Browsing Category
ବିଦେଶ
ପାକିସ୍ତାନକୁ ମୋଦିଙ୍କ ଦୃଢ ବାର୍ତ୍ତା: S-400 ଆଗରେ ଛିଡା ହୋଇ ସାଲ୍ୟୁଟ୍ ମାରିଲେ ମୋଦି, ଭାଇରାଲ ହେଉଛି ଫଟୋ
ନୂଆଦିଲ୍ଲୀ: ପାକିସ୍ତାନ ଦାବି କରିଛି ଯେ ଏହାର କ୍ଷେପଣାସ୍ତ୍ରଗୁଡ଼ିକ ପଞ୍ଜାବର ଆଦମପୁରରେ ଥିବା ବାୟୁସେନା ଘାଟିର ରନୱେକୁ ଆକ୍ରମଣ କରିଥିଲା, ଯାହା ଫଳରେ ଘାଟିଟି ଗୋଟିଏ ବର୍ଷ ପାଇଁ କାର୍ଯ୍ୟକ୍ଷମ ହୋଇନଥିଲା।…
ରିସର୍ଚ୍ଚରୁ ବଡ଼ ଖୁଲାସା: ବୁଢ଼ା ସୂର୍ଯ୍ୟ ଶୋଷିନେବ ପୃଥିବୀର ପ୍ରାଣ,ବାୟୁ
ଓଡିଶା ଭାସ୍କର : ନାସାର ପ୍ଲାନେଟୋରି ମଡେଲିଂ ବ୍ୟବହାର କରି ଟୋହୋ ବିଶ୍ୱବିଦ୍ୟାଳୟ ଗବେଷକ ଏକ ସୁପରକମ୍ପ୍ୟୁଟର ସିମୁଲେସନ ଭବିଷ୍ୟବାଣୀ କରିଛନ୍ତି। ପ୍ରାୟ ଏକ ବିଲିୟନ ବର୍ଷ ମଧ୍ୟରେ ପୃଥିବୀର ଅମ୍ଳଜାନ ପରିମାଣ ହ୍ରାସ…
ମହିଳାମାନେ ବ୍ୟବହାର କରୁଥିବା ସାମ୍ପୁ, ଲୋସନ ଏବଂ ସାବୁନରେ ଚିହ୍ନଟ ହୋଇଛି କ୍ୟାନ୍ସର ସୃଷ୍ଟିକାରୀ କେମିକାଲ୍: ରିସର୍ଚ୍ଚରୁ ଖୁଲାସା
ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ଜଣାପଡିଛି ଯେ, ତ୍ୱଚାର ଯତ୍ନ ପାଇଁ ବ୍ୟବହାର କରାଯାଉଥିବା ଜିନିଷରେ ବହୁ ସଂଖ୍ୟାରେ carcinogen ମିଳିଛି, ଯାହା ଏକ କ୍ୟାନ୍ସରକାରୀ ତତ୍ତ୍ୱ।
ଏହି କେମିକାଲ କ୍ୟାନ୍ସର ସହ ଜଡ଼ିତ, ହେଲେ…
ଉତ୍ତର ବୁର୍କିନା ଫାସୋରେ ବଡ଼ ଆତଙ୍କୀ ହମଲା, ୧୦୦ ଜଣଙ୍କୁ ମାରିଦେଲେ ନୃଶଂସ ଦଳ
ନୂଆଦିଲ୍ଲୀ: ଦୁନିଆର ବିଭିନ୍ନ ଦେଶରେ ଲଗାତାର ଆତଙ୍କୀ ଘଟଣାଗୁଡ଼ିକ ସାମ୍ନାକୁ ଆସୁଛି। ବର୍ତ୍ତମାନ ଉତ୍ତର ବୁର୍କିନା ଫାସୋରେ ଏକ ବଡ଼ ଆତଙ୍କୀ ହମଲା ଘଟିଛି। ଏଥିରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।
ସହାୟତା…
ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ଘରେ ଭୀଷଣ ଅଗ୍ନିକାଣ୍ଡ: ଜାଣନ୍ତୁ ଏବେ କିପରି ଅଛି ସ୍ଥିତି
ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ସାର କୀର ଷ୍ଟାର୍ମରଙ୍କ ଉତ୍ତର ଲଣ୍ଡନସ୍ଥିତ ଘରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସୋମବାର, ମେ ୧୨ ତାରିଖ ସକାଳେ ଘଟିଥିଲା। ସୌଭାଗ୍ୟବଶତଃ, ଏହି…
ଫ୍ରାନ୍ସ କଥାରେ ଥରହର ପାକିସ୍ତାନ
ପ୍ୟାରିସ୍,୧୨ା୫: ପାକିସ୍ତାନୀ ସେନା, ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଯେଭଳି ଭାବରେ ଗୋଟିଏ ପରେ ଗୋଟିଏ ମିଛ କହୁଛନ୍ତି, ସ୍ପଷ୍ଟ ଭାବରେ ସେମାନଙ୍କ ହତାଶା ଭାବ ଦେଖାଯାଉଛି। ପାକିସ୍ତାନ ରାଫେଲ ବିଷୟରେ ସମାନ ବୟାନ…
ମୁଁ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବାରୁ ଗର୍ବିତ: ଡୋନାଲ୍ଡ ଟ୍ରମ୍ପ
ୱାଶିଂଟନ,୧୨ା୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ବନ୍ଦ କରିଥିବା ଜୋର୍ ଦେଇ କହିଛନ୍ତି । ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ଏକ…
ଏଣିକି ପରିସ୍ଥିତି ଶାନ୍ତ! ସୀମାରୁ ହଟିବେ ସୌନ୍ୟ, ଗୋଟିଏ ବି ଗୁଳି ନ ଫୁଟାଇବାକୁ ସହମତି
ନୂଆଦିଲ୍ଲୀ: ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ସୂଚନା ଜାରି । ସୀମାରେ ଗୋଟିଏ ବି ଗୁଳି ଫୁଟିବ ନାହିଁ ବୋଲି ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି ।
ଆଜି ଅପରାହ୍ନ ୫ଟାବେଳେ ଉଭୟ ଦେଶର ଡିଜିଏମଓଙ୍କ ମଧ୍ୟରେ ଆଲୋଚନା…
ଏତେ ଅବସ୍ଥା ପରେ ବି ବନ୍ଦ ହେଉନି ପାକିସ୍ତାନର ଅପପ୍ରଚାର, ଏହି ପୋଷ୍ଟଗୁଡ଼ିକୁ ନକଲି ଘୋଷଣା କଲା PIB
ଇସଲାମାବାଦ/ନୂଆଦିଲ୍ଲୀ,୧୨ା୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସୋସିଆଲ ମିଡିଆରେ ଭାରତୀୟ ସେନାକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ପ୍ରକାରର ମିଥ୍ୟା ଦାବି କରାଯାଉଛି। ଆଜିକାଲି ଏକ ମେସେଜ୍ ଭାଇରାଲ…
Viral Video: ବିପଜ୍ଜନକ କୁମ୍ଭୀରଙ୍କ ମଧ୍ୟରେ ଠିଆ ହୋଇ ହାତରେ ଖାଇବାକୁ ଦେଲେ ଜଣେ ପାକିସ୍ତାନୀ
ନୂଆଦିଲ୍ଲୀ: କୁମ୍ଭୀର ଜଳ ଜଗତର ଏକ ନିଷ୍ଠୁର ଶିକାରୀ ପ୍ରାଣୀ, ଯଦି କେହି ତା'ର କବଳରେ ଫସିଯାଏ ତେବେ ତା' ପାଇଁ ବଞ୍ଚିବା ବହୁତ କଷ୍ଟକର ହୋଇପଡ଼େ । କାରଣ ଏହାର ପାଟି ଏତେ ଶକ୍ତିଶାଳୀ ଯେ ଏହା କିଛି ସେକେଣ୍ଡ ମଧ୍ୟରେ…