Browsing Category

ଦେଶ

ଆଜି ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା

ଦିସପୁର, ୧୦ା୫: ପୂର୍ବରୁ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା । ରାଜ୍ୟପାଳ ଜଗଦୀଶ ମୁଖୀ ୧୧ଟା ୩୦ରେ ହିମନ୍ତଙ୍କୁ ପଦ ଓ…

ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସାକାରିଆଙ୍କ ପିତାଙ୍କର କୋଭିଡ -୧୯ ରେ ମୃତ୍ୟୁ

ନୂଆଦିଲ୍ଲୀ, ୦୯/୦୫: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକାରିଆଙ୍କ ପିତା କୋଭିଡ-୧୯ ସଂକ୍ରମଣ ହେତୁ ମୃତ୍ୟୁ ବରଣ କରିଛନ୍ତି। ଚେତନଙ୍କ ପିତା କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ…

କୋଭିଡ୍ -୧୯ ବିରୋଧରେ ଲଢେଇ ପାଇଁ ୪୦୦ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିୟୋଜିତ କରିବ AFMS

ନୂଆଦିଲ୍ଲୀ, ୯/୫: କୋଭିଡ୍ -୧୯ ମହାମାରୀ ବିରୋଧରେ ଲଢେଇକୁ  ମଜବୁତ କରିବା ପାଇଁ ସଶସ୍ତ୍ର ବାହିନୀ ମେଡିକାଲ୍ ସର୍ଭିସେସ୍ (AFMS) ୧୧ ମାସ ପାଇଁ ୪୦୦ ଅବସରପ୍ରାପ୍ତ ମେଡିକାଲ୍ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ଯାଉଛି ।…

ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର

ନୂଆଦିଲ୍ଲୀ, ୯/୫: ମାର୍ଚ୍ଚ ୨୦୨୧ ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଏବଂ ପେନ୍‌ସନ୍‌ଭୋଗୀଙ୍କ ପାଇଁ ମହଙ୍ଗା ରିଲିଫ୍ (DR) ଜୁଲାଇ ୧, ୨୦୨୧ ରୁ ପୁନଃ ଆରମ୍ଭ ହେବ।…

ମମତାଙ୍କ ଚିଠିର ଜବାବ ରଖିଲେ ଅର୍ଥମନ୍ତ୍ରୀ, ମେ’ ୩ରୁ କରୋନା ଉପକରଣ ଉପରୁ ଛାଡ଼ କରାଯାଇଛି ଜିଏସ୍ଟି

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ଉପକରଣ ଉପରେ ଜିଏସ୍ଟି ଛାଡିବା ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ…

ଇମ୍ୟୁନିଟି ବଢାଇବା ପାଇଁ ଖାଦ୍ୟ ଲିଷ୍ଟ ଜାରି କଲା କେନ୍ଦ୍ର, ଯେଉଁଥିରେ ଡାର୍କ ଚକୋଲେଟ୍ ସହ ଏହିସବୁ ସାମିଲ…

ନୂଆଦିଲ୍ଲୀ,୯ ।୫: ସାରା ଦେଶରେ କରୋନା ମହାମାରୀ ବଢିବଢି ଚାଲିଛି । ଏହି ସମୟରେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ କରୋନା ବାଧ୍ୟ କରିଛି । ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଓ ଆବଶ୍ୟକ ପୋଷକ ତତ୍ତ୍ୱର ବ୍ୟବହାର…

ଦେଶରେ କରୋନା ଜନିତ ମୃତ୍ୟୁ ହାର ହ୍ରାସ , ଗତ ୨୪ ଘଣ୍ଟା ମଧ୍ୟରେ ୩ ଟି ରାଜ୍ୟରେ ନାହିଁ ମୃତ୍ୟୁର ସୂଚନା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ ଦ୍ୱିତୀୟ କରୋନାର ଲହର ଅଧିକ କ୍ଷତିକାରକ ହୋଇଥିବାରୁ ସଂକ୍ରମଣ ଓ ମୃତ୍ୟୁ ହାର ବଢ଼ିବାରେ ଲାଗିଛି । ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୪ ,୦୯୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥି…

କାହିଁକି ଭାରତରେ ହେଲା କରୋନା ବିସ୍ଫୋରଣ? ‘ହୁ’ର ବରିଷ୍ଠ ବୈଜ୍ଞାନିକ କହିଲେ ପ୍ରକୃତ କାରଣ

ଭାରତରେ କରୋନା ଭୂତାଣୁର ଭୟଙ୍କର ସ୍ଥିତି ଉପୁଜିଛି ଫଳରେ ଦେଶରେ ବର୍ତ୍ତମାନ ପ୍ରତିଦିନ ୪ ଳକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି ଏବଂ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି । ଭାରତରେ କରୋନା ଭୂତାଣୁ ବୃଦ୍ଧି…

କରୋନାର ଦୁଇଟି ଟିକା ନେବା ପରେବି ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଅଧିକ ଗୁରୁତ୍ତ୍ଵ ଦିଆଯାଉଛି । କରୋନାର ଦୁଇଟି ଯାକ ଟିକା ନେବା ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଯିବ ବୋଲି ଉଭୟ…

୩୬ କୋଟି ଭାରତୀୟଙ୍କୁ ୨୦୨୨ ମାର୍ଚ୍ଚ ସୁଦ୍ଧା ଦିଆଯିବ ସ୍ପୁଟନିକ ଭି କରୋନା ଟିକା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ରୋକିବାପାଇଁ କେନ୍ଦ୍ର ସରକାର ଦେଶରେ ଟିକାକରଣକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହାମଧ୍ୟରେ ଭାରତ ରୁଷଠାରୁ…