Browsing Category
ଦେଶ ବିଦେଶ
ସୁପ୍ରିମକୋର୍ଟ ସାମ୍ନାରେ ମହିଳା ଓ ପୁରୁଷଙ୍କ ଆତ୍ମାହୁତି ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୁପ୍ରିମକୋର୍ଟ ବାହାରେ ଜଣେ ମହିଳା ଓ ପୁରୁଷ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଦୁହିଁଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…
ଗୋଲ୍ଡେନ୍ ବୟ୍ ନୀରଜଙ୍କୁ ଚୁର୍ମା ଏବଂ ସିନ୍ଧୁଙ୍କୁ ଆଇସକ୍ରିମ୍ ଖୁଆଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓ ଅଲିମ୍ପିକ୍ ରେ ପଦକ ହାସିଲ କରିଥିବା ଆଥଲେଟ୍ ମାନଙ୍କ ସହିତ ନୂଆଦିଲ୍ଲୀରେ ଭେଟିଥିଲେ । କିଛି ଦିନ ତଳେ ସମାପ୍ତ ହୋଇଥିବା ଟୋକିଓ ଅଲିମ୍ପିକ୍ ରେ ଭାରତୀୟ…
କାବୁଲ ବିମାନ ବନ୍ଦରରେ ଆମେରିକା ସୈନ୍ୟଙ୍କ ଫାଙ୍କା ଗୁଳିଚାଳନା, ଦଳାଚକଟାରେ ୫ ମୃତ, ଫସିଥିବା ଭାରତୀୟଙ୍କୁ ଝଟକା
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଫଶିଥିବା ହଜାର ହଜାର ଭାରତୀୟଙ୍କ ଚିନ୍ତା ଆହୁରିି ବଢି ଯାଇଛି । ସୋମବାର ଆଫଗାନିସ୍ତାନ ଛାଡିବା ପାଇଁ କାବୁଲ ବିମାନ ବନ୍ଦରରେ ହଜାର ସଂଖ୍ୟକ ଲୋକେ ରୁଣ୍ଡ ହୋଇଛନ୍ତି । ହେଲେ ଏହି ସମୟରେ…
WhatsApp ଆଣିଲା ନୂଆ ଫିଚର୍, ୪ଟି ଡିଭାଇସ୍ କରିହେବ ଆସେସ୍
ଓଡ଼ିଶା ଭାସ୍କର ବ୍ୟୁରୋ: ହ୍ୱାଟସଆପ୍ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ଏକ ନୂଆ ଫିଚର୍ । ଫଳରେ ବର୍ଷ ବର୍ଷ ଧରି ୟୁଜର୍ସ କରିଥିବା ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ କମ୍ପାନି ମଲ୍ଟି-ଡିଭାଇସ୍…
କୁଆଡ଼େ ଗଲେ ଅଶରଫ୍ ଘନି? ମିଳୁନି ଖୋଜଖବର, ମନା କଲା କାଜକିସ୍ତାନ
ନୂଆଦିଲ୍ଲୀ: ଆମେରିକା ନିଜର ସେନାକୁ ପ୍ରତ୍ୟାହାର କରିବା ପରେ ତାଲିବାନ ମାନେ ଅଫାଗାନିସ୍ତାନ ଉପରେ ନିଜର ପତିଆରା ପୁଣିଥରେ ଜମାଇଛନ୍ତି । ଗତକାଲି ସେମାନେ ପୂରା ଅଫଗାନକୁ ଅକ୍ତିଆର କରିନେଇଛନ୍ତି । ତାଲିବାନ ମାନେ…
ନିଜେ ନିଜର ଆକାର ବଦଳାନ୍ତି ଏଠାକାର ପଥର, ଜାଣନ୍ତୁ ଏହି ରହସ୍ୟମୟୀ ଗାଁ ବିଷୟରେ
ନୂଆଦିଲ୍ଲୀ: ସାଧାରଣତଃ ଆମେ ଜାଣିଛୁ ଯେ, ମଣିଷ ମାନଙ୍କ ବୟସ ବଢ଼ିବା ସହିତ ଶରୀରରେ ପରିବର୍ତ୍ତନ ହୋଇଥାଏ ଓ ଆକାରରେ ବି ପରିବର୍ତ୍ତନ ଘଟେ । ଯେମିତିକି ମୋଟା-ପତଳା ହେବା, ଡେଙ୍ଗା ହେବା ଇତ୍ୟାଦି । ହେଲେ ଆପଣ ମାନେ…
କିଏ ଏହି ତାଲିବାନି ନେତା ମୁଲ୍ଲା ବରାଦର, ଯାହାଙ୍କୁ କରାଯାଇପାରେ ଆଫଗାନିସ୍ତାନର ନୂତନ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନ ଯୁଗ । ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଘନି ଓ ଉପ ରାଷ୍ଟ୍ରପତି ଅମିରୁଲ୍ଲାହ ଦେଶ ଛାଡି ଚାଲି ଯାଇଛନ୍ତି । ଏମିତିରେ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି…
୧୯ ବର୍ଷ ପୂର୍ବେ ତିଆରି ହୋଇଥିବା ପେଣ୍ଟିଂ ବିକ୍ରି ହେଲା ୧୭୭ କୋଟିରେ, ଜାଣନ୍ତୁ କ’ଣ ଥିଲା ଏହାର ଖାସିୟତ
ଗତ ୨୦୦୦ ମସିହାରେ ଜାପାନରେ ଏକ ପେଣ୍ଟିଂ ତିଆରି ହୋଇଥିଲା । ସେ ସମୟରେ ଉକ୍ତ ପେଣ୍ଟିଂର କୌଣସି ମୂଲ୍ୟ ନଥିଲା । ମାତ୍ର ନିକଟରେ ଉକ୍ତ ପେଣ୍ଟିଂର ନିଲାମ ୧୭୭ କୋଟି ଟଙ୍କାରେ ହୋଇଛି । ଏହି ପେଣ୍ଟିଂକୁ ୟୋଶିତୋମୋ ନାମରେ…
୧୪୨ ବର୍ଷରେ ସବୁଠୁ ଗରମ ମାସ ଜୁଲାଇ, ଇତିହାସର ୧୦ଟି ଗରମ ବର୍ଷରେ ସାମିଲ୍ ହେବ ୨୦୨୧
ଓଡ଼ିଶା ଭାସ୍କର ବ୍ୟୁରୋ: ମୌସୁମୀର ନିୟମିତ ବର୍ଷା ଏ ଯାଏଁ ମିଳିନି ଓଡ଼ିଶାକୁ । ଧାରା ଶ୍ରାବଣ ମାସ ବୋଲି ଯାହା କୁହାଯାଏ, ତାହା ଚଳିତ ବର୍ଷ ଭୁଲ୍ ବୋଲି ପ୍ରମାଣିତ କରିଦେଇଛି । ଫ୍ୟାନ୍-ଏସି ନଦେଲେ ସମ୍ଭାଳି ହେଉନି…
ଗୁଳିମାଡ଼ ପରେ କାବୁଲ ଏୟାରପୋର୍ଟରେ ଆତଙ୍କ, ଭାରତ ଅଧ୍ୟକ୍ଷତାରେ ଜାତିସଂଘର ଜରୁରୀକାଳୀନ ବୈଠକ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ବର୍ତ୍ତମାନ ତାଲିବାନ ମାନେ ହୁକୁମ ଚଳାଇବା ଆରମ୍ଭ କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ, ଦେଶରେ ଅରାଜକତାକୁ ରୋକିବା ପାଇଁ କାବୁଲରେ ପଶିଛନ୍ତି । ସେପଟେ ରାଷ୍ଟ୍ରପତି ଅଶରଫ ଘନି…