Browsing Category
ଦେଶ ବିଦେଶ
Operation Lotus କରିବ ଖେଳ! ହିମାଚଳ ପ୍ରଦେଶର ୧୮ ଜଣ କଂଗ୍ରେସ ବିଧାୟକ ଗାଏବ୍
ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରି କଂଗ୍ରେସ ବାଜି ମାରି ନେଇଥିଲା । କଂଗ୍ରେସ ନେତା ସୁଖବିନ୍ଦର ସିଂହ ସୁଖୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ…
ନୂଆ ବର୍ଷରେ PNB ଗ୍ରାହକଙ୍କ ପାଇଁ ଖୁସି ଖବର, ସେଭିଂ ଆକାଉଣ୍ଟ ଏବଂ ଏଫଡି ଉପରେ ବଢ଼ିଲା ସୁଧ ହାର
ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ଗ୍ରାହକ ମାନଙ୍କୁ ଖୁସି ଖବର ଦେଇଛି। ପିଏନବି ସେଭିଂ ଆକାଉଣ୍ଟ ଏବଂ ଫିକ୍ସଡ ଡିପୋଜିଟ ସୁଧ ହାରକୁ ୨ କୋଟିରୁ କମ୍ ବୃଦ୍ଧି କରିଛି। ରିଜର୍ଭ…
କେଉଁଠାରେ ରହିଛି ବିଶ୍ୱର ସର୍ବବୃହତ ରେଲୱେ ଷ୍ଟେସନ; ଜାଣନ୍ତୁ କଣ ରହିଛି ଆଶ୍ଚର୍ଯ୍ୟ କଥା
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ସର୍ବଦା କମ୍ ଖର୍ଚ୍ଚ ସହ ନିରାପଦ ବୋଲି କୁହାଯାଏ । ଯାତ୍ରା କରିବାର ସମୟ ମଧ୍ୟ ଏଥିରେ କମ୍ ରହିଥାଏ । ଯଦି ମାନବ ସଭ୍ୟତାର ବିକାଶକୁ ବଢାଉଥିବା ଉଦ୍ଭାବନଗୁଡିକର ଏକ ତାଲିକା…
Virus ନା Bacteria: କିଏ ବେଶୀ ଭୟଙ୍କର, କିଏ ପ୍ରଥମେ ଏ ଦୁନିଆକୁ ଆସିଥିଲା?
ନୂଆଦିଲ୍ଲୀ: ଗତ ତିନି ବର୍ଷ ଧରି ସାରା ବିଶ୍ୱବାସୀଙ୍କ ମୁହଁରେ କେବଳ ଗୋଟିଏ ଶବ୍ଦ ‘ଭାଇରସ’ । କରୋନା ଦୀର୍ଘଦିନ ଧରି ଲୋକଙ୍କୁ ସଂକ୍ରମିତ କରିଆସୁଥିଲେ ହେଁ ବୈଜ୍ଞାନିକମାନେ ଏହାଠାରୁ କାହିଁ କେତେଗୁଣରେ ଭୟଙ୍କର ଭାଇରସ…
ନୂଆବର୍ଷରେ ଲଜ୍ଜ୍ୟା: ଯୁବତୀଙ୍କୁ କାରରେ ୪ କିମି ପର୍ଯ୍ୟନ୍ତ ଘୋଷାରି ନେଲେ, ୫ ଯୁବକଙ୍କ ନୃଶଂସତାର ସୀମା ଟପିଲା
ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେ ନିୟମ ପ୍ରଣୟନ କରାଗଲେ ମଧ୍ୟ ଅପରାଧୀମାନେ ଜମାରୁ ସୁଧୁରୁ ନାହାନ୍ତି କି ସଡ଼କ ଦୁର୍ଘଟଣା ହ୍ରାସ ପାଉନାହିଁ । ତେବେ ଏହି କ୍ରମରେ ଆଜି ଦିଲ୍ଲୀରେ ଏକ ଅବିଶ୍ୱସନୀୟ…
ଆପଣଙ୍କୁ ‘ଥଣ୍ଡା’ ହୋଇଛି ନା ‘ଓମିକ୍ରନ BF.7’ : ଏଣିକି ୨ ମିନିଟରେ ହେବ ଚିହ୍ନଟ
ନୂଆଦିଲ୍ଲୀ: ‘ଯେମିତି କର୍ମକୁ ସେମିତି ଫଳ’ କଥାଟି ଚୀନକୁ ବେଶ୍ ସୁହାଉଛି । ସେଠାରେ ଲଗାତାର ତୃତୀୟ ବର୍ଷ ପାଇଁ କରୋନା ମହାମାରୀ ଯୋଗୁଁ ହାହାକାର ସୃଷ୍ଟି ହୋଇଛି । ବେଜିଂ ସମେତ ପ୍ରତ୍ୟେକ ଛୋଟ ଏବଂ ବଡ ସହରରେ…
ଅକ୍ଟୋବର ୧୫ରେ ନୂଆବର୍ଷ, ବର୍ଷକ ୩୧୦ ଦିନ, ବର୍ଷକ ୧୦ ମାସ! ନୂଆବର୍ଷକୁ ନେଇ ଜାଣନ୍ତୁ ୫ଟି ଅଜଣା ରହସ୍ୟ
ନୂଆଦିଲ୍ଲୀ: ଆଜି ହେଉଛି ୨୦୨୩ ବର୍ଷ ଜାନୁଆରୀ ମାସ ୧ ତାରିଖ । ଆଜି ବିଶ୍ୱର ଅଧିକାଂଶ ଦେଶରେ ନୂଆବର୍ଷ ପାଳନ କରାଯାଉଛି । କିଛି ଦେଶରେ ଡିସେମ୍ବର ୩୧ରେ ନୂଆବର୍ଷ ପାଳନ କରାଯାଇଥିବା ବେଳେ ଆଉ କିଛି ଦେଶରେ ଜାନୁଆରୀ…
ଭାରତରେ ପୁଣି ବଢିଲା ବେରୋଜଗାର: ୨୦୨୪ ନିର୍ବାଚନ ପୁର୍ବରୁ ମୋଦୀ ସରକାରଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ଦେଶରେ ବେରୋଜଗାର ଦର ଲଗାତାର ବଢିବାରେ ଲାଗିଛି । ଡିସେମ୍ବର ମାସରେ ଭାରତରେ ପୁଣି ବେରୋଜଗାର ଦର ବୃଦ୍ଧି ପାଇ ୮.୩% ହୋଇଛି । ଯାହା ଗତ ୧୬ ମାସରେ ସର୍ବାଧିକ ଅଟେ । ଏହି ତଥ୍ୟ ସେଣ୍ଟର ଫର୍ ମନିଟରିଂ…
ଗାଡ଼ି ଚଳାଇବା ସମୟରେ ଫୋନ୍ ବ୍ୟବହାର ପାଇଁ ମୃତ୍ୟୁବରଣ କରିଛନ୍ତି ୧୦୪୦; ରିପୋର୍ଟ
ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସେ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଡ୍ରାଇଭରଙ୍କ ଅସାବଧାନତା…
ମୃତ୍ୟୁ ଭିକ୍ଷା ମାଗୁଥିଲେ ହନି ସିଂ , କହିଲେ ମୋ ସହ ଯାହା ହେଇଛି ମୋ ଶତ୍ରୁ ମାନଙ୍କ ସହ କେବେ ନ ହେଉ
ମୁମ୍ବାଇ: ସିଙ୍ଗର ତଥା ରାପର ହନି ସିଙ୍ଗଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । କାରଣ ଏହି ସିଙ୍ଗର ଜଣକ ସବୁ ଠାରେ ସୁପରିଚିତ । ଏହା ସହିତ ସେ ତାଙ୍କ ଜୀବନରେ ବହୁ ସୁଖ ଦୁଃଖ ଦେଖିଛନ୍ତି । କିନ୍ତୁ ନିକଟରେ ହନି…