Browsing Category

ଦେଶ

ନୂଆ ୱେବ୍‌ସାଇଟ୍‌ ଲଞ୍ଚ ଆୟକର ବିଭାଗ, ଏଣିକି ସହଜ ହେବ ଇ-ଫାଇଲିଂ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ଆୟକର ବିଭାଗ ସୋମବାରଠାରୁ ନିଜର ନୂଆ ୱେବ୍‌ସାଇଟ ଆରମ୍ଭ କରିଛି । କରଦାତାଏହି ୱେବସାଇଟ ମାଧ୍ୟରେ ଟିକସ ଫେରସ୍ତ ପାଇଁ ଆବେଦନ କଲେଯଥାଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ହୋଇ…

କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ: ୭ ଦିନରେ ହେଉଛି ଘାତକ, ନେଉଛି ଭୟଙ୍କର ରୂପ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ କୋରୋନାର ଦ୍ୱିତୀୟ ଲହରର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ସମୟ ମଧ୍ୟରେ ଏକ ନୂଆ ଆତଙ୍କ ସାମନାକୁ ଆସିଛି । ପୁଣେର ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି…

ବେସରକାରୀ ହସ୍ପିଟାଲ ଗୁଡ଼ିକ ପାଇଁ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କଲା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ବେସରକାରୀ ଡାକ୍ତରଖାନାଗୁଡ଼ିକରେ କରୋନା ଟିକା ମୂଲ୍ୟ ସମ୍ପର୍କରେ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ,…

ମାତା ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ବୈଷ୍ଣୋ ଦେବୀ ବୋର୍ଡର କ୍ୟାସ କାଉଣ୍ଟର ନିକଟରେ ଏହି ହୋଇଛି। ଏହି ଅଗ୍ନିକାଣ୍ଡରେ କୌଣସି…

ବୃଦ୍ଧି ପାଉଛି ପେଟ୍ରୋଲ ଦର, VJTI ଛାତ୍ର ତିଆରି କଲେ ବ୍ୟାଟେରି ସାଇକେଲ

ମୁମ୍ବାଇ: ପେଟ୍ରୋଲ-ଡିଜେଲର ଦାମ ଯେଉଁଭଳି ବୃଦ୍ଧି ପାଉଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇର ଜଣେ ଯୁବକ ତିଆରି କରିଛନ୍ତି ବ୍ୟାଟେରି ସାଇକେଲ । ଯାହାକି ସମ୍ପୂର୍ଣ୍ଣ…

ପଜିଟିଭିଟି ହାର କମୁଛି, ରିକଭରି ହାର ବଢ଼ୁଛି

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଦେଶର ୧୫ଟି ରାଜ୍ୟରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ୍ ରହିଛି । ଗତ ଏକ ସପ୍ତାହରେ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ପ୍ରାୟ…

ଆସାମ ବୋର୍ଡ ପରୀକ୍ଷା: ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀଙ୍କ ଦାବି

ନୂଆଦିଲ୍ଲୀ: ଆସାମରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ନେଇ ଲାଗିରହିଛି ଦ୍ୱନ୍ଦ । ଏହି ପରିପ୍ରେକ୍ଷୀରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ କାରିବାକୁ ରବିବାର ଦିନ ହଜାର ହଜାର ଛାତ୍ର ଟ୍ୱିଟରରେ ଏକ…

ସୀମାରେ ସେନାକୁ ସକ୍ରିୟ କରୁଛି ଚୀନ, ଲଢ଼ୁଆ ବିମାନ ସହିତ ସୀମାରେ ଚଳାଇଛି ଅଭ୍ୟାସ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ପୂର୍ବ ଲଦାଖ ସୀମା ଅଞ୍ଚଳରେ ଗତ ଏକ ବର୍ଷ ଧରି ବିବାଦ ଲାଗି ରହିଛି । ହେଲେ ଏଯାବତ୍ ଏହି ବିବାଦ ଥମିବାର ନାଁ ଧରୁନି । ଏହା ମଧ୍ୟରେ ପୁଣିଥରେ ସୀମାରେ ଚୀନ ସେନା ଚାଲବାଜି କରିବା…

ଚମକୁଛି ସାକ୍ଷୀ-ଧୋନୀଙ୍କ ଘର-ଫାର୍ମ ହାଉସ୍; ଜାଣନ୍ତୁ କଣ ସବୁ ରହିଛି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେଲିବ୍ରେଟିମାନଙ୍କ ଅନେକ ସଉକ ରହିଥାଏ । ଆଉ ଏହି ସୌକ ପୂରା କରିବାକୁ ସେମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ସେ ଫିଲ୍ମ ଷ୍ଟାର ହୁଅନ୍ତୁ ବା କ୍ରିକେଟ ତାରକା…

ଅକ୍ସିଜେନ୍ ଅଭାବରୁ ୨୨ ଆକ୍ରାନ୍ତଙ୍କ ମୃତ୍ୟୁର ଭିଡିଓ ଭାଇରାଲ: ହସ୍ପିଟାଲ ସିଲ୍

ଲକ୍ଷ୍ନୌ: ଅକ୍ସିଜେନ୍ କାଣ୍ଡ ହୋଇଥିବା ଉତ୍ତରପ୍ରଦେଶ ଆଗ୍ରାର ପାରସ ହସ୍ପିଟାଲକୁ ସିଲ୍ କରିଦିଆଯାଇଛି । ଏହି ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଅକ୍ସିଜେନ୍ ଅଭାବରୁ ମକଡ୍ରିଲ ସମୟରେ ୨୨ ଆକ୍ରାନ୍ତଙ୍କ…