Browsing Category

ବିଦେଶ

ଋଷ ସେନା ବିରୁଦ୍ଧରେ ୟୁକ୍ରେନର ସଙ୍ଗୀନ ଅଭିଯୋଗ: ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଦାବି କଲେ ସାଂସଦ

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ଋଷ-ୟୁକ୍ରେନ ଯୁଦ୍ଧ । ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ପରେ ସୁଦ୍ଧା ଯୁଦ୍ଧରେ ବିରାମ ଲାଗି ପାରୁନି । ଏହାଭିତରେ ଉଭୟ ଦେଶର ଏହି ଯୁଦ୍ଧକୁ ୪୦ ଦିନ ବିତିଗଲାଣି । ଅଧିକାଂଶ ସହର…

ପାକିସ୍ତାନର ସଂସଦ ଭଙ୍ଗ ହେବା ନିଷ୍ପତ୍ତି ବିରୋଧରେ ଶୁଣାଣି ସ୍ଥଗିତ, ସୁପ୍ରିମକୋର୍ଟ କହିଲେ ଉପ-ବାଚସ୍ପତି ନେଇପାରିବେନି ନିଷ୍ପତ୍ତି

ପାକିସ୍ତାନ ସଂସଦ ଭଙ୍ଗ ନେଇ ବିରୋଧୀଙ୍କ ଯାଚିକା ଉପରେ ପାକିସ୍ତାନ ସୁପ୍ରିମକୋର୍ଟ ଆସନ୍ତାକାଲି ପାଇଁ ଶୁଣାଣି ସ୍ଥଗିତ କରିଛନ୍ତି । ଏବେ ମଙ୍ଗଳବାର ଦିନ ୧୨ଟାରେ ଏନେଇ ଶୁଣାଣି ହେବ । ସୋମବାର ସୁପ୍ରିମକୋର୍ଟ ପ୍ରାଧାନ…

ଧୋକାଦେଇ ନିଜ ସ୍ପର୍ମରୁ ମହିଳାଙ୍କୁ କଲା ଗର୍ଭବତୀ, ସତ ସାମ୍ନାକୁ ଆସିବାରୁ….

ନୂଆଦିଲ୍ଲ: ଜଣେ ଡାକ୍ତର ନିଜ କ୍ଲିନିକକୁ ଆସିଥିବା ମହିଳାଙ୍କୁ ନିଜ ସ୍ପର୍ମ ମାଧ୍ୟମରେ ଗର୍ଭବତୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କୁ ନଜଣାଇ ଏପରି କାମ କରିଥିଲେ ଡାକ୍ତର । ଅନେକ ବର୍ଷ ପରେ ମହିଳାଙ୍କ…

ହଜାର ଫୁଟ ଉଚ୍ଚରେ ବନ୍ଦ ହେଲା ପ୍ଲେନର ଇଞ୍ଜନ: ଜୀବନକୁ ବାଜି ଲଗାଇ ପାଇଲଟ କଲେ ଏପରି କାମ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ଯୁବ ଯୁବ ସୋସିଆଲ ମିଡିଆ ୟୁଜର୍ସମାନେ ବିପଜ୍ଜନକ ଷ୍ଟଣ୍ଟକୁ ଭଲ ପାଉଥିବାର ଦେଖିବାକୁ ମିଳୁଛି । ସେମାନେ ନିଜକୁ ‘ଖତରୋ କି ଖିଲାଡି’ ଭାବେ ପ୍ରମାଣିତ କରିବାକୁ ଅଜବ କାରନାମା କରିଥାନ୍ତି ।…

ଶ୍ରୀଲଙ୍କାରେ ଜରୁରୀ ପରସ୍ଥିତି: ମଧ୍ୟରାତ୍ରିରେ ଇସ୍ତଫା ଦେଲା ସମ୍ପୂର୍ଣ୍ଣ କ୍ୟାବିନେଟ

ନୂଆଦିଲ୍ଳୀ: ଭାରତର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ବର୍ତ୍ତମାନ ଗଭୀର ଅର୍ଥନୈତିକ ସଙ୍କଟର ସାମ୍ନା କରୁଛି । ଏହା ମଧ୍ୟରେ ଅର୍ଥନୈତିକ ସଙ୍କଟ ସହିତ ରାଜନୈତିକ ସଙ୍କଟ ମଧ୍ୟ ଦେଖା ଦେଇଛି । ଏକା ସାଥୀରେ ସମ୍ପୂର୍ଣ୍ଣ…

ପୁଣି ଆଫଗାନିସ୍ତାନ ଉପରେ ତାଲିବାନର ରାଜୁତି: ଚାଷୀଙ୍କୁ ଚେତାବନୀ ସହ ଏହି ଫସଲ ଉପରେ ଲଗାଇଲା ରୋକ

ନୂଆଦିଲ୍ଲୀ: ପୁଣି ଆଫଗାନିସ୍ତାନ ଉପରେ ରାଜୁତି କରୁଛି ତାଲିବାନ । ଦେଶରେ ଅଫିମ ଚାଷ କରିବା ଉପରେ ଆଜିଠୁ ନିଷିଦ୍ଧାଦେଶ ଜାରି କରିଛି ତାଲିବାନ ଶାସନ । ଲାଲ ଫୁଲକୁ କାଟିବା ଆରମ୍ଭ କରି ଦେଇଥିବା ଚାଷୀମାନଙ୍କ ପାଇଁ ଏହି…

ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ! ସଂସଦରେ ଘୋଷଣା କଲେ ବିରୋଧୀ ଦଳ

ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୀତି କେତେ ନିଚ୍ଚ ସ୍ତରକୁ ଯାଇପାରେ ଏହାର ଦୃଶ୍ୟ ରବିବାର ଦେଖିବାକୁ ମିଳିଛି। ନିଜ ଇଚ୍ଛାକୁ ପୂରଣ କରିବାକୁ ଯାଇ କେହି ବି ନେତା ସେଠାରେ କିଛି ବି କରିବାକୁ ପ୍ରସ୍ତୁତ। ଗୋଟିଏ ପଟେ…

ଇମ୍ରାନଙ୍କୁ ଆଶ୍ୱସ୍ତି, ଖାରଜ ହେଲା ଅବିଶ୍ୱାସ ପ୍ରସ୍ତାବ: ନାସନାଲ ଆସେମ୍ବଲି ଭଙ୍ଗ ପରେ ୩ ମାସ ମଧ୍ୟରେ ହେବ ପୁନଃ ନିର୍ବାଚନ

ପାକିସ୍ତାନରେ ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ବିରୋଧୀ ଆଗତ କରିଥିବା ଅବିଶ୍ୱାସ ପ୍ରସ୍ତାବ ଖାରଜ ହୋଇଛି । ଉପବାଚସ୍ପତି କାରସିମ ଖାନ…

ଅନାସ୍ଥା ପ୍ରସ୍ତାବ ପରେ ଭଙ୍ଗ ହେଲା ପାକିସ୍ତାନ ସଂସଦ: ସୁପ୍ରିମକୋର୍ଟ ଯିବେ ବିରୋଧୀ

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ସଂସଦକୁ ଭାଙ୍ଗି ଦିଆଯାଇଛି । ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ସଂସଦ ଭଙ୍ଗ କରିବା ପାଇଁ ଇମ୍ରାନ ଖାନ ପ୍ରସ୍ତାବ…

ଖାରଜ ହେଲା ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ସଂସଦ ଭଙ୍ଗ କରିବାକୁ ପ୍ରସ୍ତାବ ଦେଲେ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନରେ ଦେଖା ଦେଇଥିବା ରାଜନୈତିକ ସଙ୍କଟ କିଛି ଦିନ ପାଇଁ ଟଳି ଯାଇଛି । ପୁନର୍ବାର ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିବେ ଇମ୍ରାନ ଖାନ୍ । ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଗ୍ରହଣ ପାଇଁ ଆଜିର ଦିନକୁ…