Browsing Category
ଦେଶ ବିଦେଶ
ଜେନେରାଲ ରାୱତଙ୍କ ସ୍ମୃତିରେ ସେନା ତରଫରୁ ଘୋଷଣା ହେଲା “ଚେୟର ଅଫ ଏକ୍ସିଲେନ୍ସ’
ନୂଆଦିଲ୍ଳୀ: ଭାରତର ପ୍ରଥମ ପ୍ରମୁଖ ରକ୍ଷା ଅଧ୍ୟକ୍ଷ ବିପିନ ରାୱତଙ୍କୁ ମନେ ପକାଉଛି ଭାରତୀୟ ସେନା । ରାୱତଙ୍କ ସ୍ମୃତିରେ ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡିଆ (ୟୁ.ଏସ.ଆଇ)ରେ "ଚେୟର ଅଫ ଏକ୍ସିଲେନ୍ସି'…
ଅଫିସରେ ବ୍ୟକ୍ତିଗତ କାମ ପାଇଁ ମୋବାଇଲ ବ୍ୟବହାର କଲେ ଚାକିରି ଚାଲିଯିବ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: ଆପଣ ନିଜର ବ୍ୟକ୍ତିଗତ କାମ ପାଇଁ ଅଫିସରେ ମୋବାଇଲ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ଆପଣ ନିଜର ଚାକିରି ହରାଇ ପାରନ୍ତି । ନିକଟରେ ମାଡ୍ରାସ ହାଇକୋର୍ଟ ଏକ ମାମଲାର ବିଚାର କରି ଏପରି ନିଷ୍ପତ୍ତି…
କେନ୍ଦ୍ରୀୟ ବିଦ୍ୟାଳୟରେ ବମ୍ପର ନିଯୁକ୍ତି ସୁଯୋଗ: ଜାଣନ୍ତୁ ଆବେଦନର ପ୍ରକ୍ରିୟା
ନୂଆଦିଲ୍ଳୀ: କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତିର ବମ୍ପର ସୁଯୋଗ । ଉଭୟ ଶିକ୍ଷକ ଏବଂ ଅଣ ଶିକ୍ଷକ ପଦବୀ ପାଇଁ ଏହି ସମସ୍ତ ଭ୍ୟାକେନ୍ସି ସୃଷ୍ଟି ହୋଇଛି । ଦେଶର ବିଭିନ୍ନ ସ୍ଥାନରେ ରହିଥିବା କେନ୍ଦ୍ରୀୟ…
ଚୀନକୁ ଭାରତୀୟଙ୍କ ଡାଟା ଶେୟାର କରୁଛି Paytm, ଅଭିଯୋଗକୁ ଖଣ୍ଡନ କଲା କମ୍ପାନୀ
ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ନେଇ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଚୀନର ସଂସ୍ଥା ସହିତ ପେଟିଏମ ଭାରତୀୟ କଷ୍ଟମରଙ୍କ ଡାଟା ଶେୟାର କରୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି…
ଉଜ୍ଜ୍ୱଳା ଅଧିନରେ ହୋଲିରେ ମିଳିବ ମାଗଣା ସିଲିଣ୍ଡର: ୧.୬୫ କୋଟି ପରିବାର ପାଇବେ ଲାଭ
ନୂଆଦିଲ୍ଲୀ: ଉଜ୍ଜ୍ୱଳା ଯୋଜନା ଅଧିନରେ ଚଳିତବର୍ଷ ହୋଲିରେ ପ୍ରଥମ ମାଗଣା ସିଲିଣ୍ଡର ଯୋଗାଇବେ ଉତ୍ତରପ୍ରଦେଶ ସରକାର । ଖାଦ୍ୟ ଓ ଯୋଗାଣ ବିଭାଗ ହୋଲିରେ ଗ୍ୟାସ ସିଲିଣ୍ଡର ଯୋଗାଇବାକୁ ସରକାର ପ୍ରସ୍ତାବ ଦେଇଛି । ରାଜ୍ୟରେ…
‘ହିଜାବ ଇସଲାମିକ ପରମ୍ପରାର ଅଂଶ ବିଶେଷ ନୁହେଁ’, ଜାଣନ୍ତୁ କର୍ଣ୍ଣାଟକ ହାଇକୋର୍ଟଙ୍କ ପ୍ରତି ପ୍ରଶ୍ନର ଜବାବ
ବେଙ୍ଗାଲୁରୁ: ହିଜାବ ବିବାଦ ଉପରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ନିଜର ରାୟ ଶୁଣାଇଛନ୍ତି। ହାଇକୋର୍ଟ ଛାତ୍ରୀଙ୍କ ଆବେଦନ ଅଗ୍ରାହ୍ୟ କରି ଦେଇଛନ୍ତି ଏବଂ କହିଛନ୍ତି ହିଜାବ ଇସଲାମ ଧର୍ମର ଅଂଶ ବିଶେଷ ନୁହେଁ।…
ୟୁକ୍ରେନ ଯୁଦ୍ଧ ପଡ଼ିବ ମହଙ୍ଗା: ଭାଙ୍ଗିଯିବ ଶକ୍ତିଶାଳୀ ରୁଷର ମେରୁଦଣ୍ଡ, ଦେଶ ଚାଲିଯିବ ୧୦୦ ବର୍ଷ ପଛକୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୦ ଦିନରେ ପହଞ୍ଚିଛି । ତେବେ ନିଜର ଆତ୍ମସମ୍ମାନକୁ ନଜରରେ ରଖି ଦୁଇ ରାଷ୍ଟ୍ର ଉପରକୁ ଫୁଟାଣି ମାରୁଥିଲେ ହେଁ ଭିତରେ କିନ୍ତୁ ପୂରାପୂରି…
ପାକିସ୍ତାନରେ ଭାରତର ମିସାଇଲ ପଡିବା ଘଟଣା: ଗୃହରେ ବିବୃତ୍ତି ରଖିଲେ ପ୍ରତିରକ୍ଷାମନ୍ତ୍ରୀ, ଆମେରିକା ଦେଲା ଏପରି ବୟାନ
ନୂଆଦିଲ୍ଲୀ: ପାକିସ୍ତାନ ମାଟିରେ ଭାରତର ମିସାଇଲ ପଡିବା ଘଟଣାରେ ଆଜି ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ ବିବୃତ୍ତି ରଖିଛନ୍ତି । ଭୁଲବଶତଃ ଏଭଳି ଅଘଟଣ ଘଟିଥିବା ରାଜନାଥ କହିଛନ୍ତି । ତାଙ୍କ କହିବା…
କର୍ଣ୍ଣାଟକର ଅନେକ ସହରରେ ୧୪୪ ଧାରା ଲାଗୁ, ମୁଖ୍ୟମନ୍ତ୍ରୀ କହିଲେ- କୋର୍ଟଙ୍କ ଆଦେଶର ପାଳନ କରନ୍ତୁ
ବେଙ୍ଗାଲୁରୁ: ସ୍କୁଲ-କଲେଜରେ ମୁସଲିମ ଛାତ୍ରୀଙ୍କ ହିଜାବ ପିନ୍ଧିବା ବିବାଦ ଉପରେ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। କୋର୍ଟ ହିଜାବ ବିବାଦରେ ଆବେଦନକୁ ଖାରଜ କରିଛନ୍ତି ଏବଂ କହିଛନ୍ତି ହିଜାବ ଧର୍ମର…
ହିଜାବ ମାମଲାରେ ଛାତ୍ରୀଙ୍କୁ ଝଟକା; ଆବେଦନ ଖାରଜ; ଜାଣନ୍ତୁ କଣ କହିଲେ ହାଇକୋର୍ଟ
ନୂଆଦିଲ୍ଲୀ: ହିଜାବ ବିବାଦ ମାମଲାରେ ଛାତ୍ରଛାତ୍ରୀଙ୍କୁ ଝଟକା । ଏହି ମାମଲାରେ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି । ଆବେଦନକୁ ଖାରଜ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି…