Browsing Category
ଦେଶ ବିଦେଶ
ଗୋଆରେ ନିଖୋଜ ହୋଇଯାଇଥିଲେ ନେପାଳ ମେୟରଙ୍କ କନ୍ୟା, ଏବେ ପୋଲିସ କଲା ସନ୍ଧାନ
ପାନାଜୀ: ନେପାଳରୁ ଗୋଆ ବୁଲିବାକୁ ଆସିଥିବା ଜଣେ ଯୁବତୀ ସେଠାରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏହି ଯୁବତୀଙ୍କ ନାମ ଆରତୀ ହମାଲ ଯିଏ କି ନେପାଳ ଧନଗଢିର ମେୟର ଗୋପାଲ ହମାଲଙ୍କ କନ୍ୟା । ଗତ କିଛି ମାସ ଧରି ସେ ଓଶୋ…
ନିଃବସ୍ତ୍ର କରି ମହିଳାଙ୍କୁ ଗାଁରେ ବୁଲାଇଲେ ଅନ୍ୟ ୪ ମହିଳା, ସାମ୍ନାକୁ ଆସିଲା ଲଜ୍ଜିତ କରିଦେବା ଭଳି ଭୟଙ୍କର ଘଟଣା
ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାରୁ ଛାତି ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ମହିଳାମାନେ ମିଳିମିଶି ଅନ୍ୟଜଣେ ମହିଳାଙ୍କ ଉପରେ ଏପରି ଅତ୍ୟାଚାର କରିଛନ୍ତି ଯାହା ଜାଣିଲେ ଆପଣଙ୍କ ଛାତି ଥରି…
ଭାରତ ଏବଂ ମୋଦୀଙ୍କୁ ସମର୍ଥନ ପଡ଼ିଲା ମହଙ୍ଗା , ‘hate campaign’ର ଶିକାର ହେଲେ ଭାରତୀୟ ଛାତ୍ର
ନୂଆଦିଲ୍ଲୀ: ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ(LSE)ରେ ଅଧ୍ୟୟନ କରୁଥିବା ଜଣେ ଭାରତୀୟ ଛାତ୍ର ଅଭିଯୋଗ କରିଛନ୍ତି ଯେ ତାଙ୍କ ବିରୋଧରେ ‘hate campaign’ ଜାରି କରାଯାଇଛି । LSE ଛାତ୍ର ସଂଘର ସାଧାରଣ ସମ୍ପାଦକ ପଦବୀ…
ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ୩ ନୂଆ DG ନିଯୁକ୍ତ
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ୩ ନୂଆ DG ନିଯୁକ୍ତ । IPS ସଦାନନ୍ଦ ବସନ୍ତ NIAର ନୂଆ ଡିଜି ନିଯୁକ୍ତ । IPS ପୀୟୂଷ ଆନନ୍ଦ NDRFର ନୂଆ ଡିଜି ନିଯୁକ୍ତ । IPS ରାଜୀବ…
ଲୋକସଭା ନିର୍ବାଚନ ଲଢିବେନି ଭୂପେନ୍ଦ୍ର ସିଂହ ହୁଡ୍ଡା: ଦୀପେନ୍ଦ୍ରଙ୍କୁ ରୋହତକ ଆସନ ମିଳିବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଜାତୀୟ ଦଳ କଂଗ୍ରେସକୁ ଲାଗିଛି ଏକ ଶକ୍ତ ଝଟକା । ନିର୍ବାଚନ ଲଢିବାର ସମ୍ଭାବନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବରିଷ୍ଠ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା । ଆସନ୍ତା ଲୋକସଭା…
(Video): ନିର୍ବାଚନୀ ପ୍ରସ୍ତୁତି; ad campaign ମାଧ୍ୟମରେ ବିରୋଧୀଙ୍କୁ ଟାର୍ଗେଟ କଲା ବିଜେପି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ଦଳବଦଳ ପ୍ରକ୍ରିୟା ମଧ୍ୟରେ ଗୋଟିଏ ପଟେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେଉଛି ତ ଅନ୍ୟପଟେ…
ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଭାଗ ନେବ ସାଉଦୀ ଆରବ, ରାଜ୍ୟ ପ୍ରତିନିଧିତ୍ୱ କରିବେ ଏହି ମଡେଲ
ନୂଆଦିଲ୍ଲୀ: ସାଉଦୀ ଆରବ ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଛି । ଏହା ଇସଲାମିକ ଦେଶ ପାଇଁ ଏକ ଐତିହାସିକ ଘଟଣା ହେବ । ଭେଟେରାନ୍ ତଥା ପ୍ରଭାବଶାଳୀ ବ୍ୟକ୍ତିତ୍ୱ ରୁମି…
Big Breaking; ଭୟଙ୍କର ନିଆଁରେ ଜଳୁଛି ଟ୍ରେନ: କାରିସାଥରେ ଏସି ବଗିରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ସକାଳୁ ସକାଳୁ ଆସିଲା ଆଉ ଏକ ବଡ଼ ଖବର । ଆରାର କାରିସାଥ ଅଞ୍ଚଳରେ ଅଚାନକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଯାଇଛି । ହଜାର ହଜାର ଯାତ୍ରୀଙ୍କୁ ନେଇ ଯାଉଥିବା ଲୋକମାନ୍ୟ ତିଲକ ସ୍ପେଶାଲ ଟ୍ରେନର ଏସି ବଗିରେ ନିଆଁ…
ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ରାସ୍ତାରେ ବିକ୍ଷୋଭ ଜାରି; ଆଜି ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଗିରଫ ହେବା ପରେ ରାସ୍ତାରେ ପ୍ରତିବାଦ ଆରମ୍ଭ ହୋଇଛି। ମଙ୍ଗଳବାର (ମାର୍ଚ୍ଚ ୨୬) ଦିନ ଆମ୍ ଆଦମୀ ପାର୍ଟିର କର୍ମୀମାନେ…
ବାଲଟିମୋର ବ୍ରିଜ୍ ଦୁର୍ଘଟଣା: ୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଥିଲେ ୨୨ ଜଣ ଭାରତୀୟ
ନୂଆଦିଲ୍ଲୀ: ଆମେରିକା ବାଲଟିମୋର ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କାର୍ଗୋସିପ୍ ଧକ୍କାରେ ବ୍ରିଜଟି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା । ଫଳରେ ୬ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…