Browsing Category

ଦେଶ ବିଦେଶ

ଇସ୍ରାଏଲ ଆକ୍ରମଣରେ ଚାଲିଗଲେ ୮ମାସର ଗର୍ଭବତୀ , ମୃତ୍ୟୁ ପରେ ସୁରକ୍ଷିତ ଜନ୍ମନେଲା ଶିଶୁ

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲ ପୁଣି ଏହାର ଆକ୍ରମଣକୁ ଜୋରଦାର କରିଦେଇଛି । ରବିବାର ଏହି ଆକ୍ରମଣରେ ଗୋଟିଏ ରାତିରେ ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ଜଣଙ୍କ ଜନ୍ମ ହୋଇଛି । ଇସ୍ରାଏଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା…

ପ୍ରାଇଭେଟ ଡାକ୍ତରଙ୍କ ସହ ବି ଦେଖା କରିପାରିବେନି କେଜ୍ରିୱାଲ, ଇଂସୁଲିନକୁ ନେଇ ଶୁଣାଣି କଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ଝଟକା ଲାଗିଛି । କୋର୍ଟ ଭିଡିଓ କନଫ୍ରେସିଙ୍ଗ ଜରିଆରେ ପ୍ରାଇଭେଟ ଡାକ୍ତରଙ୍କ ସହ…

ମୁସଲମାନମାନଙ୍କୁ ବ୍ୟକ୍ତିଗତ ସମ୍ପତ୍ତି ହସ୍ତାନ୍ତର କରିବ କଂଗ୍ରେସ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ର ଇସ୍ତାହାରରେ ସମ୍ପତ୍ତି ଓ ଆୟର ଅସମାନତା ଦୂର କରିବା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଯେ…

(Video) ଗୁଟଖା ଲଭର୍ସଙ୍କ ପାଇଁ ଆସିଗଲା ନୂଆ ଆଇସକ୍ରିମ, ଦେଖନ୍ତୁ କିପରି ହେଉଛି ପ୍ରସ୍ତୁତ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆଜିକାଲି ଫୁଡ ଏକ୍ସପେରିମେଣ୍ଟର ଟ୍ରେଣ୍ଡ ଦେଖିବାକୁ ମିଳିଛି । ଏହି ଏକ୍ସପେରିମେଣ୍ଟର ଭିଡିଓ ଦେଖି ଲୋକେ ରାଗିଯାଉଥିବା ବେଳେ ଆଜି ଏପରି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ…

ବିନା ଭୋଟ୍‌ରେ ଜିତିଗଲେ ବିଜେପିର ଏହି ପ୍ରାର୍ଥୀ, ଜୁନ୍ ୪ ପୂର୍ବରୁ ଖୋଲିଗଲା ବିଜେପିର ଖାତା

ସୁରଟ:ସୁରଟ ଲୋକସଭା ସିଟ୍‌ରୁ ବିଜେପିର ମୁକେଶ ଦଲାଲଙ୍କୁ ଛାଡି ସମସ୍ତ ପ୍ରାର୍ଥର୍ୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ୨୨ ଏପ୍ରିଲ ପର୍ଯ୍ୟନ୍ତ ନିର୍ବାଚନ କ୍ଷେତ୍ରରୁ କେବଳ ଜଣେ ପ୍ରାର୍ଥୀ ମଇଦାନରେ…

ଡିପଫେକ ଭିଡିଓକୁ ନେଇ FIR ଦାଖଲ କଲେ ରଣବୀର ସିଂହ, ଭାଇରାଲ ଭିଡିଓରେ ଘଟିଥିଲା ଏହି ଜିନିଷ

ନୂଆଦିଲ୍ଲୀ: ଅନେକ ଅଭିନେତା ଏବଂ ଅଭିନେତ୍ରୀ ଡିପଫେକର ଶିକାର ହୋଇଛନ୍ତି । ରଶ୍ମିକା ମନ୍ଦାନା, ଅମିର ଖାନ ଏବଂ ବର୍ତ୍ତମାନ ରଣବୀର ସିଂହଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରଣବୀର ସିଂହଙ୍କୁ ଏକ…

ନକଲି ଆପ୍ ମାଧ୍ୟମରେ ହେଉଛି ଠକେଇ : ସରକାର ଜାରି କଲେ ଆଲର୍ଟ, ଷ୍ଟକ୍ ମାର୍କେଟ ନିବେଶକମାନେ ରୁହନ୍ତୁ ସତର୍କ

ନୂଆଦିଲ୍ଲୀ: ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଡିଜାଇନ୍ ହୋଇଥିବା ଆପ୍ ସମ୍ବନ୍ଧରେ ଗୃହ ମନ୍ତ୍ରଣାଳୟ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ବ୍ୟବହାରକାରୀଙ୍କୁ ଏକ ସତର୍କ ସୂଚନା ଜାରି କରିଛି । ଏହି…

NASA ସେୟାର କଲା ଅଦ୍ଭୁତ ଫଟୋ, ବୃହସ୍ପତି ଗ୍ରହରେ ଆସିଥିବା ଝଡ଼କୁ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ନାସା ଆମକୁ ବ୍ରହ୍ମାଣ୍ଡ ପରିଦର୍ଶନ କରାଇଥାଏ । ନାସା ବ୍ରହ୍ମାଣ୍ଡର ଗ୍ରହ ଏବଂ ବ୍ରହ୍ମାଣ୍ଡର ସବୁଠାରୁ ଦୂରରୁ ମନୋରମ ଫଟୋ ଦେଖାଇଥାଏ । ଏହି ଝଲକ ଆମ ମନରେ ବ୍ରହ୍ମାଣ୍ଡକୁ ନେଇ ଅନେକ ଜିଜ୍ଞାସାକୁ ବଢାଇଥାଏ…

ରାମ ମନ୍ଦିର ଦର୍ଶନ ଲାଗି ଲାଗୁ ହେଲା ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା, ସୁରକ୍ଷାକୁ ଦୃଷ୍ଟିରେ ରଖି ବଦଳିଲା ନିୟମ

ଅଯୋଧ୍ୟା: ରାମ ମନ୍ଦିର ଉଦଘାଟନ ପରେ ବହୁ ସଂଖ୍ୟାରେ ଲୋକମାନେ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚୁଛନ୍ତି । ରାମ ମନ୍ଦିରରେ ପ୍ରବେଶ ଲାଗି କିଛି ନିୟମ ବି ନିର୍ଦ୍ଧାରିତ କରାଯାଇଥିଲା ଯାହାକୁ ଏବେ ପରିବର୍ତ୍ତନ…

PMSBY Deadline: ଅସଂଗଠିତ ଶ୍ରମିକଙ୍କୁ ମିଳିବ ଆଶ୍ୱସ୍ତି, ଏହି ସ୍କିମର ବଢିପାରେ ଡେଡଲାଇନ

ନୂଆଦିଲ୍ଲୀ: ଅସଂଗଠିତ ସେକ୍ଟରର କୋଟି କୋଟି ଶ୍ରମିକଙ୍କୁ ସରକାର ଏକ ବଡ଼ ଆଶ୍ୱସ୍ତି ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି । ଖବର ମୁତାବକ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଆରମ୍ଭ କରାଯାଇଥିବା ସୁରକ୍ଷା ବୀମା ଯୋଜନା…