Browsing Category

ଦେଶ ବିଦେଶ

ମହାରାଷ୍ଟ୍ର ସଙ୍କଟ: କାଲି ହେବ ଫ୍ଲୋର ଟେଷ୍ଟ, ଏଣ୍ଟ୍ରି ମାରିପାରେ ବିଜେପି

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟରେ ଏଣ୍ଟ୍ରି ମାରିପାରେ ବିଜେପି । ରାଜ୍ୟପାଳ ଭଗତ ସିଂହ କୋଶିଆରଙ୍କ ସାମ୍ନାରେ ଫ୍ଲୋର ଟେଷ୍ଟ ଦାବି କରିଛି ଦଳ । ଏହା ବ୍ୟତୀତ ଆସନ୍ତା ଗୁରୁବାର ବିଧାନସଭାରେ…

(Video) ସ୍ମାର୍ଟ କ୍ଲାସରେ ବାଜିଲା ‘ଅଶ୍ଲୀଳ’ ଭୋଜପୁରୀ ଗୀତ: ମଜାରେ ବସି ଦେଖିଲେ ଶିକ୍ଷକ ଓ ଛାତ୍ର

ପାଟନା: ବିହାରର ଶିକ୍ଷା ବ୍ୟବସ୍ଥା କେତେ ଯେ ଖରାପ ହୋଇଛି, ତାହା ତ ସମସ୍ତେ ଜାଣିଛନ୍ତି । ଅନେକ ସ୍କୁଲରେ ପାଠପଢ଼ା ନାଁରେ ଛୁଆଙ୍କ ଭବିଷ୍ୟତ ସହ ଖେଳାଯାଉଛି । ଏବେ ତ ପ୍ରାୟ ସମସ୍ତ ସ୍କୁଲରେ ‘ସ୍ମାର୍ଟ କ୍ଲାସ୍’ର…

(Video) ଉଦୟପୁର ହତ୍ୟାକାଣ୍ଡରେ ୨ ଅଭିଯୁକ୍ତ ଗିରଫ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଦେଇଥିଲେ ହତ୍ୟା ଧମକ

ନୂଆଦିଲ୍ଲୀ: ବିଜେପିରୁ ବହିଷ୍କାର ହୋଇଥିବା ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କୁ ମିଳିଛି ଅନେକ ଲୋକଙ୍କ ସମର୍ଥନ । କିନ୍ତୁ ରାଜସ୍ଥାନର ଉଦୟପୁରରେ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ହତ୍ୟା କରାଯାଇଥିଲା । ମୃତକଙ୍କ ୮…

ବିଳମ୍ବିତ ରାତିରେ ଭୁଶୁଡ଼ି ୪ ମହଲା କୋଠା : ୧୯ ମୃତ, ୨୦ରୁ ଅଧିକ ଚାପି ହୋଇ ରହିଥିବା ଆଶଙ୍କା

ମୁମ୍ବାଇ : ବିଳମ୍ବିତ ରାତ୍ରିରେ ମୁମ୍ବାଇର କୁର୍ଲା ନାଏକ ନଗରରେ ଥିବା ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଭୁଶୁଡ଼ି ପଡ଼ିଥିବା କୋଠାତଳେ…

ଆଜି ଦୁବାଇରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌, ନିବେଶକଙ୍କ ସହ ଆଲୋଚନା କରିବେ ନବୀନ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦୁବାଇରେ ଅଛନ୍ତି ।  ଆଜି ସେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇ ପୁଞ୍ଜି ନିବେଶକାରୀଙ୍କ ସହ…

ଆମେରିକା: ଟ୍ରକ୍ ଭିତରୁ ଉଦ୍ଧାର ହେଲା ୪୬ ପ୍ରବାସୀଙ୍କ ମୃତଦେହ

ଟେକ୍ସାସର ସାନ ଆଣ୍ଟୋନିଓରେ ସୋମବାର ଟ୍ରାକ୍ଟର-ଟ୍ରେଲର ଭିତରେ ୪୬ ଜଣ ପ୍ରବାସୀଙ୍କର ମୃତଦେହ ମିଳିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏନେଇ ସହରର ଅଗ୍ନିଶମ ବିଭାଗ କହିଛି ଯେ ଆମେରିକା-ମେକ୍ସିକୋ…

୭ ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭୋଭାକ୍ସ ଟିକା, ମିଳିଲା ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ: ଏଣିକି ୭ ରୁ ୧୨ ବର୍ଷରୁ ପିଲାଙ୍କୁ ଦିଆଯିବ କରୋନା ଟିକା । ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ୭ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର…

ମହାରାଷ୍ଟ୍ର ରାଜନୀତି: ରାଜ୍ୟପାଳଙ୍କୁ ଭେଟିଲେ ଫଡନବିସ୍, ଫ୍ଲୋର ଟେଷ୍ଟ ପାଇଁ ଦାବିକଲା BJP

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଅବସରରେ ବିଜେପି…

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୨୫ ଲକ୍ଷ ସହାୟତା ପ୍ରଦାନ କଲେ ଅମୀର ଖାନ୍, ଧନ୍ୟବାଦ ଦେଲେ ଅସମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଅମିର ଖାନ୍ ନିକଟରେ ଅସମ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍ କୁ ସହାୟତା କରିଛନ୍ତି । ବର୍ତ୍ତମାନ ଅସମରେ ବର୍ଷର ସବୁଠୁ ବଡ଼ ବନ୍ୟାର ଶିକାର ହୋଇଛି । ବନ୍ୟାଯୋଗୁଁ ୨୧ ଲକ୍ଷରୁ ଅଧିକ ଲୋକ…

କାଉଣ୍ଟରରେ ମିଳୁଥିବା ଆବୋର୍ସନ ପିଲ୍ ବ୍ୟବହାର କରନ୍ତୁ ନାହିଁ, ଗର୍ଭାଶୟ ଫାଟିବା ସହ ଜୀବନ ଚାଲିଯିବ, ଚେତାବନୀ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଆବୋର୍ସନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଏହି ନିଷ୍ପତ୍ତି ପରେ ସେଠାରେ ଗର୍ଭପାତକୁ ସାମ୍ବିଧାନିକ ଅଧିକାର ଭାବେ ଗ୍ରହଣ…