Browsing Category

ଦେଶ

ଯୋଗ ଓ ଆୟୁର୍ବେଦରେ ସୁସ୍ଥ ହୋଇଛନ୍ତି ୯୦%, ଏଲୋପାଥିକରେ ସୁସ୍ଥ ହୋଇଛନ୍ତି ୧୦%: ବାବା ରାମଦେବ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ମଧ୍ୟରେ ଆୟୁର୍ବେଦିକ ଏବଂ ଏଲୋପାଥିକ୍ ମଧ୍ୟରେ ବିବାଦ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଯୋଗଗୁରୁ ବାବା ରାମଦେବ ଏବଂ ଆଇଏମଏ ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ।…

ଭାରତକୁ ଝଟକା, ମେହୁଲ ଚୋକସିର ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହା ଦୁର୍ନୀତିର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିର ପ୍ରତ୍ୟର୍ପଣ ପାଇଁ ଭାରତର ପ୍ରୟାସକୁ ଝଟକା ଲାଗିଛି । ଚୋକସିର ପ୍ରତ୍ୟର୍ପଣ ଉପରେ ଡୋମିନିକା…

ଦେଢ଼ମାସ ପରେ ମହାମାରୀ କରୋନାରୁ ମିଳିଲା ବଡ଼ ଆଶ୍ୱସ୍ତି, ଦେଶରେ ସୁସ୍ଥ ହେଲେ ଅଢ଼େଇ ଲକ୍ଷ ବ୍ୟକ୍ତି

ଦେଶରେ ଅଦ୍ୟାବଧି ୨୦.୫୭ କୋଟି ଲୋକ ଟିକା ନେଇସାରିଲେଣି । ଏଥିସହ ଦୈନିକ କରୋନା ପରୀକ୍ଷଣ ପ୍ରାୟ ୨୦ ଲକ୍ଷ ରହିଛି । କ୍ରମାଗତ ପରୀକ୍ଷଣ ଓ ଟିକାକରଣ ଦ୍ୱାରା କରୋନା ସଂକ୍ରମଣରେ ନିୟନ୍ତ୍ରଣ ଆସିଥିବା କୁହାଯାଉଛି ।

ଭାରତରେ ଆଜି ୩୬୬୦ କରୋନା ରୋଗୀଙ୍କ ମୃତ୍ୟୁ, ୧.୮ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ :ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି ।  ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୬୬୦ ଜଣଙ୍କ ମୃତ୍ୟୁ…

ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ୨୦୨୧: କଣ ରହିଛି ଏହି ଦିବସର ମହତ୍ତ୍ୱ ଓ ଇତିହାସ

ଓଡ଼ିଶା ଭାସ୍କର ବ୍ୟୁରୋ: ଦୁନିଆର ସମସ୍ତ ମହିଳା ମାସିକ ଋତୁସ୍ରାବ ଦେଇ ଗତି କରନ୍ତି । ହେଲେ ଆଜିକା ସମୟରେ ମଧ୍ୟ ଏହାକୁ ମହିଳା ମାନେ ଲୁକ୍କାୟିତ ଭାବରେ ରଖନ୍ତି । ତେବେ ଏହି ମାସିକ ଋତୁସ୍ରାବ ସମୟରେ ଆମକୁ…

ଏମଭି ଏକ୍ସ-ପ୍ରେସ୍ ପର୍ଲ କଣ୍ଟେନର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ଅବଗତ କଲେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇ କମିଶନର

କଲମ୍ବୋ: ଏମଭି ଏକ୍ସ-ପ୍ରେସ୍ ପର୍ଲ କଣ୍ଟେନରର ନିଆଁ ଲିଭା ଯିବା ସହ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଉଭୟ ଭାରତ ଓ ଶ୍ରୀଲଙ୍କାର ତଟରକ୍ଷୀ ବାହିନୀଙ୍କ ସାହସିକତାପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି…

କରୋନା ଭ୍ୟାକ୍ସିନକୁ ନେଇ ଉଠିଲା ପ୍ରଶ୍ନ: ଦୁଇଟି ଯାକ ଡୋଜ୍ ନେବା ପରେ ବି ଲୋକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି, ଏହା ପଛର କାରଣ କ’ଣ ହୋଇପାରେ

ନୂଆଦିଲ୍ଲୀ: ଦେଶରେ କରୋନା ବହୁଦିନ ଧରି ନିଜର ଆସ୍ଥାନ ଜମାଇ ସାରିଲାଣି । ଦେଶରେ ବର୍ତ୍ତମାନ ଟିକାକରଣ ଜାରି ରହିଥିବା ବେଳେ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । କିଛି ଲୋକ ଭ୍ୟାକ୍ସିନର ଦୁଇଟି…

ଯମୁନା ଏକ୍ସପ୍ରେସୱେ’ରେ ଏମଜେନ୍ସି ଲ୍ୟାଣ୍ଡିଂ କଲା ବିମାନ, ପାଇଲଟ୍‌ ଏବଂ ସହପାଇଲଟ୍‌ ଉଭୟେ ସୁରକ୍ଷିତ

ଲକ୍ଷ୍ନୌ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶର ମଥୁରା ଜନପଦରେ ଯମୁନା ଏକ୍ସପ୍ରେସ୍‌ୱେ ଏକ ବିମାନ ଜରୁରୀ ଅବତରଣ କରିଛି । ଦୁଇ ଆସନ ବିଶିଷ୍ଟ ଏକ ଛୋଟ ଏୟାରକ୍ରାଫ୍ଟ ହଠାତ୍‌ ରାଜପଥରେ ଅବତରଣ କରିଥିଲା । ଅବତରଣ…

କରୋନା ଟିକାକୁ ଡର: ଡାକ୍ତରଙ୍କୁ ଦେଖି ଭୟରେ ନଦୀକୁ ଡେଇଁଲେ ଗ୍ରାମବାସୀ, ଜାଣନ୍ତୁ ତା’ପରେ କ’ଣ ହେଲା

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ଜାରି ରହିଥିବାରୁ ବର୍ତ୍ତମାନ ଚାରିଆଡ଼େ ଟିକାକରଣ ଚାଲିଛି । ସରକାର ସମସ୍ତ ରାଜ୍ୟକୁ ଆବଶ୍ୟକ ମୁତାବକ ଟିକା ଠିକଭାବେ ଯୋଗାଇ ପାରୁନାହାନ୍ତି । ଟିକା ପାଇଁ ଲୋକମାନେ ବ୍ୟାକୁଳ…

ମୃତ ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ର ଦେବ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ତତ୍ତ୍ୱାବଧାନରେ ମନ୍ତ୍ରଣାଳୟ ନିଜ ପକ୍ଷରୁ ୨୦୨୦ ଓ ୨୦୨୧ରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ସମ୍ପର୍କରେ…