Browsing Category

ଦେଶ ବିଦେଶ

ଚାରଧାମ ଯାତ୍ରା ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୨ ଜଣଙ୍କର ମୃତ୍ୟୁ, ଜାଣନ୍ତୁ ଏହାର ମୁଖ୍ୟ କାରଣ କ’ଣ?

ନୂଆଦିଲ୍ଲୀ: ଚାରଧାମ ଯାତ୍ରାକୁ ସୁଗମ କରିବା ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଏଥିପାଇଁ ରାଜ୍ୟ ସରକାର ବହୁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ଯାହାଦ୍ୱାରା ଯାତ୍ରା ସୁରୁଖୁରୁରେ ଚାଲିବ ।…

ଭୟଙ୍କର ଚେତାବନୀ ଦେଲା Science! ଆକାଶରେ ଦିଶିବେନି ତାରା, ମଣିଷ ପାଇଁ ବିପଦ ସାଜିବ ଆଲୋକ ପ୍ରଦୂଷଣ

ନୂଆଦିଲ୍ଲୀ: ମଣିଷ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ବେଳେ ଏହାର ଭୟଙ୍କର କୁପ୍ରଭାବ ମଧ୍ୟ ରହିଛି । ଗୋଟିଏ ପଟେ ମଣିଷ ବିକାଶ ଲାଭ କରୁଥିବା ବେଳେ ଅନ୍ୟପଟେ ପ୍ରକୃତିକୁ ନଷ୍ଟ କରିଚାଲିଛି । ତେବେ ଏହା ମଧ୍ୟରେ ଏକ…

Mobile ଉପରେ ଲାଗିଲା ବ୍ୟାନ୍ ଆଦେଶ: କୌଣସି ବ୍ୟକ୍ତି ନେଇ ପାରିବେନି ଫୋନ୍

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ବର୍ତ୍ତମାନ ଭାରତର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ପାଲଟିଛି । ପ୍ରତିଦିନ ରାମଲଲାଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଲାଗିଛି । ତେବେ ବର୍ତ୍ତମାନ ରାମ ମନ୍ଦିର…

ଡାର୍କ ମିଟର୍, ଡାର୍କ ଏନର୍ଜୀ… ବ୍ରହ୍ମାଣ୍ଡର ସବୁଠୁ ବଡ଼ ରହସ୍ୟ ଉପରୁ ଉଠିବ ପରଦା: ଦେଖନ୍ତୁ ରିପୋର୍ଟ

ଓଡ଼ିଶା ଭାସ୍କର: ସାରା ବ୍ରହ୍ମାଣ୍ଡରେ ଅନେକ ଗୁଡ଼ିଏ ରହସ୍ୟ ଲୁଚି ରହିଛି । କୁହାଯାଏ, ପୃଥିବୀରେ ୭ଟି ଆଶ୍ଚର୍ଯ୍ୟକର ଜିନିଷ ରହିଛି । ଏହିସବୁ ରହସ୍ୟ ଉପରୁ ଅନେକ ଥର ବୈଜ୍ଞାନିକ ଏବଂ ଜ୍ୟୋତିର୍ବିଦମାନେ ପରଦା ଉଠାଇବା…

୨ ଲକ୍ଷ ଟଙ୍କାରେ ନିଲାମ ହେବ ଏହି ୧୦ ଟଙ୍କିଆ ନୋଟ୍‌; ୧୦୦ବାଲା ନୋଟ୍ ୫ ଲକ୍ଷରେ, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ୧୦ଟଙ୍କିଆ ୨ଟି ନୋଟ୍ ଆଉ ଦୁଇଟିର ମୂଲ୍ୟ ଅତି କମ୍‌ରେ ୪ ଲକ୍ଷ । ଏହା ଶୁଣି ଆପଣଙ୍କ ମୁଣ୍ଡ ଘୁରାଇଯିବ । ପ୍ରକୃତରେ ଏହି ୨ ନୋଟ୍ ଲଣ୍ଡନର ଏମଏସ୍ ଶିରାଲା ଜାହାଜ ର‌୍ୟାକରୁ ମିଳିଥିଲା । ଏବେ ଏହି ଦୁଇ ନୋଟ୍…

ସରକାରଙ୍କ ବଡ଼ ଆକ୍ସନ! ବନ୍ଦ ହେବାକୁ ଯାଉଛି ୬ ଲକ୍ଷ ମୋବାଇଲ ନମ୍ବର: ଉପରୁ ମିଳିଲା ଆଦେଶ

ନୂଆଦିଲ୍ଲୀ: ବିଭିନ୍ନ ସାଇବର କ୍ରାଇମ ତଥା ଅନ୍ୟାନ୍ୟ ଅପରାଧକୁ ନେଇ ଏବେ ସଜାର ହୋଇଛନ୍ତି ସରକାର । ଗ୍ରାହକ ଏବଂ ଜନତାଙ୍କ ସୁରକ୍ଷାକୁ ନେଇ ସରକାର ଏବଂ ପ୍ରଶାସନ ମଧ୍ୟ କଡ଼ା ପଦକ୍ଷେପ ନେଉଛନ୍ତି । କିନ୍ତୁ ସାଇବର ଅପରାଧ…

ପରିବାରର ୬ ସଦସ୍ୟ ଏକ ସଙ୍ଗେ କାଟିଦେଲେ ହାତର ଶିରା, ଜଣଙ୍କ ମୃତ୍ୟୁ, ୫ ଗୁରୁତର

ଚଣ୍ଡୀଗଡ:ଫରିଦାବାଦରୁ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ପରିବାରର ସମସ୍ତ ସଦସ୍ୟ ଏକ ସମୟରେ ନିଜ ହାତର ଶିରା କାଟି ଦେଇଛନ୍ତି । ସୁଧଖୋର ଠାରୁ ପଇସା ଆଣି ନ ଶୁଝିପାରିବାରୁ ପରିବାରର ୬ ଜଣ ଲୋକ ଆତ୍ମହତ୍ୟା…

ଦିଲ୍ଲୀର ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଆକାଶ ହୋଇଗଲା ଧୂଆଁମୟ: ଦେଖନ୍ତୁ Video

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଅଲିପୁରରେ ଶୁକ୍ରବାର ଦିନ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଦ୍ୱିପହର ପାଖାପାଖି ୨ଟା ସମୟରେ କାର୍ନେିଭାଲ ରିସର୍ଟରେ ଅଚାନକ୍ ନିଆଁ ଲାଗିଯାଇଥିଲା । କିଛି ସମୟ ମଧ୍ୟରେ ରିସର୍ଟରୁ ନିଆଁ…

ରିସର୍ଚ୍ଚରୁ ନୂଆ ଖୁଲାସା: Y କ୍ରୋମୋଜୋମ୍ସରୁ ୬ଟି ପାର୍ଟିକିଲ୍ସ ହଟାଇ ଦେବା ପରେ ପୁରୁଷ ଜୀବର ଲିଙ୍ଗ ବଦଳିଗଲା

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଗବେଷଣା ଜରିଆରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏଣିକି କୌଣସି ପୁରୁଷ ଜୀବକୁ ମାଈରେ ରୂପାନ୍ତରିତ କରିବା ସହଜ ହୋଇପାରିବ । ଭ୍ରୁଣ ଯେତେବେଳେ ପ୍ରାଥମିକ ଅବସ୍ଥାରେ ବିକଶିତ ହେଉଥିବ,…

କ’ଣ ସତରେ ଆରମ୍ଭ ହୋଇଯିବ ଯୁଦ୍ଧ! ଚୀନ୍ ଚଲାଇଲା ଏହି ସଇତାନୀ ଚାଲ୍‌

ବେଇଜିଂ: ତାଇୱାନର ବହୁତ ନିକଟରେ ଚୀନ୍ ସେନାର ଘେରାବନ୍ଦୀ ଏହା ପ୍ରମାଣିତ କରୁଛି କି ଡ୍ରାଗନ୍ କୌଣସି ବି ସମୟରେ ଆକ୍ରମଣ କରି ତାଇୱାନକୁ ନିଜ ଅଧୀନକୁ ନେଇଯାଇପାରେ । ପ୍ରାୟ ୨୪ ଘଣ୍ଟା ଭିତରେ ଚୀନ୍ ତାଇୱାନ ବିରୁଦ୍ଧରେ…