fbpx
Browsing Category

ଦେଶ ବିଦେଶ

କୋଲ୍ଡ ଡ୍ରିଙ୍କସ ପାଇଁ ୪ ପୋଲିସକର୍ମୀ ସସପେଣ୍ଡ: ଜାଣନ୍ତୁ ଅଜବ ଘଟଣା

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ଗୋରଖପୁରର ଖୋରାବାର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଜବ ଘଟଣା । ସାମାନ୍ୟ କୋଲ୍ଡ ଡ୍ରିଙ୍କସ ପାଇଁ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଜ ଚାକିରିରୁ ସସପେଣ୍ଡ କରାଯାଇଛି । କଥାଟା ନିଶ୍ଚୟ…

କେରଳରେ ଆଉ ଏକ ନୂଆ ଭାଇରସର ଆତଙ୍କ: ଜାଣନ୍ତୁ ରୋଗ ଏବଂ ଏହାର ଉପଚାର

କେରଳ: ବିଶ୍ୱବାସୀଙ୍କ ମନରୁ କରୋନାର ଭୟ ଯିବା ପୂର୍ବରୁ ଆଉ ଏକ ଭୂତାଣୁ ଏବେ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି । କେବଳ ସାଧାରଣ ଜନତା ନୁହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଏହି ରୋଗକୁ ନେଇ ଚିନ୍ତା ପ୍ରକଟ…

ମ୍ୟାରେଜ୍ ସାର୍ଟିଫିକେଟ୍ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ, ଏହା ଅଧିକାରୀଙ୍କ କାମ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମ୍ୟାରେଜ ସାର୍ଟିଫିକେଟକୁ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ନୂଆ ରାୟ ଆସିଛି । ମ୍ୟାରେଜ ସାର୍ଟିଫିକେଟ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ । ଜଣେ ନାବାଳିକାଙ୍କ ଅପହରଣ ଓ ଦୁଷ୍କର୍ମ ମାମଲାର…

ଦିନ ଦି ପ୍ରହରେ ଲୁଟିନେଲେ ସୁନା: ଗୋଲ୍ଡ ଲୋନ ଦେଉଥିବା କମ୍ପାନୀ ହେଲା ଶିକାର

ପାଟନା: ବିହାରର ରାଜଧାନୀ ପାଟନାରେ ଦମଦାର ବଢୁଛି ଅପରାଧ । ଅପରାଧୀଙ୍କୁ ତିଳେ ହେଲେ ପୋଲିସର ଭୟ ଥିବା ମନେ ହେଉନାହିଁ । ଆଜି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏକ ଗୋଲ୍ଡ ଲୋନ ଦେଉଥିବା କମ୍ପାନୀଠାରୁ…

ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି, ୧୨ ଜଣ ଜଜ୍ ଓ ଅତିରିକ୍ତ ଜଜଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟରେ ଜଣେ ନୂଆ ବିଚାରପତି ନିଯୁକ୍ତି ପାଇଛନ୍ତି । ଆଡଭୋକେଟ ସଞ୍ଜୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ନୂଆ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ରାଷ୍ଟ୍ରପତି…

ଦେଶର ୫ଟି ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା, ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱକୁ ନିଜ ମାୟାଜାଲରେ କବଳିତ କରି ରଖିଥିବା କରୋନା ଭାଇରସ୍ ଇତିମଧ୍ୟରେ ହ୍ରାସ ପାଇଥିଲେ ହେଁ ଆଶଙ୍କା ହଟିନାହିଁ । ତେବେ ଏହା ମଧ୍ୟରେ ଚୀନ, ଉତ୍ତର କୋରିଆ ପରି କିଛି ଦେଶରେ…

ଭାରତ ପାଇଁ ଆସୁଛି ବିପଦ! ପାକିସ୍ତାନ ନିକଟରେ ଡ୍ରୋନର ଫଟୋକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ପାକିସ୍ତାନ ମୁରିଦ ନିକଟସ୍ଥ ଏୟାରଫୋର୍ସ ବେସରେ ଏକ ଆକ୍ରମଣକାରୀ ଡ୍ରୋନ ଦେଖିବାକୁ ମିଳିଛି । ସାଟେଲାଇଟ ଜରିଆରେ ଏହି ଡ୍ରୋନର ଏକ ଫଟୋ ନିଆଯାଇଛି । ତେବେ ସାଟେଲାଇଟ ଫଟୋକୁ ରିହ କରୁତିବା ବିଶେଷଜ୍ଞମାନେ…

ଗ୍ୟାସ ଲିକ ହେବାରୁ ୩୦ ମହିଳା କର୍ମଚାରୀ ହେଲେ ଅସୁସ୍ଥ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଠାରେ ଏକ ଗ୍ୟାସ କମ୍ପାନୀରେ ଗ୍ୟାସ ଲିକ ହେବାର ଘଟଣା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ଏହି କମ୍ପାନୀର ୩୦ଜଣ ମହିଳା କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡିଛି ।…

ବିରଳ କ୍ୟାଫେ, ଯେଉଁଠି କାମ କରୁଛନ୍ତି କେବଳ ଏଚ.ଆଇ.ଭି ପଜିଟିଭ କର୍ମଚାରୀ

ନୂଆଦିଲ୍ଲୀ: ବିଶ୍ୱରେ ଏଡସକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଏହି ଭାଇରସ ସଂସ୍ପର୍ଶରେ ଆସିଲେ ଏହାଠୁ ବଞ୍ଚିବା କଷ୍ଟକର । କିନ୍ତୁ ଔଷଧ ଏବଂ ଯତ୍ନ ଦ୍ୱାରା ସଂକ୍ରମିତ ବ୍ୟକ୍ତି ସାଧାରଣ ଜୀବନ…

ଦେଶର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟାକ୍ସନିର ଦ୍ୱିତୀୟ ପରୀକ୍ଷଣକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟକ୍ସିନର ଦ୍ୱିତୀୟ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି । ଭାରତ ବାୟୋଟେକ ଏବଂ ସେଣ୍ଟ ଲୁଇସର ୱାସିଙ୍ଗଟନ ୟୁନିଭର୍ସିଟିର ମିଳିତ ସହଯୋଗରେ ଏହାର ବିକଶିତ କରାଯାଉଛି ।…