Browsing Category
ବିଦେଶ
ଗର୍ଲଫ୍ରେଣ୍ଡଙ୍କ ସହ ଡୋମିନିକାକୁ ରୋମାଣ୍ଟିକ ଯାତ୍ରା କରିଥିଲେ ମେହୁଲ ଚୋକସି: ଆଣ୍ଟିଗୁଆ PM
ନୂଆଦିଲ୍ଲୀ: ଆଣ୍ଟିଗୁଆ ଏବଂ ବାରବୁଦାର ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ କାରିବିଆନ୍ ରୁ ମେହୁଲ ଚୋକସିଙ୍କ ରହସ୍ୟମୟ ଭାବରେ ନିଖୋଜକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି । ପଳାତକ ବ୍ୟବସାୟୀ ମେହୁଲ…
ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲରେ ହଠାତ୍ ପହଞ୍ଚିଗଲେ ମୁଖ୍ୟମନ୍ତ୍ରୀ, କରୋନା ଯୋଦ୍ଧା ଓ ରୋଗୀଙ୍କ ବଢ଼ାଇଲେ ମନୋବଳ
ଭୁବନେଶ୍ଵର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଦ୍ବିତୀୟ ଲହରର ପ୍ରକୋପରେ ସମଗ୍ର ଦେଶରେ ହାହାକାର ସ୍ଥିତି ଉପୁଜିଛି। ଯଦିଓ ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଛି ତଥାପି ଅନେକ ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ରହିଛି।…
ଧୂମପାନ କରୁଥିବା ବ୍ୟକ୍ତିଙ୍କ କୋଭିଡ୍ ମୃତ୍ୟୁ ଆଶଙ୍କା ୫୦ ପ୍ରତିଶତ ଅଧିକ: ଡବ୍ଲୁଏଚଓ
ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଆଗକୁ ଆଉ କେତେ ବର୍ଷ ପର୍ଯ୍ୟନ୍ତ ଏହା ରହିବ ତାହା କହିବା ମୁସ୍କିଲ୍ । ଦ୍ୱିତୀୟ ଲହରରେ କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଅଧିକ ଦରକାର…
ସଇତାନର ଜାଲରେ ଫସିଲେ ପରିବାର: ନାବାଳିକାଙ୍କୁ ଜବରଦସ୍ତ ଉଠାଇ ନେଇ ସିନ୍ଦୁର ଦେଲା ବୃଦ୍ଧ ବର, ଝିଅର ଫେରିବା ବାଟକୁ ଚାହିଁ ରହିଛନ୍ତି…
ଗୁରୁଦାସପୁର: ପାକିସ୍ତାନରେ ଏକ ବିସ୍ମୟକର ଘଟଣା ଘଟିଛି । ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଇ ପାଞ୍ଚଟି ସନ୍ତାନର ପିତା ବିବାହ କରିଛନ୍ତି । ଏହି ଘଟଣା ପରେ ନାବାଳିକା ନାୟବ ଗିଲଙ୍କ…
ପଳାନ୍ତକ ମେହୁଲ ଚୋକସିକୁ ଭାରତକୁ ଆଣିବା ପ୍ରସଙ୍ଗ: ଦସ୍ତାବିଜ୍ ନେଇ ଡୋମିନିକା ପହଞ୍ଚିଲା ଭାରତର ଘରୋଇ ଜେଟ୍
ନୂଆଦିଲ୍ଲୀ: ପିଏନବି ଘୋଟାଲାର ଆରୋପୀ ଏବଂ ପଳାନ୍ତକ ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ଭାରତକୁ ଆଣିବା ପାଇଁ ପ୍ରସ୍ତୁତି ଜୋର ଧରିଛି । ମିଳିଥିବା ସୂଚନା ମୁତାବକ ଚୋକସିକୁ ଆଣିବା ପାଇଁ ଭାରତର ଏକ ଘରୋଇ ବିମାନ…
ଡବ୍ଲୁଏମଓର ଚେତାବନୀ: ଆଗାମୀ ୫ବର୍ଷ ମଧ୍ୟରେ ୪୦ ପ୍ରତିଶତ ବଢ଼ିବ ପୃଥିବୀର ତାପମାତ୍ରା
ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହା ପଛର ମୂଳ କାରଣ ହେଲା ପ୍ରତିଦିନ ନିର୍ମାଣ ହେଉଥିବା ଶିଳ୍ପ ସଂସ୍ଥା ଏବଂ ବହ ବଡ ଅଟ୍ଟାଳିକା । ଏସବୁକୁ ନିର୍ମାଣ କରିବା ପାଇଁ ଯେଉଁଭଳି…
ଗୋପନରେ ବାହାହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍: ଉତ୍ସବରେ ସାମିଲ ହେଲେ ମାତ୍ର ୩୦ ଜଣ ଅତିଥି
ଲଣ୍ଡନ: : କରୋନା କାଳରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କର ମଙ୍ଗେତର କ୍ୟାରି ସାଇମଣ୍ଡସଙ୍କୁ ଗୋପନରେ ବିବାହ କରିଥିବା ଜଣାପଡ଼ିଛି । ଏହି ଅବସରରେ…
ଭାଇରସ୍ ବିରୋଧରେ କାମ କରୁନାହିଁ ଭ୍ୟାକ୍ସିନ୍, ତେଣୁ ଟିକାକରଣ ଧିମେଇ ଯାଇଛି ବୋଲି ସୂଚନା ଦେଲେ ଡାକ୍ତର
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଘାତକ କରୋନା ଭାଇରସ୍ ସାର୍ସ-କୋଭ-୨ ବିରୋଧରେ ଭ୍ୟାକ୍ସିନ କାମ କରୁନାହିଁ । ଏନେଇ କୋଭିଡ୍ ଟିକା ସେପରି ଫଳପ୍ରଦ ହେଉନଥିବା ଜଣାପଡ଼ିଛି । ଫଳରେ ଦକ୍ଷିଣ ଆଫ୍ରିକାରେ…
କରୋନା ମୃତ୍ୟୁସଂଖ୍ୟା ୩୫ ଲକ୍ଷ ୪୭ ହଜାର ଟପିଲା
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୪୭ ହଜାର ୮୭୩ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୬ ଲକ୍ଷ ୧୦…
ଉହାନ୍ ଲ୍ୟାବରୁ ହିଁ ସୃଷ୍ଟି ହୋଇଥିଲା କରୋନା ଭାଇରସ୍, ମିଳିଲା ୟୁନିକ୍ ଫିଙ୍ଗରପ୍ରିଣ୍ଟ୍, ଜାଣନ୍ତୁ ନୂଆ ଅଧ୍ୟୟନର ଦାବି…
ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତିକୁ ନେଇ ସନ୍ଦେହଘେରରେ ରହିଥିବା ଚୀନର ଅସଲ ରୂପ ଖୁବ୍ ଶୀଘ୍ର ବିଶ୍ୱ ସାମ୍ନାକୁ ଆସିବ । ମହାମାରୀ ଭୂତାଣୁର ସୃଷ୍ଟିକୁ ନେଇ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଆମେରିକା ଓ…