CHARIDHAM
Browsing Category

ଦେଶ ବିଦେଶ

ବହି ପଢ଼ିଲେ ଜେଲରୁ ଶୀଘ୍ର ମୁକ୍ତ ହେଉଛନ୍ତି କଏଦୀ, ଜାଣନ୍ତୁ କେଉଁ ଦେଶରେ ଅଛି ଏପରି ନିୟମ

ଜେଲରେ ଯେଉଁ ଅପରାଧୀ ବହି ପଢ଼ୁଛନ୍ତି ସେମାନଙ୍କୁ ଜେଲରୁ ମୁକ୍ତ କରାଯାଉଛି । ହୁଏତ ଆପଣ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ । ହେଲେ ଏଭଳି ଏକ ଦେଶ ବୋଲଭିଆ, ଯେଉଁଠି କଏଦୀମାନେ ବହି ପଢ଼ିବା ଦ୍ୱାରା ସେମାନଙ୍କୁ ଜେଲରୁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ପରଲୋକ, ପୁଣିଥରେ ହାର୍ଟ ଆଟାକ୍ ଆସିବାରୁ ….

ମଣ୍ଡି: ହିମାଚଳ ରାଜନୀତିର ଚାଣକ୍ୟ କୁହାଯାଉଥିବା ପୂର୍ବତନ କେନ୍ଦ୍ର ସଞ୍ଚାର ରାଜ୍ୟ ମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଦିଲ୍ଲୀର ଏମ୍ସରେ ତାଙ୍କର ଦେହାନ୍ତ…

ବିଶ୍ୱର ସେୟାର ବଜାର ଉପରେ ଚଢ଼କ, ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ସଂପତ୍ତିରେ ୫୫ ବିଲିୟନ୍‌ ଡଲାରରୁ ଅଧିକ କ୍ଷତି

ନୂଆଦିଲ୍ଲୀ : ଆମେରିକା ସମେତ ସାରା ବିଶ୍ୱର ସେୟାର ବଜାର ଉପରେ ପଡ଼ିଛି ଚଡ଼କ । ଏହାର ସବୁଠୁ ଅଧିକ କ୍ଷତି ବିଶ୍ୱର ଶ୍ରେଷ୍ଠ ଧନୀଶ୍ରେଣୀୟ ବ୍ୟକ୍ତିଙ୍କୁ ଉଠାଇବାକୁ ପଡ଼ୁଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ୧୦…

ପାଣିରେ ପଡ଼ିଲା ୮୦ଲକ୍ଷ ଟଙ୍କା, ଉଦ୍‌ଘାଟନର ୩ ଦିନ ପରେ ଭାସିଗଲା ଭସା ପୋଲ

ବେଙ୍ଗାଲୁର: ଉଚ୍ଚ ଜୁଆର ମାଡ଼ରେ ଭାସିଗଲା ଭସା ପୋଲ । ପାଣିରେ ପଡ଼ିଲା ୮୦ଲକ୍ଷ ଟଙ୍କା । ଉଦ୍‌ଘାଟନର ୩ ଦିନ ପରେ ଭାସିଗଲା କର୍ଣ୍ଣାଟକର ଉଡୁପିଠାରେ ସମୁଦ୍ରରେ ନିର୍ମାଣ କରାଯାଇଥିବା ଭସାପୋଲ ନଷ୍ଟ ହୋଇଯାଇଛି । ୧୦୦…

ଆଜି ଦିଗ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗରେ ଗତି କରିବ ‘ଅସାନୀ’, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ପ୍ରବଳ ବର୍ଷିବା ସହ ୪୦ରୁ…

ନୂଆଦିଲ୍ଲୀ/ଭୁବନେଶ୍ୱର (ଭାସ୍କର ନ୍ୟୁଜ) : ଭୟଙ୍କର ରୂ ପଧାରଣ କରିଥିବା ବାତ୍ୟା ‘ଅସାନୀ’ ଏବେ ସମୁଦ୍ର ମଧ୍ୟରେ ସବୁଠାରୁ ତୀବ୍ରସ୍ତର ଅତିକ୍ରମ କରିସାରିଛି । ଏହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏନେଇ ଭାରତୀୟ…

ପ୍ରସେସନ ରୋକିବାକୁ ଆସିଥିଲେ ପୋଲିସ: କିନ୍ତୁ ପଞ୍ଜାବୀ ଗୀତ ଶୁଣି କଲେ ଏମିତି କାମ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଘଟଣାଟି ଘଟିଛି କାଲିଫର୍ଣ୍ଣିଆରେ । ଏଠାରେ ଚାଲିଥିବା ଏକ ପଞ୍ଜାବୀ ବାହାଘରରେ ଘଟିଛି କିଛି ମଜାଦାର ଆଉ ମନ ଛୁଇଁଲା ଭଳି ଘଟଣା । ମନପ୍ରୀତ ତୁର ନାମକ ଜଣେ ପଞ୍ଜାବୀ ଯୁବକଙ୍କର ବିବାହ ଉତ୍ସବରେ ଖୁବ କୋଳାହଳ…

ରେଳ ବିଭାଗର ସ୍ୱତନ୍ତ୍ର ଉପହାର: ମା’ ଓ ଛୁଆଙ୍କୁ ମିଳିବ ଏହି ଖାସ୍ ସୁବିଧା

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ନେଇ ରେଳଯାତ୍ରା କରୁଥିବା ମହିଳାଙ୍କ ପାଇଁ ଏକ ଭଲ ଖବର ଆଣିଛି ଭାରତୀୟ ରେଳବାଇ । ଭାରତୀୟ ରେଳବିଭାଗ ପକ୍ଷରୁ ନବଜାତ ଶିଶୁଙ୍କ ପାଇଁ ଲଞ୍ଚ ହୋଇଛି ସ୍ୱତନ୍ତ୍ର ସିଟ ।…

ମିଳିବ ହାର୍ଟ ଆଟାକରୁ ମୁକ୍ତି! ନୂଆ ଉପାୟ ପରୀକ୍ଷା କରିବାକୁ ଯାଉଛି ଏହି ବାୟୋଟେକ୍ କମ୍ପାନୀ

ନୂଆଦିଲ୍ଲୀ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱରେ ସବୁଠୁ ଅଧିକ ମୃତ୍ୟୁ ହାର୍ଟ ଆଟାକ୍ କାରଣରୁ ହେଉଛି । ଏଥିପାଇଁ ଯେଉଁ ସବୁ ଚିକିତ୍ସା ରହିଛି ତାହା ବହୁତ ମହଙ୍ଗା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୦ ରେ…

ଶ୍ରୀଲଙ୍କାରେ ବେକାବୁ ପରିସ୍ଥିତି, ଦଙ୍ଗାକାରୀଙ୍କୁ ଦେଖିବା କ୍ଷଣି ଗୁଳି ମାରିବାକୁ ଆଦେଶ

ଶ୍ରୀଲଙ୍କାରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହାରି ମଧ୍ୟରେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତ ଲାଗୁ ହେବା ପରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ବିରୋଧ ପ୍ରଦର୍ଶନ ହିଂସା ପ୍ରଦର୍ଶନ କରୁଛନ୍ତି…

ଭୟାନକ କିଙ୍ଗ କୋବ୍ରାକୁ ଜବତ କଲେ ଯୁବକ: କ୍ଷେତରେ ପଶି ଆତଙ୍କ ମଚାଇଥିଲା ୧୩ ଫୁଟ ଲମ୍ବର ସାପ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଜଣେ ଚାଷୀଙ୍କ କ୍ଷେତରୁ ଏକ ଭୟଙ୍କର ବିଶାଳକାୟ ସାପ ଉଦ୍ଧାର କରାଯାଇଛି । ୧୩ ଫୁଟ ଲମ୍ବର ଏହି କିଙ୍ଗ କୋବ୍ରାକୁ ଚାଷୀ ଏବଂ ଅନଞ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ଏହାପରେ ସେ ସ୍ନେକ…