Browsing Category
ଦେଶ
ସୁପ୍ରିମକୋର୍ଟରେ ପହଞ୍ଚିଲା ଧନବାଦରେ ଜଜଙ୍କ ମୃତ୍ୟୁ ମାମଲା, ଜାଣନ୍ତୁ କଣ କହିଲେ ସର୍ବୋଚ୍ଚ ନ୍ୟାୟାଳୟ
ଧନବାଦ: ଝାଡ଼ଖଣ୍ଡର ଧନବାଦ ଜିଲ୍ଲାରେ ମର୍ଣ୍ଣିଂୱାର୍କ ରେ ଯାଉଥିବା ସମୟରେ ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍, କୋର୍ଟକୁ କହିଛନ୍ତି ଯେ, ଏହି ମାମଲାର…
ଜାମ୍ମୁ କାଶ୍ମୀର, ଅମରନାଥ, ହିମାଚଳ ପ୍ରଦେଶରେ ଫାଟିଲା ବାଦଲ; ୧୬ ମୃତ
ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର କିସ୍ତୱାଡ ଜିଲ୍ଲାରେ ପ୍ରକୃତିର ତାଣ୍ଡବ । ଏଠାରେ ବାଦଲ ଫାଟିବାରୁ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ ଅନେକ ଲୋକ ନିଖୋଜ୍ ହୋଇଯାଇଛନ୍ତି । ଖାଲି ସେତିକି…
ଆଜି ହେଉଛି ଅନ୍ତର୍ଜାତୀୟ ବାଘ ଦିବସ, ଜାଣନ୍ତୁ ଏହାର ଇତିହାସ
ନୂଆଦିଲ୍ଲୀ: ପ୍ରତିବର୍ଷ ୨୯ ଜୁଲାଇରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ବାଘ ଦିବସ ପାଳନ କରାଯାଉଛି । ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବାଘଙ୍କୁ ସଂରକ୍ଷଣ କରିବା ଓ ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ବଞ୍ଚାଇବା…
ପୁଣି ଫେରିଲା କଟକଣା, ଏହି ରାଜ୍ୟରେ ଘୋଷଣା ହେଲା ସମ୍ପୂର୍ଣ୍ଣ ଲକଡାଉନ୍
ଥିରୁବନନ୍ତପୁରମ୍: କେରଳରେ କିଛଇ ଦିନର ବ୍ୟବଧାନ ପରେ ପୁଣି ଲକଡାଉନ୍ ଫେରିଛି । ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାକୁ ଲାଗିଲାଣି । ମାମଲା ସଂଖ୍ୟା ବୃଦ୍ଧି ପାଉଥିବାରୁ କେରଳରେ ପୁଣି ସପ୍ତାହାନ୍ତରେ ସମ୍ପୂର୍ଣ୍ଣ…
ଦେଶରେ ମୃତ୍ୟୁସଂଖ୍ୟା ୪,୨୨,୬୬୨କୁ ବୃଦ୍ଧି, ଜାଣନ୍ତୁ ଆଜି କେତେ
ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । କିଛିଦିନ ପୂର୍ବରୁ ପୁଣି କରୋନା କଡ଼ ଲେଉଟାଇବାକୁ ନେଇ ଚିନ୍ତା ବଢ଼ିଯାଇଥିଲା ।…
ମର୍ଣ୍ଣିଂୱାର୍କ ବେଳେ ଏଡିଜେଙ୍କୁ ହତ୍ୟା, ସାମ୍ନାକୁ ଆସିଲା ଭିଡିଓ
ଧନବାଦ: ଝାଡ଼ଖଣ୍ଡର ଧନବାଦରେ ମର୍ଣ୍ଣିଂୱାର୍କ ପାଇଁ ବାହାରିଥିବା ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଛି । କିନ୍ତୁ ଏବେ ମୃତ୍ୟୁର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି, ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଅଟୋଟି…
କେନ୍ଦ୍ରର ନୂଆ କରୋନା ଗାଇଡ୍ଲାଇନ ଜାରି, ଅଗଷ୍ଟ ୩୧ ପର୍ଯ୍ୟନ୍ତ କଟକଣା ବୃଦ୍ଧି: ଆଗକୁ ପାର୍ବଣ ଋତୁ, ସତର୍କ ରହିବାକୁ ପରାମର୍ଶ
ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍) : ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡ୍ଲାଇନ୍ ଅବଧିକୁ ଆସନ୍ତା ମାସ ଅର୍ଥାତ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ…
ଜିତିଗଲା ଶ୍ରୀଲଙ୍କା; ୨ୟ ମ୍ୟାଚ୍ ହାତରୁ ଗଲା
ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଡ୍ରାଇଭର ସିଟରେ ରହିଥିଲା ଭାରତ। ହେଲେ ହାରିଗଲା।ହାତରୁ ଗଲା ୨ୟ ମ୍ୟାଚ୍। ଫଳରେ ମୁକାବିଲା ଆଗକୁ କଡ଼ା ହେଇଗଲା।…
ସାରା ଦେଶରେ ଖେଲା ହବେ… ସୋନିଆଙ୍କୁ ଭେଟିବା ପରେ ମମତା ଆଉକଣ କହିଲେ…
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ତାଙ୍କର ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ଆଜି ବୁଧବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହି ଅବସରରେ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ…
ନବମ ଶ୍ରେଣୀ ଛାତ୍ର ତିଆରି କଲେ ସିପିୟୁ, ଆକାରରେ ହାତ ପାପୁଲି ସହ ସମାନ
ତାମିଲନାଡୁର ତିରୁଭରୁର ଜିଲ୍ଲାର ନବମ ଶ୍ରେଣୀର ଛାତ୍ର ଏସ୍ ମାଧବ ହାତର ପାପୁଲି ଆକାରର କମ୍ପ୍ୟୁଟର ସିପିୟୁ ତିଆରି କରିଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏସ.ଏସ୍ ମାଧବଙ୍କୁ ଭେଟି ଏହି ଅନନ୍ୟ…