CHARIDHAM
Browsing Category

ଦେଶ

ଇଡି କାର୍ଯ୍ୟାଳୟରେ ହାଜର ହେଲେ ରାହୁଲ ଗାନ୍ଧୀ, ନୋଟିସକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ। ଏହି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଇଡି ନୋଟିସ କରିଥିଲା ତାଙ୍କ ସହିତ…

ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ଅଟକ ରଖିଲା ବେଙ୍ଗାଲୁରୁ ପୋଲିସ, ଡ୍ରଗ୍ସ ସେବନ ଅଭିଯୋଗ

ବେଙ୍ଗାଲୁରୁ (ଓଡ଼ିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇକୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଛି । ସିଦ୍ଧାନ୍ତ କପୁରଙ୍କ ଉପରେ ଡ୍ରଗ୍ସ ନେବାର ଅଭିଯୋଗ ଲାଗିଛି । ପୋଲିସ ଚଢାଉ କରିବା ପରେ ତାଙ୍କୁ…

ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ାଇବେ ପ୍ରାଇଭେଟ୍ ଶିକ୍ଷକ

ନୂଆଦିଲ୍ଲୀ: ବେସରକାରୀ ଶିକ୍ଷକଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ଏଣିକି ବେସରକାରୀ ଶିକ୍ଷକମାନେ ମଧ୍ୟ ସରକାରୀ ଇଂରାଜୀ ବିଦ୍ୟାଳୟରେ ଗେଷ୍ଟ ଫେକଲ୍ଟୀ ଭାବରେ ପାଠ ପଢ଼ାଇପାରିବେ । ସେହି ହିସାବରେ ତାଙ୍କୁ ଘଣ୍ଟା ପ୍ରତି…

ପୁଣି ବଢ଼ିଲା କରୋନା ଚିନ୍ତା: ୨୪ ଘଣ୍ଟାରେ ବାହାରିଲେ ୮୦୮୪ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । ଉପରମୁହାଁ ହେଉଛି କରୋନା ଗ୍ରାଫ୍‌ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ…

ତେଲେଙ୍ଗାନାରେ ଓଲଟିଲା ଯାତ୍ରୀବାହୀ ବସ୍: ୫ ଓଡ଼ିଆ ମୃତ

ମାଲକାନଗିରି(ଓଡ଼ିଶା ଭାସ୍କର): ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୩ ଓ ମେଡିକାଲରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ ନିକଟରେ ଯାତ୍ରୀବାହୀ…

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପ୍ରଭାବ, ଗୁଜରାଟ ହୀରା ଉଦ୍ୟୋଗରେ କାର୍ଯ୍ୟରତ ଶ୍ରମିକଙ୍କ ଜୀବିକା ପ୍ରଭାବିତ no

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ କାରଣରୁ ଗୁଜରାଟ ହୀରା ଉଦ୍ୟୋଗରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି । ମୁଖ୍ୟତଃ ସୌରାଷ୍ଟ୍ରର ଗ୍ରାମୀଣ ଇଲାକା ଯେଉଁଠାରେ ରୁଷ୍‌ରୁ ଛୋଟ ଆକାରର…

ରାଷ୍ଟ୍ରପତି ନିର୍ବାଚନ : ରାଜନୈତିକ ଦଳ ସହ ଆଲୋଚନା କରିବେ ନଡ୍ଡା-ରାଜନାଥ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବାକୁ ଭାରତୀୟ ଜନତା ପାର୍ଟି ଦଳର ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି । ନ୍ୟାସନାଲ…

ପ୍ରୟାଗରାଜ ହିଂସାକାଣ୍ଡ ମାମଲା: ବୁଲିବ ସରକାରୀ ବୁଲଡୋଜର, ମାଟିରେ ମିଶିଲା ମାଷ୍ଟରମାଇଣ୍ଡର ଘର

ଲକ୍ଷ୍ନୌ : ଆକ୍ସନ ମୋଡ୍‌ରେ ଯୋଗୀ ସରକାର । ପ୍ରୟାଗରାଜ ହିଂସାର ମାଷ୍ଟରମାଇଣ୍ଡର ଘର ଭାଙ୍ଗିଲା ବୁଲ୍‌ଡୋଜର । ବିଜେପିର ମୁଖପାତ୍ର ନୂୁର ଶର୍ମାଙ୍କ ବୟାନକୁ ବିରୋଧ କରି ପ୍ରୟାଗରାଜରେ ହୋଇଥିବା ହିଂସା ଘଟଣାରେ ଏଭଳି…

ଭାରତ-ଚୀନ ସୀମାରେ ମୁତୟନ ୨ ଯବାନ ନିଖୋଜ, ୧୪ ଦିନ ହେବ ମିଳୁନି ପତ୍ତା, ସେନାର ସର୍ଚ୍ଚ ଅପରେସନ୍ ଜାରି

ନୂଆଦିଲ୍ଲୀ, : ସୀମା ସୁରକ୍ଷା ଦାୟିତ୍ୱରେ ଥିବା ୨ ଯବାନଙ୍କ ନିଖୋଜ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଦୀର୍ଘ ୧୪ ଦିନ ହେବ ସେମାନଙ୍କର କୌଣସି ଖୋଜଖବର ମିଳିପାରୁ ନାହିଁ । ଭାରତ-ଚୀନ ସୀମାରୁ ଏହି ୨ ଯବାନ ନିଖୋଜ…

ନ୍ୟାସନାଲ ହେରାଲ୍ଡ ମାମଲା: ଆଜି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ-ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଚୁକ୍ତି ସମ୍ବନ୍ଧିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଇଡିରେ ହାଜର ହେବେ । ରାଜନୈତିକ ଉଦ୍ଦେଶ୍ୟ ରଖି ଇଡି ଜରିଆରେ…