Browsing Category

ଦେଶ ବିଦେଶ

କାଙ୍ଗାଳ ହୋଇଗଲେ ବିଶ୍ୱର ସର୍ବଶ୍ରେଷ୍ଠ ଧାବକ ଉସେନ ବୋଲ୍ଟ: ଗୋଟିଏ ଝଟକାରେ ଉଡ଼ିଗଲା ୧୦୦ କୋଟି

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟ ଯୁଗରେ ସାଇବର ଫ୍ରଡ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେବେ ଏହି ଘଟଣା ବିଶ୍ୱର ସର୍ବଶ୍ରେଷ୍ଠ ଧାବକ ଉସେନ ବୋଲ୍ଟଙ୍କ ସହ ଘଟିଛି । ଅଚାନକ ବୋଲ୍ଟଙ୍କ ଆକାଉଣ୍ଟରୁ ୧୦୦ କୋଟି…

ନେ ଦେଢ଼ ଲକ୍ଷ, ମୋ ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେ: ପୁଅକୁ ମାରିବା ପାଇଁ ମା’ ଦେଲା ସୁପାରି

ନୂଆଦିଲ୍ଲୀ: କାହିଁ କେତେ ପୁରାଣ ଯୁଗରୁ ମା’କୁ ଏ ଦୁନିଆରେ ସବୁଠାରୁ ଉଚ୍ଚାସନ ଦିଆଯାଇ ଆସୁଛି । ମା’ ଶବ୍ଦଟି ଛୋଟ ହେଲେ ମଧ୍ୟ ତା’ର ତ୍ୟାଗର ମୂଲ୍ୟ ଏ ଦୁନିଆରେ କେହି ଦେଇ ପାରିନାହାନ୍ତି । ଗର୍ଭଧାରଣର ଯନ୍ତ୍ରଣା…

ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ସାରା ବିଶ୍ୱରେ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବ

ନୁଆଦିଲ୍ଲୀ: ଗୁଗୁଲ୍ ପ୍ୟାରେଣ୍ଟ କମ୍ପାନୀ ଆଲ୍‌ଫାବେଟ୍ ୧୨,୦୦୦ କର୍ମଚରୀଙ୍କୁ ଛଟେଇ କରିବ। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଣମାଧ୍ୟମ ସହିତ ଏକ ଷ୍ଟାଫ୍ ମେମୋ ସେୟାର କରି ଏହି ସୂଚନା ଦେଇଛନ୍ତି। ଏହି…

ଫଟୋରେ ଦେଖନ୍ତୁ ନୂଆ ସଂସଦ ଭବନ ଭିତରୁ କିପରି ଦେଖାଯାଉଛି, ମାର୍ଚ୍ଚରେ ହୋଇପାରେ ଏହାର ଉଦଘାଟନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୂତନ ସଂସଦ ଭବନ ଭିତର ଫଟୋ ପ୍ରକାଶ କରିଛନ୍ତି। ବର୍ତ୍ତମାନ ନୁତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଜାରି ରହିଛି। ସଂସଦର ନୂତନ ବିଲ୍ଡିଂ ଦୁଇ ମାସ ପରେ ଅର୍ଥାତ୍ ମାର୍ଚ୍ଚ ମାସରେ ଉଦଘାଟନ…

ଜୀବନର ପ୍ରକୃତ ଅର୍ଥ କ’ଣ: ଟଙ୍କା ରୋଜଗାର, ଭଲ ପାଇବା ନା ପରିବାର ସୃଷ୍ଟି କରିବା, ରିସର୍ଚ୍ଚରୁ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହେଉଛି ଏକ ଦୁର୍ଲ୍ଲଭ ଜୀବ । ମଣିଷ ନିଜର ବୁଦ୍ଧି ବଳରେ ନିଜଠାରୁ କାହିଁକି କେତେ ବଳଶାଳୀ ଜନ୍ତୁଙ୍କୁ ନିଜ ଇସାରାରେ ନଚାଇ ପାରୁଛି । ତେବେ ଜୀବନର ପ୍ରକୃତ ଅର୍ଥ କଣ? ଯଦିଓ ଏହାର…

ପୋଲିସକୁ ମିଳିଲା ବଡ ସଫଳତା, ୪୦ ଲକ୍ଷର ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା: ରାଜ୍ୟରେ ବ୍ରାଉନସୁଗାର କାରଗାର ବଢ଼ିବାରେ ଲାଗିଛି । ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବ୍ରାଉନ ସୁଗାର ଏକ ଫ୍ୟାସନ ପାଲଟି ଗଲାଣି। ଏହାରି ମଧ୍ୟରେ ଆଜି ପୁଣି ଥରେ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ…

ଏୟାର ଇଣ୍ଡିଆ ପରିଶ୍ରା କାଣ୍ଡ: ପାଇଲଟଙ୍କ ଉପରେ ପଡ଼ିଲା ଭାରି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପରିସ୍ରା ଘଟଣାକୁ ନେଇ ଡିଜିସିଏ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ନ୍ୟୁୟର୍କରୁ ନୂଆଦିଲ୍ଲୀକୁ ଆସୁଥିବା ବିମାନ ନମ୍ବର AI-102 ରେ ଯାତ୍ରୀଙ୍କ ଅସଦାଚରଣ ଘଟଣା ୦୪.୦୧.୨୦୨୩ ରେ ଡିଜିସିଏ…

ବ୍ରିଟେନ ପ୍ରଧାନମନ୍ତ୍ରୀ ଏପରି କାର୍ଯ୍ୟ କଲେ, ଯାହାଦ୍ୱାରା ତାଙ୍କୁ ମାଗିବାକୁ ପଡ଼ିବ ଭୁଲ

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଗୁରୁବାର ଦିନ ଉତ୍ତର-ପଶ୍ଚିମ ଇଂଲଣ୍ଡରେ ଗାଡି ଚଳାଇବା ସମୟରେ ସୋସିଆଲ ମିଡିଆ ପାଇଁ ଏକ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ନିଜ ସିଟ୍ ବେଲ୍ଟ ହଟାଇଥିବାରୁ କ୍ଷମା…

୩୮୦ କର୍ମଚାରୀଙ୍କୁ ବାହାର କରିବା ପାଇଁ ନିଷ୍ପତ୍ତି ନେଲା swiggy କମ୍ପାନୀ

ନୂଆଦିଲ୍ଲୀ: ଦେଶ ତଥା ବିଦେଶରେ ଅନେକ କମ୍ପାନୀ ଚାକିରିରୁ ଛଟେଇ କରୁଛନ୍ତି । ଟ୍ୱିଟର ତାପରେ ଆମାଜୋନ ଏବଂ ମାଇକ୍ରୋସଫ୍ଟ କମ୍ପାନୀ ଛଟେଇ କରିବା ପରେ ବର୍ତ୍ତମାନ ଫୁଡ଼ ଡେଲିଭରୀରର ବଡ଼ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ…

ନ୍ୟୁଜିଲାଣ୍ଡ ବିପକ୍ଷରେ ମନ୍ଥର ଓଭର ପଡିଲା ମହଙ୍ଗା, ଭାରତ ହେଲା ଦଣ୍ଡିତ

ନୂଆଦିଲ୍ଲୀ :ବୁଧବାର ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଥମ ODI ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମନ୍ଥର ଓଭର ହାର ବଜାୟ ରଖିଥିବାରୁ ଭାରତକୁ ସେହି ମ୍ୟାଚ ଶୁଳ୍କର ୬୦ ପ୍ରତିଶତ ଜରିମାନା କରାଯାଇଛି। ଏମିରେଟ୍ସ ଆଇସିସି…