର ଲକ୍ଷ୍ୟକୁ ପିଛାକରି ୨୦ ଓଭରରେ ୫ ୱିକେଟ ହରାଇ ୧୬୬ ରନ୍ କରି ବିଜୟୀ ହୋଇଛି ।…

ପାକିସ୍ତାନରେ ବି ବ୍ୟାନ ହେବ ହେବ ଟିକ୍ ଟକ୍ !

ବହୁ ଦେଶରେ ବ୍ୟାନ ହେବ ପରେ ଏବେ ପାକିସ୍ତାନରେ ନିଷିଦ୍ଧ ହେବାକୁ ଯାଉଛି ଚୀନର ଭିଡିଓ ଆପ୍ ଟିକ୍ ଟକ୍ । ଅଶାଳୀନ ଓ ଅଶ୍ଳିଳ କଣ୍ଟେଣ୍ଟକୁ ନେଇ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏ ନେଇ ସରକାରୀ…

କରୋନା କବଜାରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲିଙ୍କ ବ୍ୟକ୍ତିଗତ ପରାମର୍ଶଦାତା

କାଠମାଣ୍ଡୁ, ୪ ।୧୦: କରୋନା କବଜାରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କର ବ୍ୟକ୍ତିଗତ ପରାମର୍ଶଦାତା । ଓଲିଙ୍କ ସରକାରୀ ବାସଭବନରେ ଅନେକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ସହ ନେପାଳ…

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ପଜିଟିଭ୍

ନୂଆଦିଲ୍ଲୀ,୨ ।୧୦: କରୋନାରେ ଅଧିକ ପ୍ରଭାବିତ ହେଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାର କବଜାକୁ ଆସିଛନ୍ତି । ଏନେଇ ଆଜି ସକାଳେ ଟ୍ରମ୍ପ ଟ୍ୱିଟ ଜରିଆରେ କହିଛନ୍ତି ଯେ, ସେ ଓ ତାଙ୍କ ପତ୍ନୀ…