Browsing Category
ଦେଶ ବିଦେଶ
ବିଜେପିରେ ମିଶିଲେ ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ
ନୂଆଦିଲ୍ଲୀ: ବିହାରର ପ୍ରସିଦ୍ଧ ଜଣାଶୁଣା ୟୁଟ୍ୟୁବର ମନୀଷ କାଶ୍ୟପ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦୋଇଛନ୍ତି । ସେ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ଜେପି ନାଡାଙ୍କୁ ଭେଟି ବିଜେପିର ମିଶ୍ରଣର ମହା ପର୍ବରେ ସାମିଲ ହୋଇଛନ୍ତି…
ହୁସିଆର! ICICI ବ୍ୟାଙ୍କର ଆଇମୋବାଇଲ ଆପରେ ଲିକ ହେଲା ଅନେକ କ୍ରେଡିଟ କାର୍ଡର ଡିଟେଲ୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ମୋବାଇଲ ଆପ୍ଲିକେସନ ଆଇମୋବାଇଲ ପେ ରେ ଟେକ୍ନିକ ସମସ୍ୟା ସାମ୍ନାକୁ ଆସିଛି । କିଛି ୟୁଜର୍ସ ଦାବି କରିଛନ୍ତି ଯେ, ଏହି ପ୍ଲାଟଫର୍ମରେ ଅନ୍ୟ କ୍ରେଡିଟ କାର୍ଡର ସେଂସିଟିଭ ଇନଫରମେସନ…
EPFO ଦେଲା ସୂଚନା: ଗ୍ରାହକଙ୍କ ଆକାଉଣ୍ଟକୁ କେବେ ସୁଧ ଆସିବ, ସେନେଇ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଗତ ଫେବୃଆରୀ ମାସରେ ସୁଧହାର ଘୋଷଣା କରାଯାଇଥିଲା । ଗତ ଆର୍ଥିକ ବର୍ଷ ପାଇଁ ଇପିଏଫ ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ…
(Video) ଦିବ୍ୟାଙ୍ଗ ଉପତ୍ୟକାକୁ ଦେଶ ସହିତ ସଂଯୋଗ କରୁଥିବା ରାଜପଥ ଭୂସ୍ଖଳନରେ ଧୋଇଗଲା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଅରୁଣାଚଳ ଏବଂ ଚୀନ ସୀମାରେ ଆଜି ଭୟଙ୍କର ବର୍ଷା ହୋଇଛି । ଏଥିରେ ସୀମାବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଛି । ଚୀନ- ଅରୁଣାଚଳପ୍ରଦେଶରେ ଲଗାତାର ବର୍ଷା ଲାଗି ରହିଥିବାରୁ ଆଖପାଖ ଅଞ୍ଚଳର ଲୋକମାନେ ଅନେକ…
ଜ୍ଞାନବ୍ୟାପୀ ମାମଲାରେ ଶୁଣାଣି କରିବାକୁ ଥିବା ଜଜଙ୍କୁ ମିଳିଲା ଜୀବନରୁ ମାରିଦେବା ଧମକ, ବିଦେଶରୁ ଆସୁଛି କଲ୍!
ନୂଆଦିଲ୍ଲୀ: ବାରଣାସୀର ଜ୍ଞାନବ୍ୟାପୀ ମାମଲାକୁ ନେଇ ଐତିହାସିକ ରାୟ ଦେବାକୁ ଥିବା ସିଭିଲ ଜଜ ରବି ଦିବାକରଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି । ଜଜ ରବି ଦିବାକରଙ୍କ ଅଭିଯୋଗ ରହିଛି ଯେ, ତାଙ୍କୁ ଇଣ୍ଟରନାସନାଲ…
ମଦ ପିଇବା ପରେ ଜଣେ ଭୋଟ ଦେବାକୁ ଯାଇପାରିବ କି? କେଉଁ ଅବସ୍ଥାରେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ:କାଲି ଅର୍ଥାତ୍ ଏପ୍ରିଲ ୨୬ରେ ଦେଶରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ପର୍ଯ୍ୟାୟରେ ୧୨ ରାଜ୍ୟ ଓ ୧ କେନ୍ଦ୍ର ଶାସିତ ପ୍ରଦେଶର ୮୮ ସିଟ୍ରେ ଭୋଟ ଗ୍ରହଣ ହେବ । ଦିଲ୍ଲୀ ଏନସିଆରକୁ ଲାଗି…
ଭାରତର ଆଉ ଏକ ଶତ୍ରୁ ନିପାତ: ଆତଙ୍କବାଦୀ ହାଜୀ ଅକବର ଅଫରିଦୀକୁ ଗୁଳିକରି ହତ୍ୟା-ରିପୋର୍ଟ
ନୂଆଦିଲ୍ଲୀ: ଭାରତର ଆଉ ଏକ ଶତ୍ରୁକୁ ପାକିସ୍ତାନରେ ହତ୍ୟା କରାଯାଇଛି । ଲସ୍କର-ଏ-ଇସଲାମର ନେତା ହାଜୀ ଅକବର ଅଫରିଦୀକୁ କିଛି ଅଜ୍ଞାତ ବନ୍ଧୁକାରୀ ଗୁଳିକରି ହତ୍ୟା କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଖାଇବର ଜିଲ୍ଲାର…
ଏଣିକି ଓକିଲମାନଙ୍କୁ Whatsapp ରେ ଦିଆଯିବ ମାମଲା ସମ୍ବନ୍ଧୀୟ ସୂଚନା, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ, ସୁପ୍ରିମକୋର୍ଟ ହ୍ୱାଟ୍ସଆପ ମେସେଜ ମାଧ୍ୟମରେ ଓକିଲମାନଙ୍କୁ ମାମଲା ଦାଖଲ କରିବା ଏବଂ ତାଲିକାଭୁକ୍ତ କରିବା ସମ୍ବନ୍ଧୀୟ…
ୱେଟିଂ ଟିକେଟ୍ କ୍ୟାନସେଲ କଲେ ଏବେ ଏତିକି ଲାଗିବ ଚାର୍ଜ, ରେଲୱେ ନେଲା ବଡ ନିଷ୍ପତ୍ତି
ନୂଆଦିଲ୍ଲୀ:ଭାରତୀୟ ରେଳରେ ପ୍ରତିଦିନ ୩ କୋଟି ପାଖାପାଖି ଲୋକ ଯାତ୍ରା କରିଥାନ୍ତି । ଭାରତୀୟ ରେଳ ବିଭାଗ ବିଶ୍ୱର ୪ର୍ଥ ବୃହତ୍ତ ରେଳ ବ୍ୟବସ୍ଥା । ଗତ କିଛି ବର୍ଷ ଭିତରେ ଭାରତୀୟ ରେଲୱେରେ ବହୁ ପରିବର୍ତ୍ତନ ଆସିଛି ।…
ଶୁଟିଂ ବେଳେ ଅଘଟଣ: ସାଉଥ ସୁପରଷ୍ଟାର ବିଜୟ ଆହତ
ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି । ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଚୋଟ ଲାଗିଥିବା ଜଣାପଡ଼ିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ…