Browsing Category

ଦେଶ ବିଦେଶ

ସାଉଥ୍ ଷ୍ଟାର ଅଜିତ କୁମାରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ: ବିଦେଶରେ ଶୁଟିଂ ସମୟରେ ରାସ୍ତାକଡ଼କୁ ଓଲଟିଲା ଗାଡ଼ି

ନୂଆଦିଲ୍ଲୀ: ସାଉଥ୍ ଷ୍ଟାର ଅଜିତ କୁମାରଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫିଲ୍ମ ଶୁଟିଂ ସମୟରେ ଅଜିତଙ୍କ କାର ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଅଜରବୈଜାନରେ ଅଜିତ ତାଙ୍କର…

Elon Musk ଭାରତରେ ଆରମ୍ଭ କଲେ କମ୍ୟୁନିଟୀ ନୋଟସ୍ ଫିଚର, ଜାଣନ୍ତୁ କ’ଣ ରହିଛି ଏହାର କାମ

ନୂଆଦିଲ୍ଲୀ: ଏକ୍ସରେ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଏକ ନୂଆ ଫିଇର ରୋଲଆଉଟ କରାଯାଇଛି । ଏକ୍ସର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ଚିଫ ଟେକ୍ନୋଜୋଜୀ ଅଫିସର ଏଲନ ମସ୍କ ଭାରତରେ କମ୍ୟୁନିଟୀ ନୋଟସ ନାମକ ଏକ ନୂଆ ଫିଚରକୁ ରୋଲଆଉଟ…

ତାଇୱାନ ଭୂକମ୍ପରେ ୨ ଜଣ ଭାରତୀୟ ନିଖୋଜ: ଏକ ହଜାରରୁ ଅଧିକ ଆହତ

ନୂଆଦିଲ୍ଲୀ: ତାଇୱାନରେ ଦେଖାଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ଏକ ହଜାରରୁ ଅଧିକ ଲୋକ ଆହତ ହେବା ସହିତ ୭୦ ଜଣ ଲୋକ ବିଲଡିଂ ଭିତରେ ଫଶି ରହିଛନ୍ତି । ୨୫ ବର୍ଷରେ ଆସିଥିବା ସବୁଠାରୁ ଭୟଙ୍କର ଭୂକମ୍ପରେ ୯ ଜଣ ଲୋକଙ୍କର…

ପ୍ରଥମ ଥର ପାଇଁ ୭୦ଟଙ୍କା ଅତିକ୍ରମ କଲା ସୁନା ଦର, ଅଳଙ୍କାର କିଣିବାକୁ ଡରିଲେଣି ଲୋକେ

ଓଡ଼ିଶା ଭାସ୍କର: ଦିନକୁ ଦିନ ବଢି ଚାଲିଛି ସୁନା ଦର । ଫଳରେ ବର୍ତ୍ତମାନ ଅଳଙ୍କାର କିଣିବାକୁ ଲୋକେ ଭୟ କଲେଣି। ତେବେ ଧୀରେ ଧୀରେ ଏହାର ମୂଲ୍ୟ ବଢି ଶେଷରେ ବର୍ତ୍ତମାନ ଦାମ୍‌ ୭୦,୦୦୦ ଅତିକ୍ରମ କରିଛି। ସୁନା ସହିତ…

ମହାତ୍ମା ଗାନ୍ଧୀଙ୍କ ଏହି ସ୍ୱପ୍ନକୁ ପୁରା କରୁଛନ୍ତି ରାହୁଲ ଗାନ୍ଧୀ..! କାହିଁକି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କହିିଲେ ଏପରି

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି କଂଗ୍ରେସକୁ ସମାପ୍ତ କରିବା ଲାଗି ମହାତ୍ମା ଗାନ୍ଧୀଙ୍କ କଥା…

ଚନ୍ଦ୍ରପୃଷ୍ଠରେ କାର୍‌ରେ ବୁଲିବେ ମହାକାଶଚାରୀ, ୩ କମ୍ପାନୀକୁ ନାସା ଦେଲା ସ୍ୱତନ୍ତ୍ର କାର୍ ତିଆରି କାମ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଦୀର୍ଘ ପଥ ଅତିକ୍ରମ କରିବା ପାଇଁ ନାସା ଏହାର ମହାକାଶଚାରୀଙ୍କ ପାଇଁ କାର୍ ନିର୍ମାଣ କରୁଛି । ଏହି କାମ ପାଇଁ ନାସା ୩ କମ୍ପାନୀଙ୍କୁ ଚୟନ କରିଛି । ଇନଟ୍ୟୁଟିଭ୍ ମେସିନ୍‌, ଲୁନାର…

ଦ୍ୱାଦଶ ଶ୍ରେଣୀ ଇତିହାସ ସିଲାବସ୍ ପରିବର୍ତ୍ତନ କଲା NCERT: ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ, ସିବିଏସଇକୁ ଦିଆଗଲା ସୂଚନା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଇତିହାସ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ‘ହରପ୍ପା ସଭ୍ୟତାର ଉତ୍ପତ୍ତି ଓ ପତ୍ତନ’ ଚାପ୍ଟରକୁ ବଦଳା ଯାଇଛି…

ସନାତନ ଧର୍ମକୁ ବିରୋଧ କରିପାରିବିନି କହି ସକାଳ ୮ଟାରେ ଛାଡିଲେ କଂଗ୍ରେସ, ଦ୍ୱିପ୍ରହର ୧ଟାରେ ବିଜେପିରେ ସାମିଲ ହେଲେ ଗୌରବ ବଲ୍ଲଭ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ଗୌରବ ବଲ୍ଲଭ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇସାରିଛନ୍ତି । ସେ ଆଜି ସକାଳ ୮ଟାରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେଇ ସେ କହିଥିଲେ ଯେ, କଂଗ୍ରେସ ଦଲ ମଧ୍ୟରେ…

PM Kisan Yojna; ମିଳିବନି ଯୋଜନାର ୧୭ତମ କିସ୍ତି! ଏହି କୃଷକମାନଙ୍କ ଆକାଉଣ୍ଟକୁ ଯିବନି ଟଙ୍କା

ନୂଆଦିଲ୍ଲୀ: କୃଷକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ଜାରି ରଖିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ବଡ ଯୋଜନା ମଧ୍ୟରୁ PM Kisan Samman…

କେଜ୍ରିୱାଲଙ୍କ ବିରୁଦ୍ଧରେ ଯାଚିକାକୁ ପୁଣି ଖାରଜ କରିଦେଲେ ହାଇକୋର୍ଟ, ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାଖଲ ହୋଇଥିଲା ଯାଚିକା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିଜ ପଦରୁ ହଟାଇବାକୁ ଦାଖଲ ହୋଇଥିବା ଦ୍ୱିତୀୟ ଜନହିତ ଯାଚିକାକୁ ବି ହାଇକୋର୍ଟ ଖାରଜ କରି ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ବହୁ ସମୟରେ ବ୍ୟକ୍ତିଗତ…