Browsing Category

ଦେଶ ବିଦେଶ

ମକ୍କାରୁ ଆସିଛି ପବିତ୍ର କଳା ରଂଗର ଇଟା, କେସରିଆ କୁରାନ୍…ଜାଣନ୍ତୁ କେମିତି ହେବ ଅଯୋଧ୍ୟାର ମସଜିଦ

ଲକ୍ଷ୍ନୌ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିଲା ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଦେଶ ବିଦେଶରେ ଥିବା ରାମଭକ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ…

କଂଗ୍ରେସକୁ ବଡ ଝଟ୍‌କା, ୪୮ ବର୍ଷ ପରେ ଦଳ ଛାଡିଲେ ଏହି ବଡ ନେତା

ମୁମ୍ବାଇ:ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ କଂଗ୍ରେସକୁ ପୁଣି ବଡ ଝଟକା ଲାଗିଛି । ମହାରାଷ୍ଟ୍ର ସରକାରରେ ପୂର୍ବ ମନ୍ତ୍ରୀ ତଥା ବଡ ନେତା ବାବା ସିଦ୍ଦିକି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତେବେ ଏହା ସ୍ପଷ୍ଟ…

ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକୀଙ୍କ ଇସ୍ତଫା: ୪୮ ବର୍ଷ ପର୍ଯ୍ୟନ୍ତ ହାତ ସହ ରହିଥିଲେ, ଏବେ ପଦ୍ମ ଧରିଲେ

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ହେବ । ଏଥିସହିତ ଚଳିତ ବର୍ଷ କିଛି ରାଜ୍ୟରେ ବିଧାସଭା ନିର୍ବାଚନ ସହିତ ଚଳିତ ମାସରେ ରାଜ୍ୟସଭା ନିର୍ବାଚନ ହେବ । ଦେଶର ୧୫ଟି ରାଜ୍ୟରେ ୫୬ଟି ରାଜ୍ୟସଭା ଆସନ…

କେନ୍ଦ୍ର ସରକାରଙ୍କ ପକ୍ଷରୁ “ଭାରତ ରାଇସ” ବ୍ରାଣ୍ଡ ଚାଉଳ ବିକ୍ରି ଆରମ୍ଭ, ଜାଣନ୍ତୁ କେଜି ପିଛା କେତେ ରଖାଯାଇଛି ମୂଲ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ “ଭାରତ ବ୍ରାଣ୍ଡ” ଚାଉଳ ବିକ୍ରିର ଶୁଭାରମ୍ଭ କରିଛନ୍ତି । ନୂଆଦିଲ୍ଲୀଠାରେ ଆୟୋଜିତ ଏକ…

ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ, ଭଗବଦ୍ ଗୀତା ଛୁଇଁ ଶପଥ ନେଲେ ଅଷ୍ଟ୍ରେଲିଆ ସିନେଟର୍‌

କାନବେରା: ବୁଧବାର ଅଷ୍ଟ୍ରେଲିଆ ସଂସଦରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଅଷ୍ଟ୍ରେଲିଆର ଜଣେ ସନେଟର ଭଗବଦ୍ ଗୀତା ଉପରେ ହାତ ରଖି ଶପଥ ଗ୍ରହଣ କରିଥିଲେ । ସେଠାରେ ଉପସ୍ଥିତ ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ…

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

ଇସଲାମାବାଦ: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ । ଏଥିପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହେବ । ଏହି ନିର୍ବାଚନରେ ନୱାଜ ଶରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍‌(ଏନ୍‌) ଏବଂ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ…

୧୦ ଟଙ୍କାରେ ମିଳୁଥିବା ଗୋଲାପ Valentine Week ପାଇଁ ଏତିକି ମୂଲ୍ୟରେ ହେଉଛି ବିକ୍ରି, କିଣିବା ପୂର୍ବରୁ ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ସ ଡେ ସପ୍ତାହ ଆରମ୍ଭ ହୋଇଛି | ପ୍ରେମର ପର୍ବ ୭ ଫେବୃଆରୀରେ ରୋଜ ଡେ' ରୁ ଆରମ୍ଭ ହୁଏ | ଏହି ଦିନ ଆପଣ ଲାଲ୍ ଗୋଲାପ ସହିତ ନିଜ ପ୍ରେମକୁ ପ୍ରକାଶ କରିପାରିବେ | ଗୋଲାପର ସୁଗନ୍ଧ ଏବଂ ରଙ୍ଗ…

Valentine’s Day ରେ ବିକ୍ରି ହେବନି ମଦ, ପ୍ରତିବନ୍ଧକ ଲଗାଇଲେ ସରକାର

ବେଙ୍ଗାଲୁରୁ: ସବୁ ବର୍ଷ ପରି ଏଥର ମଧ୍ୟ ୧୪ ଫେବୃଆରୀରେ ଭାଲେନଟାଇନ୍ସ ଡେ’ ପାଳନ କରିବାକୁ ସମସ୍ତ ପ୍ରେମୀ ଯୁଗଳ ଅପେକ୍ଷା କରିଛନ୍ତି । ଏହି ଦିନ ଯୁବକଙ୍କ ପାଇଁ ସବୁଠାରୁ ଖାସ ଦିନ । ଭାଲେନଟାଇନ୍ସ ଡେ’ କୁ ସେଲିବ୍ରେଟ…

(Video)‘ଆମର ଟ୍ୟାକ୍ସ, ଆମର ଟଙ୍କା, ଆମର ଭ୍ୟାକ୍ସିନ’: ରାଜ୍ୟସଭାରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ଚାଲିଥିବା ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି। ଗଣତନ୍ତ୍ରକୁ ଦୁର୍ବଳ କରିବା, ସାମ୍ବାଦିକ ସ୍ୱାଧୀନତାକୁ ଦମନ କରିବା ଏବଂ ଦେଶକୁ ବିଭାଜନ କରିବାକୁ…

(Video) ନଦୀ ଭିତରକୁ କେମିତି ଗଲା ରାମଲଲାଙ୍କ ମୂର୍ତ୍ତି! ଖୋଦିତ ହୋଇଛି ଦଶାବତାର ମୂର୍ତ୍ତି

ଓଡ଼ିଶା ଭାସ୍କର: ୫ଶହ ବର୍ଷ ପରେ ଅଯୋଧ୍ୟାରେ ଶେଷ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ରାମଲାଲାଙ୍କ ଦୁର୍ଲଭ ମୂର୍ତ୍ତି ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିଛି । ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି ।…