Browsing Category

ଦେଶ

ସ୍ୱତନ୍ତ୍ର ବିମାନରେ ଫେରିବେ ଆଫଗାନିସ୍ତାନରେ ଫସିଥିବା ଭାରତୀୟ; ଜାରି ହେଲା ହେଲ୍ପଲାଇନ ନମ୍ବର

ନୂଆଦିଲ୍ଳୀ: ଆଫଗାନିସ୍ତାନରେ ତାଲିବାନୀଙ୍କ ପ୍ରଭାବ ବଢି ଚାଲିଥିବା ବେଳେ ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ…

ଭାରତରେ ବ୍ୟାନ୍ ହୋଇଥିବା ଏହି ଆପ୍ ଦୁନିଆରେ ହୋଇଛି ସର୍ବାଧିକ ଥର ଡାଉନଲୋଡ୍, ଜାଣନ୍ତୁ ଟପ୍ ୫ ଲିଷ୍ଟରେ ରହିଛି କେଉଁ କେଉଁ ଆପ୍

ନୂଆଦିଲ୍ଲୀ: ୨୦୨୦ରେ ସର୍ବାଧିକ ଥର ଡାଉନଲୋଡ୍ କରାଯାଇଥିବା ଆପ୍ ହୋଇଥିଲା ଟିକଟକ୍ । ଏଥିସହ ଫେସବୁକ୍ ଭଳି ଆପ୍ କୁ ବି ପଛରେ ଛାଡ଼ିଦେଇଥିଲା ଟିକଟକ୍ । ବିଜନେସ୍ ଜର୍ନାଲ୍ ନିକ୍କେଇ ଏସିଆର ଏକ ରିପୋର୍ଟ ମୁତାବକ, ୨୦୧୮ରୁ…

ଝିଅର ବୟସ ୧୩, ମହାଭାରତକୁ ଦେଲେ ନୂଆ ରୂପ

ଓଡ଼ିଶା ଭାସ୍କର ବ୍ୟୁରୋ: ବୟସ କଅଁଳ । ବୁଦ୍ଧି କିନ୍ତୁ ପାକଳ । ଏପରି ମେଧା ଶକ୍ତି ଯେ ମହାଭାରତ ଭଳି ପୌରାଣିକ ଗାଥାକୁ ମାତ୍ର ହଜାରେ ଛନ୍ଦରେ ସଜାଇ ପଦ୍ୟ ରଚନା କରିଦେଲେ । ଅସମ୍ଭବ ଲାଗୁଥିଲେ ବି ସମ୍ଭବ କରି…

୧୯୮୯ ମସିହାରୁ ଏଯାବତ୍ ଜମ୍ମୁରେ ୫ ହଜାର ୮୦୦ରୁ ଅଧିକ ସୁରକ୍ଷାକର୍ମୀ ହୋଇଛନ୍ତି ସହିଦ୍

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଆଜି ଯାଏଁ ତାଜା ରହିଛି । ଏଥିଯୋଗୁଁ ହେଉଥିବା ବିବାଦ କାରଣରୁ ସୀମାରେ ଅନେକ ଯବାନଙ୍କ ପ୍ରାଣ ଯାଇଛି । ଆଉ ଏହି ବିବାଦ କାରଣରୁ ହିଁ ଅନେକ…

କ୍ଷୀର ନା ଅମୃତ ! ଲିଟରକୁ ୧୦ ହଜାର ଟଙ୍କାରେ ବିକ୍ରି ହେଉଛି, ଏମିତି ରହିଛି କାରଣ

ନୂଆଦିଲ୍ଲୀ: ଗଧ କ୍ଷୀର ଲିଟର୍ ପିଛା ୧୦ ହଜାର ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ତଥ୍ୟଟି ଏକଦମ୍ ସତ୍ୟ । କିଛି ଦିନ ହେବ ମହାରାଷ୍ଟ୍ରର ଉତ୍ସାନାବାଦ୍ ଜିଲ୍ଲାରେ ଗଧ କ୍ଷୀର ଚର୍ଚ୍ଚାର ବିଷୟ…

ଅଗଷ୍ଟ ୫ରେ ଡ୍ୟୁଟିକୁ ଫେରିଲେ ଯବାନ, ୭ରେ ହୋଇଗଲେ ସହିଦ୍; ସସମ୍ମାନ ଦିଆଗଲା ଶ୍ରଦ୍ଧାଞ୍ଜଳି

ହରିୟାଣା: ଅଗଷ୍ଟ ୫ ତାରିଖରେ ଡ୍ୟୁଟିକୁ ଫେରିଥିଲେ ଯବାନ । ହେଲେ ୭ ତାରିଖରେ ଯୁଦ୍ଧ ସମୟରେ ସହିଦ୍ ହୋଇଗଲେ । ହରିୟାଣାର ହିସାର ଗାଁରେ ରହୁଥିବା ୨୪ ବର୍ଷିୟ ଯବାନ ସୁରେନ୍ଦ୍ର କାଲୀରାମନା ଜମ୍ମୁ-କାଶ୍ମୀରର ଉରୀ…

ଝିଅ ବଡ଼ ହୋଇଗଲା, ସବୁ ସକ୍ଷମ… ତେଣୁ ଏମିତି କହିଲେ କୋର୍ଟ

ଓଡ଼ିଶା ଭାସ୍କର ବ୍ୟୁରୋ: ଝିଅ ବଡ଼ ହୋଇଗଲାଣି । ପ୍ରାପ୍ତ ବୟସ୍କା ହେବା ସହ ଶାରିରୀକ ଓ ମାନସିକ ଭାବରେ ସୁସ୍ଥ ଅଛି । ଏଥିସହ ଶିକ୍ଷା ଲାଭ ମଧ୍ୟ କରିଛନ୍ତି । ପୁଣି ପିତାଙ୍କ ନିକଟରୁ ଭରଣ ପୋଷଣ ମାଗିବ କାହିଁକି? ଏକଥା…

ଏବେ Whatsappରେ ମିଳିବ Covid Vaccination Certificate, ଫଲୋ କରନ୍ତୁ ଏହି ୩ଟି ଷ୍ଟେପ୍

ନୂଆଦିଲ୍ଲୀ: ଏଣିକି ଆପଣମାନେ ସହଜରେ ନିଜର ହ୍ୱାଟସଆପରେ କୋଭିଡ୍ ଭ୍ୟାକ୍ସିନେସନ ସାର୍ଟିଫିକେଟ୍ ପାଇପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର ୩ଟି ଷ୍ଟେପ୍ ଫଲୋ କରି ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ । ସଂପ୍ରତି ସମଗ୍ର…

ଘୋର କଳିଯୁଗ! ପାଠ ପଢ଼ିବାକୁ କହିବାରୁ ବେଲ୍ଟରେ ମାଆର ତଣ୍ଟିଚିପି ମାରିଦେଲା ଝିଅ

ମୁମ୍ବାଇ: ଜଣେ ୧୫ ବର୍ଷୀୟା ଝିଅ ସାମନ୍ୟ ବଚସାକୁ ନେଇ ନିଜ ମା'ଙ୍କା ହତ୍ୟା କରିଥିବା ଜଣାପଡ଼ିଛି । ଏହିଭଳି ଏକ ଖବର ଆସିଛି ମାୟା ନଗରୀ ମୁମ୍ବାଇରୁ । ଘଟଣା କ୍ରମେ, ମାଆ-ଝିଅଙ୍କ ମଧ୍ୟରେ ପାଠପଢ଼ା କଥାକୁ ନେଇ ଝଗଡ଼ା…

କରୋନାର ସବୁ ଭାରିଆଣ୍ଟକୁ ଦମନ କରିବ ସୁପର୍ ଭାକସିନ୍, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ: କରୋନା ମହାମାରୀର ନୂଆ ନୂଆ ଭାରିଆଣ୍ଟ କାରଣରୁ ଲୋକ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ଏବେ ଲୋକ ମାନଙ୍କ ପାଇଁ ବୈଜ୍ଞାନିକ ମାନେ ନୂଆ ଏକ ଫର୍ମୁଲା ବାହାର କରିଛନ୍ତି । ଯେଉଁଥିରେ କରୋନାର…