Browsing Category

ବିଦେଶ

ଭାରତର ପ୍ରସ୍ତାବ: ପାକିସ୍ତାନ ରାସ୍ତା ଦେଇ କାବୁଲରେ ଖାଦ୍ୟଶସ୍ୟ ପହଞ୍ଚାଇବାକୁ ଦିଅନ୍ତୁ, ଇମ୍ରାନ କହିଲେ- ବିଚାର କରିବୁ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନୀଙ୍କ ସତ୍ତା ଆସିବା ପରେ ସେଠରେ ସ୍ଥିତି ଖୁବ୍ ଶୋଚନୀୟ ରହିଛି । ଲୋକାମାନଙ୍କୁ ଠିକ୍ ଭାବରେ ଖାଦ୍ୟ ମଧ୍ୟ ମିଳିପାରୁନି । ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭୁସୁଡ଼଼ି ପଡ଼ିଛି ।…

ବିଚିତ୍ର ବ୍ରହ୍ମାଣ୍ଡ! ଆପେ ଆପେ ଘୁଞ୍ଚି ଚାଲିଛି ଏହି ରହସ୍ୟମୟୀ ପଥର, ବୈଜ୍ଞାନିକ ମାନେ ବି ଜାଣିପାରୁନାହାନ୍ତି କାରଣ

ନୂଆଦିଲ୍ଲୀ: କଣ ଆପଣ କେବେ ପଥରକୁ ଚାଲୁଥିବାର ଦେଖିଛନ୍ତି କି? ଆମର ଜାଣିବାରେ ପଥର ହେଉଛି ଏକ ନିର୍ଜୀବ ବସ୍ତୁ ଯାହାର କି ଜୀବନ ନାହିଁ । ହେଲେ ଆମେରିକାର ଗୋଟିଏ ଏପରି ସ୍ଥାନ ରହିଛି ଯେଉଁଠାରେ ଥିବା ଏକ ପଥର ଆପେ ଆପେ…

୬୪ ଲକ୍ଷ ଟଙ୍କାରେ ବିକ୍ରି ହେଲା ପୁରୁଣା iPhone, କାରଣ ଜାଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ସାଧାରଣତଃ ଆଇଫୋନ୍ ଅନ୍ୟ ଫୋନ୍ ଗୁଡ଼ିକ ଠାରୁ ମହଙ୍ଗା ହୋଇଥାଏ । ଏହା ତ ଆପଣ ମାନେ ଜାଣିଛନ୍ତି । ହେଲେ ଗୋଟିଏ ଆଇଫୋନ୍ କୁ ୬୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ତେବେ ଏହି ଫୋନ୍ ଟି କୌଣସି ଲାଟେଷ୍ଟ୍…

ଆଫଗାନିସ୍ତାନର ମସଜିଦରେ ବିସ୍ଫୋରଣ, ପ୍ରାର୍ଥନା ବେଳେ ଘଟିଲା ଅଘଟଣ; ୧୨ ଜଣଙ୍କ ଅବସ୍ଥା ଗୁରୁତର

କାବୁଲ: ଆଫଗାନିସ୍ତାନର ଏକ ମସଜିଦ୍ ରେ ବଡ଼ ଧରଣର ବିସ୍ଫୋରଣ ହୋଇଯାଇଛି । ମସଜିଦ୍ ଭିତରେ ପ୍ରାର୍ଥନା କରିବା ବେଳେ ଏହି ଅଘଟଣ ଘଟିଯାଇଛି । ଆଫଗାନିସ୍ତାନର ସ୍ପିନଘର୍ ଜିଲ୍ଲାରେ ଥିବା ନଙ୍ଗରହାର ଅଞ୍ଚଳରେ ଏହି ବିସ୍ଫୋରଣ…

ପାକିସ୍ତାନ ହାରିବା ପରେ ‘ଓ ଭାଇ ମାରୋ…’ ଯୁବକଙ୍କ ପ୍ରତିକ୍ରିୟା, ଦୁଃଖରେ କହିଲେ…

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ୍ ୨୦୨୧ରେ ପାକିସ୍ତାନର ଯାତ୍ରା ଶେଷ ହୋଇଯାଇଛି । ଗୁରୁବାର ଦିନ ସେମିଫାଇନାଲ୍ ମୁକାବିଲାରେ ପାକିସ୍ତାନ ପରାଜୟ ହୋଇଛି । ଅଷ୍ଟ୍ରେଲିୟା ଠାରୁ ୫ଟି ୱିକେଟ୍ ରେ ପାକ୍ ହାରିଛି । ତେବେ…

ଗୋଟିଏ ମିନିଟ୍ ବିଳମ୍ବ ହେବାରୁ କଟିଲା ଦରମା, ମାଲିକ ବିରୋଧରେ ଏପରି ପଦକ୍ଷେପ ନେଲେ ବ୍ୟକ୍ତି

ନୂଆଦିଲ୍ଲୀ: ଜାପାନର ଟ୍ରେନ୍ ଯାତ୍ରାୟତ ସିଷ୍ଟମ ଦୁନିଆରେ ନିଜ ସଠିକ୍ ଟାଇମିଂକୁ ନେଇ ବେଶ୍ ପ୍ରସିଦ୍ଧ । ସେଠାରେ ଟ୍ରେନ୍ ବିଳମ୍ବ ହେବା ବହୁତ ଦୁର୍ଲଭ ଦେଖିବାକୁ ମିଳିଥାଏ । ଟ୍ରେନରେ ଗୋଟିଏ ମିନିଟ୍ ବି ବିଳମ୍ବ ହେବା…

ମହିଳାଙ୍କର ଥିଲା ଅବୈଧ ସମ୍ପର୍କ, ପବ୍ଲିକ୍ ସାମନାରେ ଦିଆଗଲା ଏପରି ଦଣ୍ଡ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ବିଭିନ୍ନ ପ୍ରକାର ବିବାଦ ଦେଖାଦେଇଥାଏ । ଦମ୍ପତିଙ୍କ ମଧ୍ୟରେ ବେଳେ ବେଳେ ତୃତୀୟ ଲୋକଙ୍କୁ ନେଇ ମଧ୍ୟ ସମସ୍ୟା ଦେଖାଦିଏ । ଏହିଭଳି ଏକ ମାମଲା ଇଣ୍ଡୋନେସିଆରେ…

ରେଷ୍ଟୁରାଣ୍ଟ ମାନେଜରଙ୍କ ମୁହଁ ଉପରକୁ ଫୋପାଡ଼ିଲେ ଗରମ ସୁପ୍, ଭାଇରାଲ୍ ହେଉଛି ଉଦ୍ଧତ ମହିଳାଙ୍କ ଭିଡିଓ

ୱାଶିଂଟନ୍: ଜଣେ ଗ୍ରାହକ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କ ମୁହଁ ଉପରକୁ ଗରମ ଗରମ ଧୂଆଁ ବାହାରୁଥିବା ସୁପ୍ ଫୋପାଡ଼ିଛନ୍ତି । ଯାହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମହିଳା ଗ୍ରାହକ ଜଣକ ଖାଦ୍ୟକୁ…

ବାୟୁ ପ୍ରଦୂଷଣ ଯୋଗୁଁ ବଢ଼ିପାରେ ଡିପ୍ରେସନର ବିପଦ, ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ଦୀପାବଳି ହେଉ ବା ଯାନବାହନ ଚଳାଚଳରୁ ବାୟୁ ପ୍ରଦୂଷଣ ସ୍ତର ବଢ଼ିବାରେ ଲାଗିଛି । ଏକ ନୂଆ ରିସର୍ଚ୍ଚରୁ ଖୁଲାସା ହୋଇଛି ଯେ, ବାୟୁ ପ୍ରଦୂଷଣ ସମ୍ପର୍କରେ ଆସିବାରୁ ସୁସ୍ଥ ଲୋକଙ୍କଠାରେ ଅବସାଦ ବା ଡିପ୍ରେସନର…

ପୋଷା କୁକୁର ଚିହ୍ନଟ ହେଲା କରୋନା ପଜିଟିଭ୍

ନୂଆଦିଲ୍ଲୀ: ପୋଷା କୁକୁର ଚିହ୍ନଟ ହୋଇଛି କରୋନା ପଜିଟିଭ୍ । ଏହି ମାମଲା ବ୍ରିଟେନରୁ ଚିହ୍ନଟ ହୋଇଛି । ବୁଧବାର ଦିନ ଏକ ବୟାନରେ ୟୁକେର ମୁଖ୍ୟ ପଶୁ ଚିକିତ୍ସକ ଏନେଇ ସୂଚନା ଦେଇଛନ୍ତି । ଏବେ ବିଦେଶରେ ପୋଷା…