Browsing Category
ଦେଶ ବିଦେଶ
ମଡେଲ୍ ତାନିଆଙ୍କ ଆତ୍ମହତ୍ୟା କେସ୍ରେ ଯାଞ୍ଚକୁ ଆସିଲେ ଏହି ଆଇପିଏଲ୍ ଖେଳାଳୀ, ପୋଲିସ କଲା ବଡ ଖୁଲାସା
ସୁରଟ: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ସନରାଇଜର୍ସ ହାଇଦ୍ରାବାଦର ଖେଳାଳୀ ଅଭିଷେକ ଶର୍ମା ବିବାଦରେ ଫସିଯାଇଛନ୍ତି । ସୁରଟର ଜଣେ ପ୍ରସିଦ୍ଧ ମଡେଲ୍ ତାନିଆ ସିଂହଙ୍କ ଆତ୍ମହତ୍ୟା ପରେ ଅଭିଷେକଙ୍କୁ ପଚରାଉଚୁରା…
(Video) ବିବାଦୀୟ ପୋଷ୍ଟର: ରାହୁଲଗାନ୍ଧୀଙ୍କୁ ‘ଭଗବାନ କୃଷ୍ଣ’ ଏବଂ ଅଜୟ ରାୟଙ୍କୁ କରାଗଲା ‘ଅର୍ଜୁନ’, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଆଜି କାନପୁରରେ ପହଁଚିଛି । ଏହାରି ମଧ୍ୟରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସହରରେ ଅନେକ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । ପୋଷ୍ଟରରେ କଂଗ୍ରେସ ସାଂସଦ ରାହୁଲ…
(VIDEO)ଯୁବତୀ ଏକ ସଙ୍ଗେ ପିନ୍ଧିଲେ ଏତେ ସ୍ୱେଟର ଯେ କରିଦେଲେ ବିଶ୍ୱ ରେକର୍ଡ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଜଣେ ଯୁବତୀ ଏକାଥରକେ ସବୁଠାରୁ ଅଧିକ ସ୍ୱେଟର ପିନ୍ଧି ବିଶ୍ୱ ରେକର୍ଡ କରିଛନ୍ତି । ସେ ଏକାଥରକେ ୪୫ ସ୍ୱେଟର ପିନ୍ଧି ଏହି ରେକର୍ଡ କରିଛନ୍ତି । ଏହି ଯୁବତୀଙ୍କ ନାମ ସୋଫିଆ ହେୟଡନ । ସେ ଏହି ସମସ୍ତ…
ରାଜନେତାଙ୍କୁ ପାଖରୁ ଛାଡିବାକୁ କର୍ମୀ ଓ ଜନତା ନାରାଜ, ରାସ୍ତାରେ ଗଡି କଲେ ନିବେଦନ, ଜାଣନ୍ତୁ କିଏ ସେହି ନେତା
ପାଟନା: ଚିରାଗ ପାଶୱାନ ବିହାରର ଜମୁଇ ଆସନରୁ ଲୋକସଭା ସଦସ୍ୟ ବା ସାଂସଦ ଅଛନ୍ତି । ବିହାରରେ ଚିରାଗ ଜଣେ ୟୁଥ ଆଇକନ୍ ତଥା ଲୋକପ୍ରିୟ ରାଜନେତା ଭାବରେ ପରିଚିତ । ଏହି କାରଣରୁ ତାଙ୍କର ଫ୍ୟାନ୍ ଫ୍ଲୋଇଂ ବି ବହୁତ ଅଧିକ ।…
Big Breaking… ରାଜନୀତି ମଇଦାନକୁ ଆସୁଛନ୍ତି ଯୁବରାଜ… ପୁଣି BJPରେ ସାମିଲ ହେବେ ନବଜୋତ ସିଦ୍ଧୁ!
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏବେ ସାରା ଦେଶରେ ରାଜନୀତିକୁ ନେଇ ଖୁବ ଚର୍ଚ୍ଚା । ଏହିସବୁ ଆଲୋଚନା ଭିତରେ ଆଉ ଦୁଇଟି ନାଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭାରତୀୟ ଦଳର ଦୁଇ ପୂର୍ବତନ କ୍ରିକେଟରଙ୍କୁ…
Big Breaking; ଅଫେରା ରାଇଜରେ ‘ସ୍ୱରର ଯାଦୁଗର’ ଅମିନ ସୟାନୀ: ହୃଦଘାତରେ ଦେହାନ୍ତ
ନୂଆଦିଲ୍ଲୀ: ଆଜି ସାରା ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ରେଡିଓ ଜଗତରେ ସ୍ୱରର ଯାଦୁଗର ଭାବରେ ଜଣାଶୁଣା ରେଡିଓ ଉପସ୍ଥାପକ ଅମିନ ସୟାନୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୧ ବର୍ଷ ବୟସରେ ହୃଦଘାତ ଯୋଗୁଁ…
କଂଗ୍ରେସ ନ୍ୟାୟ ଯାତ୍ରାରେ ଲାଗିବ ବ୍ରେକ୍, ବିଦେଶ ଗସ୍ତରେ ଯିବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ବର୍ତ୍ତମାନ ଏଥିରେ ଲାଗିବ ବ୍ରେକ୍ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶ ଗସ୍ତକୁ ଯିବେ । ଲଣ୍ଡନ ସ୍ଥିତ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ…
Debit ନୁହେଁ Credit Cardରେ ମିଳୁଛି ଏହି ୫ଟି ଫାଇଦା, ସଞ୍ଚୟ କରିପାରିବେ ଟଙ୍କା
ନୂଆଦିଲ୍ଲୀ: ଆଜିକାଲି ଡେବିଟ୍ କାର୍ଡ ତୁଳନାରେ କ୍ରେଡିଟ୍ କାର୍ଡର ବ୍ୟବହାର ଅଧିକ ହୋଇଯାଇଛି। ଏହାର କାରଣ ହେଉଛି ଅନେକ ସୁବିଧା ଅଛି ଯାହା କେବଳ କ୍ରେଡିଟ୍ କାର୍ଡ ସହିତ ଉପଲବ୍ଧ। ଏହା ମାଧ୍ୟମରେ ଆପଣ ସହଜରେ ବହୁ ଅର୍ଥ…
‘ବିବାହ’ ମହିଳାଙ୍କୁ ଚାକିରିରୁ ବାହାର କରିବାର କାରଣ ହୋଇପାରିବ ନାହିଁ… ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ମହିଳା କର୍ମଚାରୀଙ୍କ ବିବାହ ତାଙ୍କୁ କୌଣସି ଚାକିରିରୁ ବାଦ୍ ଦେଇପାରିବ ନାହିଁ । ସେମାନଙ୍କ ଚାକିରି ଏବଂ ଘରୋଇ କାର୍ଯ୍ୟକୁ ଅଯୋଗ୍ୟତାର ଅଧାର ବୋଲି କହୁଥିବା ନିୟମକୁ ସମ୍ବିଧାନର ବିରୋଧ ବୋଲି କହି ରାୟ…
ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏସ୍. ନରିମନଙ୍କ ଦେହାନ୍ତ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏବଂ ବିଶିଷ୍ଟ ଆଇନଜୀବୀ ଫାଲି ଏସ୍ ନରିମନଙ୍କ ବୁଧବାର ଦେହାନ୍ତ ହୋଇଛି । ସେ ୯୫ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ତାଙ୍କ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି…