Browsing Category

ଦେଶ ବିଦେଶ

ପୁଣି ନୂଆ ରେକର୍ଡ, ୧୧ ଦିନରେ ତୃତୀୟ ଥର ପାଇଁ ୧କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ: ଭାରତରେ କୋଭିଡ ବିରୋଧରେ ଟିକାକରଣ ଅଭିଯାନ ପ୍ରତିଦିନ ରେକର୍ଡ କରୁଛି । ସୋମବାର ଦିନ ଦେଶରେ ୧ କୋଟିରୁ ଅଧିକ ଲୋକଙ୍କୁ ଟିକା ଲଗାଯାଇଛି । ୧୧ ଦିନ ମଧ୍ୟରେ ଏହା ତୃତୀୟ ଥର, ଯେବେ ଦେଶରେ ଗୋଟିଏ ଦିନରେ ୧…

ଆସନ୍ତାକାଲି ସରକାର ଗଠନ କରିବ ତାଲିବାନ, ଉତ୍ସବକୁ ୬ ମିତ୍ର ରାଷ୍ଟ୍ରଙ୍କୁ ନିମନ୍ତ୍ରଣ

କାବୁଲ,: ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଛି । ବୁଧବାରଠାରୁ ବିଧିବଦ୍ଧ ଭାବେ ଆଫଗାନିସ୍ତାନରେ ତାଲିବାନୀ ସରକାର ଗଠନ ହେବ । ସରକାର ଗଠନ ଉତ୍ସବରେ ଯୋଗଦେବା ପାଇଁ…

ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ଦିଲ୍ଲୀ ଠାରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧକ୍ଷ ଜଗତପ୍ରକାଶ ନଡ୍ଡାଙ୍କୁ ସାକ୍ଷାତ କରି ଦ୍ୱିତୀୟ ବର୍ଷର ରିପୋର୍ଟ…

ଏ ଝିଅ ଏ ଡ୍ରେସ ସବୁ ଖୋଲିପକା; ଏମିତି କହି ଫସିଲେ ପ୍ରଧାନ ଶିକ୍ଷକ

ନୂଆଦିଲ୍ଲୀ: ଛାତ୍ରୀଙ୍କ ୟୁନିଫର୍ମକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ପ୍ରିନ୍ସିପାଲ । ଗୁରୁଙ୍କୁ ଦେବତା ବୋଲି ଗ୍ରହଣ କରାଯାଉଥିବା ବେଳେ ଗୁରୁଦିବସର ଦିନକ ପରେ ଗିରଫ ହୋଇଛନ୍ତି ସ୍କୁଲର ପ୍ରିନ୍ସିପାଲ ।…

୨୪ ବର୍ଷ ଧରି ବନ୍ଦ ଥିଲା ଲିଫ୍ଟ; ଖୋଲୁଖୋଲୁ ମିଳିଲା ନରକଙ୍କାଳ

ନୂଆଦିଲ୍ଲୀ: ୨୪ ବର୍ଷ ଧରି ବନ୍ଦ ରହିଥିବା ଏକ ଅବ୍ୟବହୃତ ଲିଫ୍ଟରୁ ଉଦ୍ଧାର ହୋଇଛି ମୃତ ଦେହ । ଉତ୍ତରପ୍ରଦେଶର ବସ୍ତି ଜିଲ୍ଲା ଅନ୍ତର୍ଗତ କାଇଲି ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି । କାଇଲିର ଓପିଇସି ହସ୍ପିଟାଲର…

ତିନିଟି ଛୁଆର ମା’କୁ ହେଇଗଲା ପ୍ରେମ, ଘରସଂସାର ଛାଡ଼ି ପ୍ରେମିକ ସହ ଫେରାର୍

ଅମ୍ଲୋଡ଼ା: ତିନିଟି ଛୁଆ ଓ ସ୍ୱାମୀଙ୍କ ସହିତ ଖୁସିରେ ଥିଲେ ପରିବାର । ହେଲେ ଏହି ତିନିଟି ଛୁଆଙ୍କ ମାଆଙ୍କୁ ଜଣେ ଯୁବକଙ୍କ ସହିତ ପ୍ରେମ ହେବା ପରେ ସେ ଫେରାର୍ ହୋଇଯାଇଛନ୍ତି । ହେଲେ ଉକ୍ତ ମହିଳାଙ୍କ ସ୍ୱାମୀ ଫେରାର୍…

ରାଗରେ ଆସି ବିଷଧର ସାପକୁ କଞ୍ଚା ଚୋବାଇଲେ ଏହି ବ୍ୟକ୍ତି, କାରଣ ପଚାରିବାରୁ କହିଲେ…

ନୂଆଦିଲ୍ଲୀ: ସାପକୁ ଦେଖିବାକୁ ମାତ୍ରେ ଲୋକମାନଙ୍କ ଡରରେ ନିଶ୍ୱାସ ବନ୍ଦ ହୋଇଯାଏ । ସେଥିରେ ପୁଣି ଆପଣ କୋବ୍ରା ସାପ ହାବୁଡ଼ରେ ପଡ଼ନ୍ତି ତେବେ ଆପଣ ଏକଦବ୍ ଘାବରାଇ ଯାଆନ୍ତି । ହେଲେ କୋରବା ଜିଲ୍ଲାର ଜଣେ ବ୍ୟକ୍ତି…

ଆଫଗାନିସ୍ତାନରେ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ; ପୁଅ ଝିଅଙ୍କ ମଝିରେ ଲାଗିଲା ପରଦା

ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଦେଶରେ ପ୍ରଥମ ଥର ପାଇଁ ଶିକ୍ଷାଦାନ ଆରମ୍ଭ କରାଯାଇଛି । ସୋମବାର ଠାରୁ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରାଯାଇଥିବା ବେଳେ ପୁରୁଷ…

ଗଣେଷ ପୂଜାକୁ ନେଇ ଜାରି ହେଲା ଗାଇଡଲାଇନ୍: ବଣ୍ଟାଯିବନି ଭୋଗ, ବିସର୍ଜନରେ ୨୦ରୁ ଅଧିକ ରହିବେନି ସାମିଲ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗଣେଷ ଚତୁର୍ଥୀ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସରକାର ଗଣେଷ ପୂଜା ପାଇଁ ନିୟମକୁ କଡ଼ାକଡ଼ି କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ସଭା ଓ ବିସର୍ଜନ ଉତ୍ସବରୁ…

ମୋବାଇଲ୍ ଗେମ୍ ଖେଳିବାକୁ ଦେଉନଥିଲେ ବାପା, ତଣ୍ଟିଚିପି ମାରିଦେଲା ପୁଅ

ସୁରତ୍: ବର୍ତ୍ତମାନ ସମୟରେ ଲୋକମାନଙ୍କ ଆବଶ୍ୟକୀୟ ଜିନିଷ ମଧ୍ୟରୁ ଗୋଟିଏ ହେଉଛି ମୋବାଇଲ୍ । ହେଲେ ଏହି ମୋବାଇଲ୍ ପାଇଁ ଲୋକମାନଙ୍କ ଜୀବନ ବି ନଷ୍ଟ ହୋଇଯାଉଛି । ଏହିଭଳି ଏକ ମାମଲା ଗୁଜୁରାଟରୁ ଆସିଛି । ଏଠାରେ ବାପା…