Browsing Category

ଦେଶ

ସୁରକ୍ଷା ବଳ ଭେଦ କରି ପ୍ରିୟକାଙ୍କ ଘରେ ପଶିଲେ ୫ଜଣ ଲୋକ!

ନୂଆଦିଲ୍ଲୀ, ୨ା୧୨: ପ୍ରିୟଙ୍ଗା ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ସିଆରପିଏଫ ସୁରକ୍ଷା ବଳୟ ଭେଦ କରି ପ୍ରିୟକାଙ୍କ ଘରେ ୫ଜଣ ଲୋକ ଘରେ ପଶିଯାଇଥିବା ସୂଚନା ମିଳିଛି । ତେଣୁ ସୁରକ୍ଷାରେ ତ୍ରୁଟି…

ସପା ନେତାଙ୍କ ସହ ବିବାହ ରଚିଲେ କଂଗ୍ରେସ ପ୍ରବକ୍ତା ପଙ୍ଖୁଡି

ନୂଆନିଲ୍ଲୀ,୨ ।୧୨: କଂଗ୍ରେସ ମିଡିଆ ପୈନାଲିଷ୍ଟ ପଙ୍ଖୁଡି ପାଠକ ଆଜି ସମାଜବାଦୀ ପାର୍ଟୀର ନେତା ଅନିଲ ଯାଦବଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଜଧାନୀ ଦିଲ୍ଲୀର ବସୁନ୍ଧରା ବାଟିକାରେ ହୋଇଥିବା ଏହି…

ରାଜ୍ୟସଭାରେ ଉଠିଲା ହାଇଦ୍ରାବାଦ ଗଣଦୁଷ୍କର୍ମ ପ୍ରସଙ୍ଗ

ନୂଆଦିଲ୍ଲୀ,୨ ।୧୨: ରାଜ୍ୟସଭାରେ ଆଜି ହାଇଦ୍ରାବାଦ ଗଣଦୁଷ୍କର୍ମ ପ୍ରସଙ୍ଗ ଉଠାଇଛି କଂଗ୍ରେସ । ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ନେତା ଗୁଲାମନବୀ ଆଜାଦ । ସେ ଗୃହରେ କହିଛନ୍ତି ଯେ, ଦୋଷୀଙ୍କ ବିରୋଧରେ ରାଜ୍ୟ ସରକାର…

ଅଦିନିଆ ବର୍ଷାରେ ୧୫ ମୃତ

ତାମିଲନାଡୁ,୨ ।୧୨: ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଏକ କାନ୍ଥ ଭୁଷୁଡି ତିନୋଟି ଘର ଭାଙ୍ଗି ଯାଇଛି। ଏହି ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା…

ଚାଲାଣ କାଟିବାରୁ ବାଇକ୍ ସହ ଏପରି କଲେ ଯୁବକ, ଯାହାକୁ ଦେଖି ପୋଲିସର ଉଡିଲା ହୋସ୍, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ,୧ ।୧୨: ସାରା ଦେଶରେ ଟ୍ରାଫିକ୍ ନିୟମ କଡାକଡି କରାଯାଇଛି । ନିୟମ ମାନୁନଥିବା ଚାଳକଙ୍କ ପାଇଁ ଚାଲାଣ କାଟୁଛନ୍ତି ପୋଲିସ । ସେହିପରି ପୋଲିସ ଜଣେ ଯୁବକଙ୍କ ବାଇକର ଚାଲାଣ କାଟିବାରୁ ସେ ରାଗି ବାଇକ୍ ସହ କିଛି…

ତୁର୍କୀ ଓ ଇଜିପ୍ଟରୁ ଆସୁଛି ପିଆଜ

ନୂଆଦିଲ୍ଲୀ,୧ ।୧୨: ସାରା ଦେଶରେ ପିଆଜ ଦର ଘୁ ଘୁ ହୋଇ ବଢିବାରେ ଲାଗିଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ବାହାର ଦେଶରୁ ପିଆଜ ମଗାଉଛନ୍ତି ସରକାର । ତୁର୍କି ଓ ଇଜିପ୍ଟରୁ ୧୭ ହଜାର ୯୦ ମେଟ୍ରିକ ଟନ୍ ପିଆଜ ଆସୁଛି…

ନାନା ପାଟୋଲେ ହେଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି

ମହାରାଷ୍ଟ୍ର,୧ା୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ପ୍ରସଙ୍ଗ ନେଇ ସର୍ବଦଳୀୟ ବୈଠକ ହୋଇଥିଲା । କଂଗ୍ରେସର ନାନାଭାଓ ପାଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହୋଇଛନ୍ତି । ନିଦ୍ୱନ୍ଦ୍ୱର୍ରେ…

ବିମାନ ଦୁର୍ଘଟଣା, ୯ମୃତ

ନୂଆଦିଲ୍ଲୀ,୧ା୧୨: ଆମେରିକାର ଦକ୍ଷିଣ ଡାକୋଟାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସେହି ବିମାନ ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…

ନାନା ପାଟୋଲେ ହେବେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି

ମହାରାଷ୍ଟ୍ର,୧ା୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ପ୍ରସଙ୍ଗ ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବାଚସ୍ପତି ପଦ ପାଇଁ ବିଜେପି ନିର୍ବାଚନ ଲଢ଼ିବନି ବୋଲି ସୂଚନା ମିଳିଛି । ଏହାସହ…

ହିମସ୍ଖଳନରେ ଫସି ୨ ଯବାନ ସହିଦ

ନୂଆଦିଲ୍ଲୀ,୩୦ ।୧୧: ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ହିମାଚଳର ଦକ୍ଷିଣ ସିଆଚେନରେ ହିମସ୍ଖଳନ ଯୋଗୁଁ ୨ ଯବାନ ସହିଦ ହୋଇଛନ୍ତି । ଗ୍ଲେଶିୟରର ୧୮ ହଜାର ଫୁଟ ଉଚ୍ଚରେ ପାଟ୍ରୋଲିଂ କରୁଥିବା ବେଳେ ଆଜି ବରଫ ଅତଡା…