Browsing Category
ଦେଶ ବିଦେଶ
ଚନ୍ଦ୍ର ପୃଷ୍ଠରେ ସଲଫର୍: ସ୍ପଷ୍ଟ କଲା ରୋଭର
ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ସଲଫର୍ ଥିବା ନେଇ ଆଉ ଏକ ପରୀକ୍ଷା ସ୍ପଷ୍ଟ ହୋଇଛି । ଏହା ରୋଭର ପ୍ରଜ୍ଞାନ ଦେହରେ ଲାଗିଥିବା ଅନ୍ୟ ଏକ ଯନ୍ତ୍ରାଂଶରୁ ସ୍ପଷ୍ଟ ହୋଇଛି । ଏହି ସଲଫର ଥିବା ସ୍ପଷ୍ଟ କଲା ଆଲଫା ପାର୍ଟିଲିକ୍…
ଖୁବ ଶୀଘ୍ର ରାଜନୀତି ଏବଂ ଦେଶ ଛାଡିବେ ଇମରାନ : ଜାଣି ନିଅନ୍ତୁ କେଉଁଠିକୁ ହେବେ ସ୍ଥାନାନ୍ତର
ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବ ମୁଖ୍ୟମନ୍ତ୍ରୀ ଇମରାନ ଖାନଙ୍କ ସମସ୍ୟା କାମିବାର ନାମ ନେଉ ନାହିଁ । କେତେବେଳେ ତାଙ୍କୁ ଜାମିନ ମିଳୁଛି ତ ଆଉ କେତେବଳେ ଜେଲ ହେଉଛି । ଇମରାନ ଖାନ କ୍ଷମତାରୁ ଓହରିବା ପରେ ପୁଣିଥରେ…
କେତେ ଦିନ ଚାଲିବ ଭାରତର ସୌର ମିଶନ୍? ଜାଣନ୍ତୁ Aaditya-L1କୁ ନେଇ ଇସ୍ରୋର ପ୍ଲାନ
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ପରେ ଇସ୍ରୋ ବର୍ତ୍ତମାନ ନୂଆ ପ୍ଲାନ ଚଳାଇଛି । ଆସନ୍ତା ୨ ତାରିଖରୁ ସୂର୍ଯ୍ୟରେ ବି ପତାକା ଉତ୍ତୋଳନ କରିବ ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ…
Google ଭାରତରେ ଲଞ୍ଚ କଲା AI ସର୍ଚ ଟୁଲ, ହିନ୍ଦୀ ଏବଂ ଇଂରାଜୀ ଦୁଇଟି ଭାଷାରେ କରିବ କାମ
ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଖୁସି ଖବର । ଗୁଗୁଲ ଏଆଇ ସର୍ଚ ଟୁଲକୁ ଭାରତରେ ଲଞ୍ଚ କରିଛି । ଗୁଗୁଲ ଭାରତ ଏବଂ ଜାପାନରେ ନିଜ ୟୁଜର୍ସଙ୍କ ପାଇଁ ସର୍ଚ ଟୁଲରେ ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲାଗୁ କରିଛି…
ଖୁବ ଶୀଘ୍ର ଦେଶରୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ନିପାତ ହେବ, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଲଞ୍ଚ କରିବାକୁ ଯାଉଛି ଟୀକା
ନୂଆଦିଲ୍ଲୀ:କୋଭିସିଲ୍ଡ ଭ୍ୟାକସିନ ପ୍ରସ୍ତୁତ କରିଥିବା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଖୁବ୍ ଶୀଘ୍ର ଡେଙ୍ଗୁ ଲାଗି ଟୀକା ପ୍ରସ୍ତୁତ କରିବାକୁ ଯାଉଛି । ସିରମ୍ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ସାଇରସ ପୁନାବାଲା…
ଫିଟନେସ୍ କୋଚ୍ଙ୍କୁ ଡବଲ ହାର୍ଟ ଆଟାକ, ମାତ୍ର ୩୩ ବର୍ଷରେ ୨ ଥର ଲଗାତର ହୃଦଘାତର ଶିକାର ହୋଇ ଆଖିବୁଜିଲେ
ବ୍ରାସିଲିଆ: ହୃଦଘାତ ମାମଲା ଏବେ ଏତେ ଦ୍ରୁତ ଗତିରେ ବଢିଗଲାଣି ଯେ, ଏ କ୍ଷେତ୍ରରେ ବୟସର କୌଣସି ମାନେ ରହୁନାହିଁ । ଅର୍ଥାତ୍ ଖୁବ୍ କମ୍ ବୟସର ଲୋକମାନେ ବି ଏବେ ହୃଦଘାତର ଶିକାର ହେଉଛନ୍ତି । ୨୫ରୁ ୪୦ ବର୍ଷ ମଧ୍ୟରେ…
ସାବଧାନ୍ ! ଏହି ନକଲି କୋର୍ଟ ୱେବସାଇଟରୁ ସତର୍କ ରହିବାକୁ ଚେତାବନୀ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋର୍ଟର ଏକ ନକଲି ୱେବସାଇଟର ଖୁଲାସା କରିଛନ୍ତି ସୁପ୍ରିମକୋର୍ଟ । ଏଥିସହ ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି । ଖବର ମୁତାବକ, ସୁପ୍ରିମକୋର୍ଟର ଏହି ନକଲି ୱେବସାଇଟ୍ ଫିସିଂ ଆକ୍ରମଣ…
ବିବାହ ପାଇଁ ପୁରୋହିତଙ୍କର ଆବଶ୍ୟକତା ନାହିଁ, ଜାଣନ୍ତୁ କେଉଁ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଦେଲେ ଏପରି ରାୟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ଏକ ମାମଲାକୁ ନେଇ ନୂଆ ଆଦେଶ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ, ଅଜଣା ଲୋକଙ୍କ ସାମ୍ନାରେ ଲୁଚିକରି ବିବାହ କରିବା ବୈଧ…
ଏବେବି ପିଏମ ମୋଦୀଙ୍କ ସହ ଅଛନ୍ତି ୮୦% ଭାରତୀୟ: ବିଦେଶୀ ସର୍ଭେରେ ରାହୁଲ ଗାନ୍ଧୀଙ୍କ ପାଇଁ ଗୁଡ଼୍ ନ୍ୟୁଜ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ୮ ଜଣଙ୍କର ଭଲ ମତ ରହିଛନ୍ତି । କେବଳ ଏତିକି ନୁହେଁ, ଶତ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ବହୁତ ଭଲ କାମ…
ଟ୍ରେନ୍ ଚଳାଉଥିବା ବେଳେ ମୋବାଇଲ୍ ଚେକ୍ କରିବା ପଡ଼ିଲା ମହଙ୍ଗା, ସାମ୍ନାରୁ ଆସୁଥିବା ଟ୍ରେନ୍ ଦେଲା ଜବରଦସ୍ତ ଧକ୍କା: ଦେଖନ୍ତୁ Video
ଗାଡି ଚଳାଇବା ସମୟରେ ଫୋନ୍ ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଏ । ତଥାପି, ଏହି ଜିନିଷ କିଛି ଲୋକଙ୍କ ମସ୍ତିଷ୍କରେ ପଶିନଥାଏ । ଗାଡି ଚଳାଇବା ସମୟରେ ସେମାନଙ୍କ ପାଇଁ ଫୋନ୍ ଉଠାଇବା ଏତେ ଗୁରୁତ୍ୱପୂର୍ଣ୍ଣ ଯେ…