fbpx
BJD SKY
BJD SKY
Browsing Category

IPL

(Video) ସେଦିନ ନବୀନ, ଏବେ ଗମ୍ଭୀର… ‘ଦୋସ୍ତି’ର ନୂଆ କାହାଣୀ ଲେଖୁଛନ୍ତି ବିରାଟ: ଯୋଡ଼ି ସୁପରହିଟ

Virat Kohli ଆଇପିଏଲ ୨୦୨୪ରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । କେଉଁଠି ବନ୍ଧୁତାରେ ଫାଟ ସୃଷ୍ଟି ହେଉଛି ତ ଆଉ କେଉଁଠି ଦୀର୍ଘ ଦିନର ମତଭେଦରେ ପଡ଼ୁଛି ପୂର୍ଣ୍ଣଚ୍ଛେଦ । ବର୍ତ୍ତମାନ ଆଇପିଏଲ ଆରମ୍ଭ ହୋଇ…

Mumbai Indians ଉପରେ ବିପଦ! କେବେ ଦଳକୁ ଫେରିବେ ସଂକଟମୋଚକ? ସୂର୍ଯ୍ୟକୁମାରଙ୍କୁ ଖୋଜୁଛନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଏବେ ଘୋର ସଂକଟରେ ପଡ଼ିଯାଇଛି । ଲଗାତାର ଦୁଇଟି ମ୍ୟାଚରେ ପରାଜୟର ସାମନା କରିଛି ମୁମ୍ବାଇ । ହାର୍ଦ୍ଦିକଙ୍କ ନେତୃତ୍ୱକୁ ନେଇ ଫ୍ୟାନ୍ସମାନେ ଯେଉଁ ଆଶା ରଖିଥିଲେ, ତାହା…

Captain ଶୁଭମନ ଗିଲଙ୍କୁ ଡବଲ୍ ଝଟକା: ପରାଜୟ ପରେ ଏହି ଭୁଲ ପାଇଁ ମିଳିଲା ସଜା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ସପ୍ତମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଗୁଜୁରାଟ ଟାଇଟନ୍ସକୁ ୬୩ ରନରେ ମାତ୍ ଦେଇ ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ୟେଲୋ ଆର୍ମି । ସେପଟେ ଏହି ପରାଜୟକୁ…

(Video) ଟିମ ଇଣ୍ଡିଆକୁ ମିଳିଲେ ‘Second Dhoni’! ମା’ଙ୍କୁ ଦେଇଥିବା କଥା ରଖିଲେ ସମୀର, ବର୍ଷିଲା ଛକା

ନୂଆଦିଲ୍ଲୀ: ଆଇପିଏଲର ସପ୍ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ୬୩ ରନରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ । ବ୍ୟାଟିଂ-ବୋଲିଂ ଉଭୟ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରି ଗୁଜୁରାଟକୁ ପରାସ୍ତ କରିଛି ଚେନ୍ନାଇ । ଶିବମ…

ଆଇପିଏଲ୍ ବେଟିଂରେ ସ୍ୱାମୀ ୧ କୋଟି ଟଙ୍କା ହାରିବାରୁ ଜୀବନ ହାରିଲା ସ୍ତ୍ରୀ

ନୂଆଦିଲ୍ଲୀ: ଆଇପିଏଲ ବେଟିଂରେ ସ୍ୱାମୀ ୧ କୋଟି ଟଙ୍କା ହାରିବାରୁ ଜୀବନ ହାରିଦେଲା ସ୍ତ୍ରୀ । ଆର୍ଥିକ କ୍ଷତିକୁ ନେଇ ଉଜୁଡ଼ି ଯାଇଛି ଜଣଙ୍କ ସୁନାର ସଂସାର। ସ୍ୱାମୀଙ୍କ ଋଣଦାତା ବାରମ୍ବାର ହଇରାଣ କରୁଥିବା ୨୩ ବର୍ଷୀୟ…

Titans ପାଇଁ ନୂଆ ରଣନୀତି କରିବେ କ୍ୟାପଟେନ ଋତୁରାଜ! Playing-11କୁ ଫେରିବେ ଧୋନୀଙ୍କ ‘ବ୍ରହ୍ମାସ୍ତ୍ର’

ନୂଆଦିଲ୍ଲୀ: ଆଜି ଆଇପିଏଲର ସପ୍ତମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଗତବର୍ଷର ଦୁଇ ଫାଇନାଲ ଟିମ୍ । ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଆଜି ହେବ ମହାମୁକାବିଲା । ଏଥିପାଇଁ ଉଭୟ ଦଳ ଜୋରଦାର…

(Video) ମ୍ୟାଚ ଜିତି ପରିବାରକୁ Video Call କଲେ ବିରାଟ: ଅନୁଷ୍କା, ଭାମିକା-ଅକାୟଙ୍କ ସହ ମସ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ପତ୍ନୀ ଅନୁଷ୍କାଙ୍କୁ ମିସ୍ କରୁଛନ୍ତି କିଙ୍ଗ କୋହଲି । ପଞ୍ଜାବ ବିପକ୍ଷ ମ୍ୟାଚ ଜିତିବା ପରେ ପରିବାର ଲୋକଙ୍କୁ ଭିଡିଓ କଲ୍ କରି ଖୁସି ବାଣ୍ଟିଛନ୍ତି ବିରାଟ । ପଞ୍ଜାବ-ବେଙ୍ଗଲୁରୁ ମ୍ୟାଚରେ…

IPL-2024ରେ “ଦିନେଶ କାର୍ତ୍ତିକ ୨.୦”: ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖିଲା ପଞ୍ଜାବ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଏବେ ଧିରେ ଧିରେ ରୋମାଞ୍ଚକର ହେବା ଆରମ୍ଭ କରୁଛି । ପ୍ରତ୍ୟେକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେଉଥିବା ବେଳେ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହାଭିତରେ ଦମଦାର ବ୍ୟାଟିଂ କରି…

ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ପଞ୍ଜାବ କିଙ୍ଗ୍ସକୁ ନିମନ୍ତ୍ରଣ କଲା ଆରସିବି

ବେଙ୍ଗାଲୁରୁ: ଆଇପିଏଲ ୨୦୨୪ର ସୋମବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ…

ଆଇପିଏଲରେ କମେଣ୍ଟ୍ରି ସମୟରେ ଅଶ୍ଳୀଳ ଭାଷାକୁ ନେଇ ବଢ଼ିଲା ବିବାଦ

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ରବିବାର କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଭୋଜପୁରୀରେ ଅଶ୍ଳୀଳ ଭାଷା ବ୍ୟବହାରକୁ ନେଇ ବିବାଦ ସୃଷ୍ଟି ହୋଇଛି । ଅନେକ…