Browsing Category
ଦେଶ ବିଦେଶ
କିଆରା ଲଗାଇବେ ସିଦ୍ଧାର୍ଥଙ୍କ ନାମରେ ମେହେନ୍ଦୀ, ଏହି ତାରକାମାନେ ହେବେ ଖାସ ଅତିଥି
ଜୈସଲମେର: ବଲିଉଡ୍ ର ଲବ୍ ବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡ଼ୱାଣୀ ସବୁବେଳ ପାଇଁ ଏକାଠି ହେବାକୁ ଯାଉଛନ୍ତି । କିଆରା ଏବଂ ସିଦ୍ଧାର୍ଥ ୬ ଫେବୃଆରୀରେ ରାଜସ୍ଥାନର ଜୈସଲମେରରେ ବିବାହ କରିବାକୁ ଯାଉଛନ୍ତି । ଏହି…
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪% ବଢିପାରେ DA
ନୂଆଦିଲ୍ଲୀ: କେନ୍ଦ୍ର ସରକାର କୋଟିକୋଟି କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା(DA) ରେ ୩୮ ପ୍ରତିଶତକୁ ବଢାଇ ୪୨ ପ୍ରତିଶତ କରିପାରନ୍ତି । ଏହି ଉଦ୍ଦେଶ୍ୟ ପାଇଁ ଏକ ଫର୍ମୁଲା ଉପରେ ସହମତି ମିଳିଛି ।…
୨.୫ ଲକ୍ଷ କୋଟି ଟଙ୍କାର ଋଣ କରିଛନ୍ତି ଗୌତମ ଆଦାନୀ: LIC ସମେତ SBI, Axis Bank, PNB ଭଳି ଦେଶର ପ୍ରମୁଖ ବ୍ୟାଙ୍କ ସାମିଲ
ନୂଆଦିଲ୍ଲୀ: ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ସମୁହ ପାଇଁ ସବୁ କିଛି ଠିକ୍ ଚାଲୁନାହିଁ। ରିପୋର୍ଟରେ ସମୁହ ଉପରେ ବଡ଼ ରକମର ଋଣ ନେଇ ପ୍ରଶ୍ନ କରାଯାଇଥିଲା। ଏହାରି…
Virus ! ଯଦି ଆପଣଙ୍କ ଫୋନରେ ଅଛି ଏହି ୧୨ ଟି ଆପ ତେବେ ତୁରନ୍ତ କରନ୍ତୁ ଡିଲିଟ୍, ନଚେତ
ନୂଆଦିଲ୍ଲୀ:ବର୍ତ୍ତମାନ ସମୟରେ ସ୍ମାର୍ଟଫୋନର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଅଭିଜ୍ଞତାକୁ ସୁଦୃଢ କରିବା ପାଇଁ ଲୋକମାନେ ପ୍ରତିଦିନ କିଛି ନୂଆ ଆପ୍ ଡାଉନଲୋଡ୍ କରନ୍ତି। କିନ୍ତୁ ଅନେକ ଉପଭୋକ୍ତା ଜାଣିବେ ଯେ…
କିଡ଼ନୀ ବିନା ମଣିଷ ଜୀବିତ ରହିପାରିବ କି ? ଯଦି ସମ୍ଭବ ତେବେ କେତେ ଦିନ, ଜାଣନ୍ତୁ ..
ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ଏକ ମାମଲା ସାମ୍ନାକୁ ଆସିଥିଲା ଯେଉଁଠାରେ ଜଣେ ନକଲି ଡାକ୍ତର ଜଣେ ମହିଳା ରୋଗୀର କିଡନୀ ବାହାର କରି ପଳାଇ ଯାଇଥିଲେ। ରୋଗୀ ସୁନୀତା ଗତ ଚାରିମାସ ଧରି କିଡନୀ ବିନା ଜୀବନ…
ଚୀନ୍ ଉପରେ ବଡ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ ହେଉଛନ୍ତି ସରକାର: ୧୩୮ ବେଟିଂ ଆପ୍, ୯୪ ଲୋନ୍ ଆପ୍ ଉପରେ ଲାଗିବ ପ୍ରତିବନ୍ଧକ
ନୁଆଦିଲ୍ଲୀ: ଚୀନ୍ ଉପରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ପୁଣି ଥରେ ପ୍ରସ୍ତୁତ ହେଉଛନ୍ତି। ସୂଚନାନୁସାରେ, ସରକାର ଅନେକ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୨୩ ବର୍ଷରେ…
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ଦେହାନ୍ତ, ଦୁବାଇ ଡାକ୍ତରଖାନାରେ ହେଇଥିଲେ ଭର୍ତ୍ତି
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପରଭେଜ ମୁଶରଫଙ୍କ ଦେହାନ୍ତ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଏହି ଖବରକୁ ସୂତ୍ରରୁ ପ୍ରକାଶ କରିଛି। ମୁଶରଫ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ଦୁବାଇର ଏକ…
ପଶୁ ହତ୍ୟା ଏବଂ ମାଂସ ବିକ୍ରୟ ଉପରେ ଲାଗିଲା ଲଗାମ, ବଜାରରେ ଆଉ ମିଳିବ ନାହିଁ ମାଂସ!
ବେଙ୍ଗାଲୁରୁ:ମିଳିବ ନାହିଁ ମାଂସ। ବେଙ୍ଗାଲୁରୁରେ ଥିବା ସର୍ବସାଧାରଣ ବିଜ୍ଞପ୍ତିରେ BBMP କହିଛି ଯେ, ୟେଲାହାନ୍କା ବାୟୁସେନା ଷ୍ଟେସନର ୧୦ କିଲୋମିଟର ପରିସର ମଧ୍ୟରେ ଅଣ ଶାକାହାରୀ ଖାଦ୍ୟ ସାମଗ୍ରୀର ସେବା ଏବଂ ବିକ୍ରୟ…
୨୯ ଜାଲ୍ କମ୍ପାନୀ ଜରିଆରେ ଷ୍ଟକ୍ ଠକେଇ, ୧୦ଦିନରେ ୧୧୮ବିଲିୟନ ଡଲାର ହରାଇଲାଣି ଆଦାନି ଗ୍ରୁପ୍
ନୁଆଦିଲ୍ଲୀ: ଆମେରିକାର ରିସର୍ଚ୍ଚ କମ୍ପାନୀ ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ ଦୋହଲି ଯାଇଛି। ଏହି ପ୍ରସଙ୍ଗରେ ଏବେ ଭାରତୀୟ ସେୟାର ବଜାର ଏବଂ…
ଚାଇନା ବେଲୁନ କୁ ଖସେଇଲା ଆମେରିକା, ଏହା ଉପରେ ଚାଇନାର ପ୍ରତିକ୍ରିୟା “Clearly Overreacting”
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଆମେରିକାରେ ଦେଖାଯାଇଥିବା ଚୀନ୍ର ଗୁପ୍ତଚର ବେଲୁନ୍କୁ ଆଜି ଗୁଳି କରି ଖସେଇ ଦିଆଯାଇଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟ କରାଯାଇଛି । ଏହି ବେଲୁନ୍ କୁ…