Browsing Category

ବିଦେଶ

ଫେସବୁକ୍ କମ୍ପାନୀ ମେଟାର ବଡ଼ ଘୋଷଣା, ରୁଷ ସରକାରୀ ମିଡିଆକୁ କରିବ ବ୍ଳକ୍

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫେସବୁକ୍ ର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ବଡ଼ ଘୋଷଣା କରିବ । ରୁଷ ମିଡିଆ ଆରଟି ଓ ସ୍ପୁଟନିକ୍ କୁ ୟୁରୋପୀୟ ୟୁନିଅନ୍ ରେ ବ୍ଲକ୍ କରିବ ମେଟା । ଏନେଇ ମଙ୍ଗଳବାର ଦିନ…

FIFAର ବଡ଼ ଘୋଷଣା: ଫୁଟବଲ୍ ବିଶ୍ୱକପରୁ ବାହାର ହେଲା ରୁଷ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଢେଇ ପୂରା ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ଦୁନିଆ ଏବେ ଏହି ଶକ୍ତିଶାଳୀ ଦେଶକୁ ସମାଲୋଚନା କରୁଛି । ଏହି ଲଢେଇରେ…

ଋଷ ଉପରେ ଆମେରିକାର ପ୍ରହାର: ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ସହ ସବୁ ସମ୍ପର୍କ କାଟିଲା ଶକ୍ତିଶାଳୀ ରାଷ୍ଟ୍ର

ନୂଆଦିଲ୍ଲୀ: ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ସମୟରେ ଋଷକୁ ଆମେରିକା ଦେଇଛି ଏକ ବ୍ୟବସାୟୀକ ଝଟକା । ଋଷର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ରାଜ୍ୟ ବିନିଯୋଗ ପାଣ୍ଠି ଉପରେ ନୂଆ କଟକଣା ଲଗାଇଛି ଆମେରିକାର ଟ୍ରେଜେରୀ ବିଭାଗ । ଋଷର…

୧୮୦୦ ଟଙ୍କାର ନିବେଶରୁ ବନିଗଲେ କୋଟିପତି: ଜାଣନ୍ତୁ ଶିକ୍ଷୟିତ୍ରୀଙ୍କ ସଫଳତାର କାହାଣୀ

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ବିଭିନ୍ନ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରି ଦେଇଛି । ଅତ୍ୟନ୍ତ କମ ନିବେଶରୁ ଏହା କୋଟିପତି ବନାଇବାରେ ସହାୟକ ହୋଇଥାଏ । ଏମିତି ଏକ କାହାଣୀ ହେଉଛି ଜଣେ ଶିକ୍ଷୟିତ୍ରୀଙ୍କର । ସାମାନ୍ୟ…

ଯୁଦ୍ଧ ହେବ ଜାଣିଥିଲା ୟୁକ୍ରେନ! ଭାଇରାଲ ହେଉଛି ୟୁକ୍ରେନ ସେନାର ବିଜ୍ଞାପନ ଭିଡିଓ…

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖାଯାଇଛି କିପରି ୟୁକ୍ରେନର ନାଗରିକମାନେ ସେନାବାହିନୀରେ ଯୋଗ ଦେଇଛନ୍ତି  । ବିଭିନ୍ନ ପ୍ରକାର ବୃତ୍ତିରେ ରହିଥିବା ୟୁକ୍ରେନୀୟମାନେ…

ରୁଷ ବିରୋଧରେ ଏକାଠି ହେଲେ ୨୧ ଦେଶ, ୟୁକ୍ରେନକୁ ପଠାଇଲେ ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ସମଗ୍ର ଦୁନିଆକୁ ଦୁଇ ଭାଗରେ ବିଭକ୍ତ କରିଛି। ଗୋଟିଏ ପଟେ ଭାରତ ପରି ଦେଶ ନିରବ ରହିବାକୁ ଉଦ୍ୟମ କରୁଥିବା ବେଳେ ଚୀନ ଏବଂ ପାକିସ୍ତାନ ଏଥିରୁ ଦୂରେଇ ରହିଛନ୍ତି। ଅନ୍ୟପଟେ…

ଜିଡିପିରେ ପଛରେ ପଡିଲା ଚୀନ୍: ଜାତୀୟ ପରିସଂଖ୍ୟାନ ବିଭାଗରୁ ମିଳିଲା ସୂଚନା

ନୂଆଦିଲ୍ଳୀ: ଡ୍ରାଗନକୁ ପରାସ୍ତ କଲା ବାଘ । ଭାରତୀୟ ଅର୍ଥନୀତି ପୁଣି ଥରେ ସଫଳତାର ଦିଗରେ ଏହାର ଯାତ୍ରା ଆରମ୍ଭ କରିଛି । କରୋନାରେ ଭାରତୀୟ ଅର୍ଥନୀତିର ମେରୁହାଡ ଭାଙ୍ଗି ଯାଇଥିବା ବେଳେ ଧୀରେଧୀରେ ଏହା ଅଣ୍ଟା ସଳଖୁଛି…

ସୈନ୍ୟ ଫେରାଉ ରୁଷ: ଆଲୋଚନାରେ ଋଷକୁ ଏମିତି ପ୍ରସ୍ତାବ ଦେଲା ୟୁକ୍ରେନ

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବ କି ନାହିଁ ଏହାକୁ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିନାହିଁ । ବେଲାରୁସରେ ଋଷ-ୟୁକ୍ରେନ ମଧ୍ୟରେ ହେଉଥିବା ଐତିହାସିକ ଆଲୋଚନା ଶେଷ ହୋଇଛି । ପ୍ରାୟ ସାଢ଼େ ୩ ଘଣ୍ଟା ଧରି…

ଆରମ୍ଭ ହେଲା ଶାନ୍ତି ଆଲୋଚନା: ଉଭୟ ପକ୍ଷଙ୍କୁ ସ୍ୱାଗତ କଲେ ବେଲାଋଷ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଳୀ: ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି । ଯୁଦ୍ଧର ପଞ୍ଚମ ଦିନରେ ଶାନ୍ତି ପ୍ରସ୍ତାବ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ଏହାକୁ ସ୍ୱୀକାର କରିଥିଲେ ହେଁ ବେଲାଋଷରେ ନୁହେଁ…

ପୁଣି ଫେରୁଛି କରୋନା: ଖୁବଶୀଘ୍ର ଏହିଠାରୁ ହୋଇପାରେ ମହାମାରୀର ଭୟାନକ ବିସ୍ଫୋରଣ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଏବେ ସାମ୍ୟନ୍ୟ କମ ରହିଛି । ଫଳରେ ଆଶ୍ୱସ୍ତି ଲାଭ କରିଛନ୍ତି ବିଶ୍ୱବାସୀ । କିନ୍ତୁ ଏହି ସମୟରେ ଆଉ ଏକ ଭୟାନକ ତଥ୍ୟ ସାମନାକୁ ଆସିଛି ଯାହାକୁ ନେଇ ପୁଣିଥରେ ଚିନ୍ତାରେ ପଡିଛି…