Browsing Category

ଦେଶ ବିଦେଶ

ଭାରତର ମୁଖ୍ୟ ସୂଚନା କମିଶନର ହେଲେ ହୀରାଲାଲ ସାମରିଆ, ଏହି ପଦବୀରେ ଦଳିତ ଶ୍ରେଣୀରୁ ପ୍ରଥମ ବ୍ୟକ୍ତି

ନୂଆଦିଲ୍ଲୀ:ଆଇଏଏସ୍ ଅଧିକାରୀ ହୀରାଲାଲ ସାମରିଆଙ୍କୁ ଭାରତର ସୂଚନା କମିଶନର ଭାବରେ ନିଯୁକ୍ତି ଦିଆଯାଇଛି । ସେ ଦେଶର ପ୍ରଥମ ଦଳିତ ସୂଚନା କମିଶନର ଅଟନ୍ତି । ହୀରାଲାଲ ୧୯୮୫ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଓ ତାଙ୍କ ଘର…

ସାମ୍ବାଦିକଙ୍କ ଲାଗି ସବୁଠୁ ବିପଦପୂର୍ଣ୍ଣ ଏହି ଦେଶ , ୧୭ ମାସ ମଧ୍ୟରେ କରାଗଲାଣି ବହୁ ସାମ୍ବାଦିକଙ୍କୁ ହତ୍ୟା

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲୁଥିବା ଯୁଦ୍ଧରେ ସାଧାରଣ ନାଗରିକଙ୍କ ସହିତ ବହୁ ସାମ୍ବାଦିକଙ୍କ ବି ହତ୍ୟାର ଶିକାର ହୋଇଛନ୍ତି । କିନ୍ତୁ ଆମ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠି ବିନା ଯୁଦ୍ଧରେ ବି ବହୁ…

ପୁଣି ଏକ ଅଘଟଣ; ହ୍ୟାଣ୍ଡ ଗ୍ରେନେଡ଼ ବିସ୍ଫୋରଣରେ ବିଏସଏଫ ଯବାନ ସହିଦ

ଓଡିଶା ଭାସ୍କର; ଛତିଶଗଡ଼ ଦାନ୍ତେୱାଡାରେ ଅଘଟଣ । ହ୍ୟାଣ୍ଡ ଗ୍ରେନେଡ଼ ବିସ୍ଫୋରଣରେ ବିଏସଏଫ ଯବାନ ସହିଦ । ଅଚାନକ ଯବାନଙ୍କ ହ୍ୟାଣ୍ଡ ଗ୍ରେନେଡ଼ରେ ବିସ୍ଫୋରଣ ହେବାରୁ ଏଭଳି ଏକ ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି ।…

ସକାଳୁ ସକାଳୁ ଦୁଖଦଃ ଖବର; ଭାରସାମ୍ୟ ହରାଇ ପୋଲରୁ ଖସିଲା ବସ୍

ଓଡିଶା ଭାସ୍କର; ସକାଳୁ ସକାଳୁ ଏକ ଦୁଖଦଃ ଖବର ଆସି ପହଞ୍ଚିଛି । ରାଜସ୍ଥାନ ଦଉସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଏକାଧିକ…

ମହାଦେବ ବେଟିଂ ଆପ୍ ସମେତ ୨୨ ଟି ବେଟିଂ ଆବେଦନ ଉପରେ ବ୍ୟାନ୍ ଲଗାଇଲା କେନ୍ଦ୍ର : କହିଲେ- ‘ଛତିଶଗଡ ସରକାର ଏହାକୁ ରୋକି ପାରିବେ ନାହିଁ’

ନୂଆଦିଲ୍ଲୀ: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅନୁରୋଧ କ୍ରମେ ମହାଦେବ ବେଟିଂ ଆପ ଉପରେ କେନ୍ଦ୍ର ସରକାର ବ୍ୟାନ୍ ଲଗାଇଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (ଏମଇଆଇଟିୱାଇ) ମହାଦେବ…

କୋହଲିଙ୍କର ମୋଟ ସମ୍ପତ୍ତିର ପରିମାଣ କେତେ? ସେ କେଉଁ କେଉଁ ସୂତ୍ରରୁ ଆୟ କରିଥାନ୍ତି

ନୂଆଦିଲ୍ଲୀ: ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରନ୍ ମେଶିନ୍ ବିରାଟ କୋହଲି ନିଜ କ୍ୟାରିୟରର ୪୯ତମ ଦିନିକିଆ ଶତକ ଅର୍ଜନ କରି ଇତିହାସ ରଚିଛନ୍ତି । ଏହି କ୍ରମରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ…

ପ୍ରଥମ ଥର ପ୍ରତିରକ୍ଷାରେ ୧୦୦ ପ୍ରତିଶତ FDIକୁ ମିଳିଲା ମଞ୍ଜୁରୀ: ଭାରତରେ ରକେଟ୍ ଉତ୍ପାଦନ କରିବ ବିଦେଶୀ କମ୍ପାନୀ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରର ଘରୋଇ ଉତ୍ପାଦନ ପାଇଁ ବଡ଼ ନିବେଶକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ)କୁ ଭାରତ…

ବିଜେପିରୁ ୬ ବର୍ଷ ପାଇଁ ବହିଷ୍କୃତ ହେଲେ ୩୫ ଜଣ ନେତା

ନୂଆଦିଲ୍ଲୀ: ଚଳିତ ମାସରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ବିଜେପି ଶିବିରରୁ ଆସିଛି ଏକ ବଡ଼ ଖବର । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୩୫ ଜଣ ନେତାଙ୍କୁ ୬ ବର୍ଷ ପାଇଁ ଦଳରୁ…

ସେନାବାହିନୀର ମହିଳା କର୍ମଚାରୀମାନଙ୍କ ଲାଗି ବଢ଼ିଲା ମାତୃତ୍ୱକାଳୀନ ଛୁଟି ଅବଧି: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ସେନାବାହିନୀର ମହିଳା ସୈନିକ, ନାବିକ ଏବଂ ସଶସ୍ତ୍ରବାହିନୀର ମହିଳା ଯୋଦ୍ଧାମାନଙ୍କ ପାଇଁ ମାତୃତ୍ୱ, ଶିଶୁଯତ୍ନ ଏବଂ ପୋଷ୍ୟ ଶିଶୁ ଲାଳନପାଳନ ପାଇଁ…

ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା, ଅନନ୍ତଗଡ ଜଙ୍ଗଲରେ ଧ୍ୱଂସ କଲେ ନକ୍ସଲ କ୍ୟାମ୍ପ

ଭୁବନେଶ୍ୱର: ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଏକ ନକ୍ସଲ କ୍ୟାମ୍ପ ଧ୍ୱଂସ କରି ଦେଇଛନ୍ତି ସୁରକ୍ଷାକର୍ମୀ । ଛତିଶଗଡ କାଙ୍କେର ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି…