Browsing Category

ଦେଶ ବିଦେଶ

ଟୋକିଓ ଅଲିମ୍ପିକ୍: ଆଜି ଅପରାହ୍ଣରେ ଭାରତ-ପାକ୍ କଡ଼ା ଟକ୍କର

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକରେ ଭାରତ-ପାକ୍ ଟକ୍କର ଦେଖିବାକୁ ମିଳିବ । ଆଜି ୧୬ତମ ଦିନରେ ଜାଭେଲିନ୍ ଥ୍ରୋରେ ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତର ନିରଜ ଚୋପ୍ରା ଓ…

ପତ୍ନୀଙ୍କ ନାମରେ ସମସ୍ତ ପ୍ରପର୍ଟି କରିଦେଲେ ଖାଲି ଫାଇଦା ହିଁ ଫାଇଦା, ଜାଣନ୍ତୁ କେଉଁ କ୍ଷେତ୍ରରେ ମହିଳାଙ୍କୁ ମିଳୁଛି ଅଧିକ ରିହାତି

ନୂଆଦିଲ୍ଲୀ: ସାଧାରଣତଃ ଟ୍ୟାକ୍ସ ଛାଡ଼ କ୍ଷେତ୍ରରେ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ମାତ୍ରାରେ ସୁବିଧା ଦିଆଯାଇଥାଏ । ମାତ୍ର ମହିଳାଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ କିଛି କ୍ଷେତ୍ରରେ ଅଧିକ ଟ୍ୟାକ୍ସ ଛାଡ଼ କରାଯାଇଥାଏ ।…

ବୈଜ୍ଞାନିକଙ୍କ ଚେତାବନୀ- ‘ଡେଲ୍ଟା ଭାରିଆଣ୍ଟ ଦେଖାଇବ ପ୍ରଚଣ୍ଡ ରୂପ, ଅଧିକ ବିଗିଡ଼ିପାରେ ସ୍ଥିତି’

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଶେଷ ହେଉଥିବା ବେଳେ ଖୁବଶୀଘ୍ର ଆସିବାକୁ ଯାଉଛି ସମ୍ଭାବ୍ୟ ତୃତୀୟ ଲହର । ଏହାରି ମଧ୍ୟରେ ଆମେରିକାର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ‘କରୋନାର ଡେଲ୍ଟା ଭାରିଆଣ୍ଟ କାରଣରୁ ବିଶ୍ୱର…

ବର୍ଷା କାରଣରୁ ଶୀଘ୍ର ବନ୍ଦ ହେଲା ତୃତୀୟ ଦିନର ଖେଳ, ଲୋକେଶ ଓ ଜାଡେଜାଙ୍କ ଅର୍ଦ୍ଧଶତକରେ ସୁବିଧାଜନକ ସ୍ଥିତିରେ ଭାରତ

ଓଡ଼ିଶା ଭାସ୍କର ବ୍ୟୁରୋ: ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ସୁବିଧାଜନକ ସ୍ଥିତିରେ ରହିଛି। ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନର ଖେଳ…

କରୋନା ବିରୋଧୀ ଯୁଦ୍ଧରେ ବଡ଼ ସଫଳତା, ଦେଶରେ ୨୦୩ ଦିନରେ ଦିଆଗଲା ୫୦ କୋଟି ଟିକା ଡୋଜ୍

ନୂଆଦିଲ୍ଳୀ: କରୋନା ବିରୋଧୀ ଯୁଦ୍ଧରେ ଦେଶ ଏକ ବଡ଼ ସଫଳତା ହାସଲ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୦ କୋଟି ଡୋଜ କରୋନା ଟିକା ଦିଆଯାଉଛି । ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶୁକ୍ରବାର ଏହା ଘୋଷଣା…

ପ୍ରକାଶ ପାଇଲା JEE Main 2021 ରେଜଲ୍ଟ, ଏମିତି ଦେଖିପାରିବେ ଫଳାଫଳ

ନୂଆଦିଲ୍ଲୀ: ଶୁକ୍ରବାର ନାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜେଇଇ ମେନ ୨୦୨୧ ପରୀକ୍ଷାର ଫଳାଫଳ ଘୋଷଣା କରିଛି । ପ୍ରାୟ ୭ଲକ୍ଷ ପରୀକ୍ଷାର୍ଥୀ ଚଳିତ ବର୍ଷ ଜେଇଇ ମେନ ପରୀକ୍ଷା ଦେଇଥିଲେ । ଜୁଲାଇ ୨୦, ୨୨, ୨୫ ଏବଂ ୨୭ରେ…

ରାଜ୍ ବିରୋଧରେ ୪ ଜଣ ଦେଲେ ସାକ୍ଷ୍ୟ, ଜାଣନ୍ତୁ କଣ ଫିଟିଲା ରହସ୍ୟ…

ଓଡ଼ିଶା ଭାସ୍କର ବ୍ୟୁରୋ: ପର୍ଣ୍ଣ ଫିଲ୍ମ କାରବାରରେ ଗୋଟିଏ ଗୋଟିଏ ପରଦା ଫିଟିବାରେ ଲାଗିଛି । ରାଜ୍ କୁନ୍ଦ୍ରାଙ୍କ କମ୍ପାନିର ୪ ଜଣ ପୂର୍ବ କର୍ମଚାରୀ ଏହି ମାମଲାରେ ସାକ୍ଷ୍ୟ ଦେବା ପରେ ଅନେକ ତଥ୍ୟ ଜଣାପଡ଼ିଛି ।…

ଅକ୍ଟୋବରରୁ ଭାରତରେ ଦିଆଯିବ କୋଭାଭାକ୍ସ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବରରୁ ଭାରତରେ ଦିଆଯିବ କୋଭାଭାକ୍ସ ଟିକା । ପ୍ରାପ୍ତ ବୟସ୍କଙ୍କ ପାଇଁ ଅକ୍ଟୋବରରେ କୋଭାଭାକ୍ସ ଟିକା ଦିଆଯିବାକୁ ଥିବାବେଳେ, ୨୦୨୨ ପ୍ରଥମାର୍ଦ୍ଧରେ ପିଲାଙ୍କୁ ଟିକାକରଣ କରାଯାଇପାରେ…

ଲଦାଖର ଗୋଗ୍ରାରୁ ହଟିଲେ ଭାରତ-ଚୀନ ସେନା

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଜୁଲାଇ ୩୧ରେ କମାଣ୍ଡରସ୍ତରୀୟ କଥାବାର୍ତ୍ତା ପରେ ଉଭୟ ଦେଶ ଶାନ୍ତି ପଥରେ ବଡ଼ ପଦକ୍ଷେପ ନେଇଛନ୍ତି । ଦୁଇ ଦେଶ ସହମତି ଅନୁଯାୟୀ ଲଦାଖର ଗୋଗ୍ରା ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର…

ଆଫଗାନ୍ ସରକାରଙ୍କ ଗଣମାଧ୍ୟମ ମୁଖ୍ୟଙ୍କୁ ଗୁଳି କରି ହତ୍ୟା କଲେ ତାଲିବାନ ସେନା

କାବୁଲ୍: ଆଫଗାନିସ୍ତାନ ସରକାର ଏବଂ ତାଲିବାନ ସେନା ମଧ୍ୟରେ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି । ଧୀରେ ଧୀରେ ତାଲିବାନ ସେନା ଆଫଗାନିସ୍ତାନର ଅଧିକାଂଶ ରାଜ୍ୟ ଉପରେ କବଜା କରିବାରେ ଲାଗିପଡ଼ିଛନ୍ତି । ଏହି…