Browsing Category
ଦେଶ ବିଦେଶ
କରାଗା ମହୋତ୍ସବ ପାଇଁ ବେଙ୍ଗାଲୁରୁରେ ବଦଳିଲା ଟ୍ରାଫିକ ନିୟମ, ଜାଣନ୍ତୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି କେଉଁ ରାସ୍ତାରେ ଯିବେ
ନୂଆଦିଲ୍ଲୀ: ବେଙ୍ଗାଲୁରୁରେ କରାଗା ମହୋତ୍ସବ ଧୁମଧାମର ସହ ପାଳନ କରାଯାଏ । ଏହି ଉତ୍ସବରେ ଲକ୍ଷାଧିକ ଲୋକ ସାମିଲ ହେବାର ସମ୍ଭାବନା ରହିଛି । ତେଣୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବେଙ୍ଗାଲୁରୁ ପ୍ରଶାସନ ପକ୍ଷରୁ ରୁଟ…
ଗୋଟିଏ ଟିକେଟ୍ ରେ ଆପଣ ଅନେକ ସ୍ଥାନକୁ କରିପାରିବେ ଯାତ୍ରା, ଜାଣନ୍ତୁ ରେଳବାଇର ଏହି ନିୟମ
ନୂଆଦିଲ୍ଲୀ: ବୁଲାବୁଲି କରିବାକୁ ଭଲ ପାଉଥିବା ଲୋକଙ୍କୁ ରେଳବାଇ ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ସୁବିଧା ଯୋଗାଇ ଦିଆଯାଉଛି । ଯେଉଁଥିରେ ଲୋକମାନେ ୮ ଟି ଷ୍ଟପ୍ ପାଇଁ ଗୋଟିଏ ଟିକେଟ୍ ବ୍ୟବହାର କରିପାରିବେ । ଏହି ଟିକେଟ୍ କୁ…
ଫାଟିଗଲା ପୃଥିବୀ, ଦିଶୁଛି ‘ପାତାଳ ଲୋକ’: କେଇଟା ମୁହୂର୍ତ୍ତରେ ବଦଳିଗଲା ଏହି ପର୍ଯ୍ୟଟନ ସ୍ଥଳୀର ଦୃଶ୍ୟ
ନୂଆଦିଲ୍ଲୀ: ପୃଥିବୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ । କେଉଁଠି ପ୍ରବଳ ବର୍ଷା ତ କେଉଁଠି ଭୂକମ୍ପ ବିଭିନ୍ନ ଅଞ୍ଚଳର ଦୃଶ୍ୟ ହିଁ ବଦଳାଇ ଦେଉଛି । ଏଭଳି ଏକ ପର୍ଯ୍ୟଟନ ସ୍ଥଳୀ ଏବେ ଭୟଙ୍କର ରୂପ…
ଏହାକୁ ହିଁ କୁହନ୍ତି କର୍ମର ଫଳ: ଭାଇରାଲ୍ Video ଦେଖିବା ପରେ ଆପଣ ମଧ୍ୟ ହେବେ ସହମତ
ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୁଏ । ବେଳେବେଳେ ଦିଲ୍ଲୀ ମେଟ୍ରୋରେ ଲୋକମାନଙ୍କର ରିଲ ତିଆରି କରୁଥିବା ଭିଡିଓ ଭାଇରାଲ ହୁଏ ଏବଂ ବେଳେବେଳେ ମେଟ୍ରୋ ଭିତରେ ଅଶ୍ଳୀଳ କାର୍ଯ୍ୟ କରୁଥିବା ଦମ୍ପତିଙ୍କ…
ପ୍ରଥମ ପର୍ଯ୍ୟାୟ ମତଦାନରେ BJPକୁ ଝଟକା: ବାଜି ଜିତିବା ପାଇଁ ବଦଳିଲା ରଣନୀତି, ଲାଗୁ ହେବ ମାଷ୍ଟରପ୍ଲାନ
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ବର୍ତ୍ତମାନ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜାରି ରହିଛି । ତେବେ ଏପ୍ରିଲ ୨୬ ତାରିଖରେ ହେବାକୁ ଥିବା ଏହି ପର୍ଯ୍ୟାୟରେ…
(Video) ଆଳୁ ତରକାରୀରୁ ବାହାରିଲା ଜୀଅନ୍ତା ବିଷାକ୍ତ ସାପ, ଦେଖିବା ମାତ୍ରେ ଚିତ୍କାର କଲେ ଲୋକ
ଅନେକ ହୃଦୟ ବିଦାରକ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ସେୟାର କରାଯାଏ । ଯେଉଁମାନଙ୍କ ମଧ୍ୟରୁ କେତେକ ଅତ୍ୟନ୍ତ ଘୃଣ୍ୟ ଏବଂ କେତେକ ଅତ୍ୟନ୍ତ ଭୟଙ୍କର । ଅନେକ ଥର ଏହା ମଧ୍ୟ ଘଟେ ଯେ ଖାଦ୍ୟରେ ଏକ କୀଟ ପଡିଯାଏ ଏବଂ…
ଇଥିଲିନ୍ ଅକ୍ସାଇଡ୍ କ’ଣ ଜାଣିଛନ୍ତି କି? ଯାହା MDH ଏବଂ ଏଭରେଷ୍ଟ ମସଲାରେ ମିଳିବାରୁ ବିଦେଶରେ କରାଗଲା ବ୍ୟାନ
ଓଡ଼ିଶା ଭାଷ୍କର: ସିଙ୍ଗାପୁର ଏବଂ ହଙ୍ଗକଙ୍ଗରେ ଦୁଇଟି ଭାରତୀୟ ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅନେକ ମାମଲାରେ ହଙ୍ଗକଙ୍ଗ କାର୍ସିନୋଜେନି କୀଟନାଶକ, ଏଥିଲୀନ ଅକ୍ସାଇଡ ବାହାରିବାରୁ ଏହି ପଦକ୍ଷେପ ନେଇଛି ।…
(Video) ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ଧକ୍କା: ଫ୍ଲାଇଟ କ୍ରାସରେ ୧୦ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ନୌସେନା ପରେଡ ସମୟରେ ଦୁଇଟି ବିମାନ ମଧ୍ୟରେ ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା । ମଝି ଅକାଶରେ ଦୁର୍ଘଟଣା ଯୋଗୁଁ ଦୁଇଟି ବିମାନ କ୍ରାସ ହୋଇଥିବା ଜଣାଯାଇଛି । ତେବେ ଏହି ଦୁର୍ଘଟଣାରେ ୧୦ଜଣରୁ ଅଧିକ ଯାତ୍ରୀ…
ମୁଖତାର ଅନସାରୀଙ୍କ ଭେସରା ରିପୋର୍ଟରେ ବଡ଼ ଖୁଲାସା, ବିଷ ପାଇଁ ହୋଇଥିଲା କି ମୃତ୍ୟୁ? ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ ଜେଲ ପ୍ରଶାସନଙ୍କ ଦ୍ୱାରା ସ୍ଲୋ ପଏଜନ ଦିଆଯିବା କାରଣରୁ ହୋଇଥିଲା କି, କ’ଣ ସତରେ ତାଙ୍କୁ ବିଷ ଦିଆଯାଇଥିଲା କି? ଏହିପରି ଉଠୁଥିବା ସମସ୍ତ ପ୍ରଶ୍ନକୁ ନେଇ ବର୍ତ୍ତମାନ…
Defenceରେ କେତେ ଖର୍ଚ୍ଚ କରୁଛି ଭାରତ? ଚୀନ ରହିଛି ଖୁବ ଆଗରେ… ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ
ଓଡ଼ିଶା ଭାସ୍କର: ବର୍ତ୍ତମାନ ବିଶ୍ୱର ବିଭିନ୍ନ ରାଷ୍ଟ୍ର ନିଜ ସୈନ୍ୟବଳକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି । ପ୍ରାୟ ସମସ୍ତ ଦେଶ ଡିଫେନ୍ସ ଉପରେ ହେଉଥିବା ଖର୍ଚ୍ଚର ପରିମାଣକୁ ବୃଦ୍ଧି କରିବାରେ ଲାଗିଛି ।…