CHARIDHAM
Browsing Category

ଦେଶ ବିଦେଶ

ଯମୁନେତ୍ରୀ ଯାତ୍ରା ହେଲା ଶେଷ ଯାତ୍ରା: ୨୦୦ ମିଟର ଖାଲକୁ ଖସିଲା ବସ୍, ୨୨ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ଉତ୍ତରକାଶୀରୁ ଏକ ବଡ଼ ଅପଡେଟ୍ ଆସିଛି । ଏକ ବଡ଼ଧରଣର ଦୁର୍ଘଟଣା ଘଟି ବହୁ ଲୋକଙ୍କ ମୃତ୍ୟୁ ଘଟିଛି । ଯମୁନେତ୍ରୀ ଯାଉଥିବା ଏକ ବସ୍ ଏକ ଖାଲକୁ ଖସି ପଡ଼ିବା ଫଳରେ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିସହିତ…

‘ମୁସେୱାଲା ପରି ତୋର ଅବସ୍ଥା ହେବ’: ସଲମାନଙ୍କୁ ଜୀବନରୁ ମାରିବା ନେଇ ଆସିଲା ଏକ ଧମକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନଙ୍କୁ ନେଇ ଏକ ବଡ଼ ଖବର ଆସିଛି । ସିଦ୍ଧୁ ମୁସେୱାଲାଙ୍କ ପରି ସଲମାନଙ୍କୁ ହତ୍ୟା କରାଯିବ ବୋଲି ଆସିଛି ଏକ ଧମକପୂର୍ଣ୍ଣ ଚିଠି । ଆଜି ସକାଳେ ସଲମାନଙ୍କ ପିତା ଜଗିଂକୁ ଯିବା ସମୟରେ ଘରର…

ବିହାରର ଗୋଟେ ଘରୁ ମିଳିଲା ୫ଟି ଶବ: ଋଣ ଭାରରେ ଶେଷ ହୋଇଗଲା ପରିବାର

ବିହାରର ସମସ୍ତିପୁର ଜିଲ୍ଲାର ଏକ ପରିବାରରୁ ୫ଜଣଙ୍କର ଶବ ଉଦ୍ଧାର କରାଯାଇଛି । ବିଦ୍ୟାପତିନଗର ଥାନା ଅନ୍ତର୍ଗତ ମଉ ଧନେଶ୍ୱର ଗ୍ରାମରେ ଘଟି ଯାଇଛିି ଏଭଳି ଅଘଟଣ । କୁହାଯାଉଛି ଯେ ଅର୍ଥ ଅଭାବରୁ ପରିବାରର ସମସ୍ତ ସଦସ୍ୟ…

ନୂପୁର ଶର୍ମା ଓ ନବୀନ ଜିନ୍ଦଲ BJPରୁ ସସପେଣ୍ଡ: ପ୍ରୋଫେଟ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ଦୁଇଜଣ ନେତାଙ୍କୁ ସସପେଣ୍ଡ କରିଛି । ଏନେଇ ଦଳ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଦଳର ମୁଖପାତ୍ର ନୂପୁର ଶର୍ମା ଓ ନେତା ନବୀନ ଜିନ୍ଦଲଙ୍କୁ ବିଜେପିର ପ୍ରାଥମିକ…

କମ୍ ଟଙ୍କାରେ ଥାଇଲାଣ୍ଡ ବୁଲିବାର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ: IRCTC ଲଞ୍ଚ କଲା ସ୍ପେଶାଲ ଇଣ୍ଟରନ୍ୟାସନାଲ ଟୁର୍ ପ୍ୟାକେଜ୍

ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରମଣ ପ୍ରିୟ ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ଏଥିପାଇଁ ଲଞ୍ଚ କରିଛି ଏକ ସ୍ପେଶାଲ୍ ପ୍ୟାକେଜ୍ ।…

ଦେଶରେ ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ ହେବ ସଂପୂର୍ଣ୍ଣ ବ୍ୟାନ୍, କେନ୍ଦ୍ର ସରକାର ଜାରି କଲେ ଶେଷ ତାରିଖ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିଙ୍ଗିଲ ୟୁଜ ପ୍ଲାଷ୍ଟିକ୍ ଖାସ କରି ପ୍ଲାଷ୍ଟିକ ଜରି ପାଣି ବୋତଲରୁ ପରିବେଶକୁ ହେଉଥିବା କ୍ଷତିକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟ ଏବଂ…

ଆଜି ବିଶ୍ୱ ପରିବେଶ ଦିବସ; ଜାଣନ୍ତୁ କେବେ ହୋଇଥିଲା ଆରମ୍ଭ? କ’ଣ ରହିଛି ଏହାର ଉଦ୍ଦେଶ୍ୟ?

ପ୍ରତ୍ୟେକ ବର୍ଷ ଜୁନ ୫ କୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଏ । ଲୋକଙ୍କ ମଧ୍ୟରେ ପରିବେଶ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏହି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଆସୁଛି । ପ୍ରକୃତି ଆମ…

ବାଙ୍ଗଲାଦେଶରେ ବଡ଼ ଦୁର୍ଘଟଣା, କଣ୍ଟେନର ଡିପୋରେ ନିଆଁ ଲାଗି୩୩ ଜଣଙ୍କ ମୃତ୍ୟୁ, ୪୫୦ରୁ ଅଧିକ ଆହତ

ବାଙ୍ଗଲାଦେଶରେ ଚଟଗାଓଁରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ସୀତାକୁଣ୍ଡା ଉପଜିଲ୍ଲାରେ ଏକ ବେସରକାରୀ ଇନଲ୍ୟାଣ୍ଡ୍ କଣ୍ଟେନର ଡିପୋରେ ବସ୍ପୋରଣରେ ଯୋଗୁଁ ନିଆଁ ଲାଗି ୩୩ ଜଣଙ୍କ ମୃତ୍ୟୁ…

ଚୀନ ଏବଂ ତାଇୱାନ ମଧ୍ୟରେ ବଢୁଛି ତିକ୍ତତା, ଆମେରିକା ଦେଲା ଚେତାବନୀ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦୦ ଦିନରୁ ଅଧିକ ହୋଇସାରିଲାଣି। ଏପର୍ଯ୍ୟନ୍ତ ଏହି ଯୁଦ୍ଧ ଶେଷ ହେବାର ନାଁ ନେଉ ନାହିଁ। ଏହି ସମୟରେ ଚୀନ ଏବଂ ତାବାନ ମଧ୍ୟରେ ତିକ୍ତତା ଲାଗି…

‘୧୦ମ ପରେ ଶିକ୍ଷିତ ବେରୋଜଗାର ହୋଇଯାନ୍ତି ଛାତ୍ର-ଛାତ୍ରୀ’: ପଶ୍ଚିମବଙ୍ଗର ବରିଷ୍ଠ ନେତାଙ୍କ ବୟାନ

ପଶ୍ଚିମବଙ୍ଗ ମନ୍ତ୍ରୀ ସୋଭନଦେବ ଚାଟାର୍ଜୀଙ୍କ ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି । ମମତାଙ୍କ କ୍ୟାବିନେଟ ମନ୍ତ୍ରୀ ସୋଭନଦେବ ଚାଟାର୍ଜୀ କହିଛନ୍ତି ଯେ ୧୦ମ ରେଜଲ୍ଟ ପରେ ଛାତ୍ର-ଛାତ୍ରୀ ଶିକ୍ଷିତ ବେରୋଜଗାର ହୋଇଯାନ୍ତି…